ବି ଜେ ପି ଅନୁସୂଚିତ ଜାତି ମୋର୍ଚା ପକ୍ଷରୁ ରାଜ୍ଯପାଳଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ଫୁଲବାଣୀ 11/8-(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ବିଜେପି ଅନୁସୁଚିତ ଜାତିମୋର୍ଚ୍ଚା ସଭାପତି ଅନନ୍ତ କୁମାର ଦିଗାଲଙ୍କ ନେତୃତ୍ବରେବୁଧୁବାର ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ଯ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି।କେନ୍ଦ୍ରାପଡ଼ା ଜିଲ୍ଲା ର ଆଳି ବାଳକାଟି ରେ ଯେଉଁଭଳି ଭାବେ ଦଳିତ ପରିବାର ଉପରେ ମରଣାନ୍ତକ ଆକ୍ରମଣ ଏବଂ ମନରେଗା ଅର୍ଥ ଠିକ୍ ରେ ନପାଇ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଅନଶନ ରେ ବସିଥିବା ମହିଳା ମାନଙ୍କୁ ଆକ୍ରମଣ ସହ ସମ୍ବିଧାନର ପ୍ରଣେତା ଡ ଭୀମରାଓ ଆମ୍ବେଦକର […]

ନବୀନ ସରକାରଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ବିଜୁ ଛାତ୍ର ଜନତା ଦଳର ପ୍ରୟାସ

ଫୁଲବାଣୀ-୧୧/୮(ସୁନୀଲପଟନାୟକ)ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠା କୁ ଟାଣ କରିବା ସହିତ ସରକାରଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମ କୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଂଚ। ଇବା ପାଇଁ ବିଧାୟକ ଯାଜପୁର ତଥା ବିଜୁ ଜନତା ଦଳ ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଭାଇ )ଙ୍କ ନିର୍ଦେଶ କ୍ରମେ ବିଧାୟକ, ବାଙ୍କୀ ତଥା ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ ସଭାପତି ଦେବି ରଞ୍ଜନ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗତ 5 ତାରିଖ […]

ଚଳିତ ସ୍ୱାଧୀନତା ଦିବସ ଅବସରରେ କନ୍ଧମାଳର ଜଣେ ସବଇନସପେକ୍ଟର ସମେତ ୩ କନଷ୍ଟେବଳ ସମ୍ମାନିତ ହେବେ

ଫୁଲବାଣୀ- ସୁନୀଲ ପଟନାୟକ)ଚଳିତବର୍ଷ ପବୀତ୍ର ସ୍ଵାଧୀନତା ଦିବସ ୨୦୨୧ଅବସରରେ କନ୍ଧମାଳ ଜିଲ୍ଲାର ଜଣେ ସବଇନସପେକ୍ଟରଙ୍କ ସମେତ ୩ ଜଣ କନେଷ୍ଟବଳଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଡିସ ଆୱ।ର୍ଡ ପାଇବା ଲାଗି ମନୋନୀତ ହୋଇଛନ୍ତି ।ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଚିଠିନମ୍ୱର ୮୮୦/ଏସିଆର ସେଲ ତା୧୧/୮/୨୧ରେ ପ୍ରକାଶ ପାଇଛି ।କନ୍ଧମାଳରୁ ପୁରସ୍କାର ପାଇବାକୁଥିବା ଗୋଛାପଡ଼ା ଥାନା ସବଇନ ସପେକ୍ଟର ରଣଜିତ କୁମାର ମୁନୀ ଓ ୩ଜଣ କନେଷ୍ଟବଲ ସରୋଜ କୁମାର ସାହୁ, ତପନ କୁମାର ପ୍ରଧାନ, କାର୍ତ୍ତିକ […]

ପୋଲ ମରାମତି ହେଉନି, କାଠଗଣ୍ଡି ଭରସା

ଫୁଲ ବାଣୀ-(ସୁନୀଲପଟନାୟକ)ସରକାର ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ଗମନାଗମନର ସୁବ୍ୟବସ୍ଥା ପାଇଁ ପୋଲ,ରାସ୍ତା ଆଦି ନିର୍ମାଣ କରିବାପାଇଁ ପର୍ଯ୍ୟ । ପ୍ତ ପରିମାଣର ଅର୍ଥ ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି। ତେବେ ଦାୟୀତ୍ଵରେ ଥିବା ଅଫିସରମାନଙ୍କ ନିଷ୍ଠା ଓ ଆନ୍ତରିକତାର ଅଭାବ ଯୋଗୁଁ ଅର୍ଥ ଅନୁଦାନର ସଦ ବିନିଯୋଗ ହେଉନି। ବର୍ଷ ବର୍ଷ ଧରି ପୋଲ କିମ୍ବା ରାସ୍ତାର ମରାମତି ବି ହେଉନି। ଫଳରେ ଯୋଜନାର ସୁଫଳ ପାଉନାହାନ୍ତି ଲୋକେ ।ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି […]

ସତଲମା କେନାଲ କଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବରଗଡ(ସତ୍ୟ ନାରାୟଣ ପ୍ରଧାନ)ଆଜି ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା କେନାଲରେ ଦିବଂଗତ ବିଧାୟକ ସୁବଳ ସାହୁ ଙ୍କ ସୃତି ଉଦ୍ୟେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ହଲଦିପାଲି ବ୍ରିଜ଼ ରୁ ଆରମ୍ଭ କରି ସତଲମା ପର୍ଯ୍ୟନ୍ତ କେନାଲ ର ଉଭୟ ପାର୍ଶ୍ୱ ରେ ବୃକ୍ଷ ରୋପଣ କରାଯାଇଥିଲା l ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଜେଡି ନେତା ଟିକାୟତ ମହତ୍ତମ, ଯୁବ ବିଜେଡି ନେତା ସୌରଭ ସାହୁ ଓ ମସ୍ତରମ […]

ନାବାର୍ଡ ବରଗଡ଼ ପକ୍ଷରରୁ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ

ବରଗଡ଼ ଆଜି ନାବାର୍ଡ ବରଗଡ ଆନୁକୂଲ୍ୟରେ ଅତାବିରା ବ୍ଲକ କନଫରେନ୍ସ ହଲ ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ ହୋଇଯାଇଛି l ପ୍ରଥମେ ୱେବ ମିନାର ମାଧ୍ୟମରେ ନାବାର୍ଡ ଭୁବନେଶ୍ୱର କୁ ସଂଯୋଗ କରାଯାଇଥିଲା l ପରେ ହସ୍ତକଳା ବିଷୟରେ ଆଲୋଚନା କରାଯାଇଥିଲା l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ରୀତା ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱନାଥ ପଧାନ, ବୟନ ଶିଳ୍ପ ବିଭାଗ ର ଉପ ନିର୍ଦ୍ଦେଶକ ଶିଶିର ନାଗ ଏବଂ ସମ୍ବଲପୁରୀ ବାସ୍ତ୍ରାଳୟ […]

ପ୍ରସ୍ତାବିତ ନୂତନ ଇନ୍ ଡୋର ଷ୍ଟାଡିୟମ କୁ ସହିଦ ମାଧୋ ସିଂ ଙ୍କ ନାମରେ ନାମିତ କରାଯାଉ: ଆପ୍

ବରଗଡ଼: ୧୨/୮(ସତ୍ୟ ନାରାୟଣ ପ୍ରଧାନ)ରାଜ୍ୟ ସରକାର ଖେଳର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ଇନ୍- ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ତାହାକୁ ସହିଦ ମାଧୋ ସିଂ ଙ୍କ ନାମରେ ନାମିତ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ଗୁରୁବାର ଜିଲ୍ଲାପାଳଙ୍କୁ ଏହି ଦାବୀପତ୍ର ଦେବା ସହ ସହିଦ ଙ୍କ ବଳିଦାନ ଓ ସ୍ୱାଧୀନତା ସଂଗ୍ରାମରେ ମାଧୋ ସିଂ ଙ୍କ ଭୂମିକା ବିଷୟରେ ଦୃଷ୍ଟି ଆକର୍ଷଣ […]

ବଜରଙ୍ଗଦଳ ର ନୂତନ ସଂଯୋଜକ ଙ୍କୁ ସମ୍ବର୍ଦ୍ଧିତ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଆଜି ବଜରଙ୍ଗ ଦଳ ବରଗଡ଼ ଜିଲ୍ଲା ତରଫରୁ ଜିଲ୍ଲା ସଂଯୋଜକ ଟିକୁ ବନ୍ଛୋର ଙ୍କ ନେତୃତ୍ଵରେ ନୂତନ ଭାବେ ପ୍ରାନ୍ତ ସହ ସଂଯୋଜକ ଦାୟିତ୍ବ ପାଇଥିବାରୁ ସତ୍ଯକେତନ ମହାନ୍ତି (କୁନୁ ମହାନ୍ତି) ଓ ଶ୍ରୀ କିଶୋର ବିଭାର ଙ୍କୁ ବଜରଙ୍ଗ ଦଳ ଜିଲ୍ଲା କାର୍ଯ୍ଯାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଗତ ୭ ତାରିଖ ଦିନ ସମ୍ବଲପୁର ରେ ଅନୁଷ୍ଠିତ ହୋଇଥିବା ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତ ପ୍ରବନ୍ଧ ସମିତ ବୈଠକ […]

ଗଡଜାତ ପରିକ୍ରମା ତରଫରୁ ଅଗଷ୍ଟ ୯ କ୍ରାନ୍ତି ଦିବସ ପାଳିତ,ଗଡଜାତ ଯୋଦ୍ଧା ସମ୍ମାନ ରେ ସମ୍ମାନିତ ହେଲେ ୬ଜଣ ଯୋଦ୍ଧା

ଆଠଗଡ(ଉଲାପ୍ର)ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଆଠଗଡ ର ସ୍ବେଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା ତରଫରୁ ସ୍ଥାନୀୟ ଶୁଭ ଦୀପା କଲ୍ୟାଣ ମଣ୍ଡପ ଠାରେ କ୍ରାନ୍ତିଦିବସ ପାଳିତ ହୋଇଯାଇଛି,ଏହି ଅବସରରେ ଅନୁଷ୍ଠାନର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଆଠଗଡ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ବିଜୟ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କରୋନା ମହାମାରୀ ସମୟରେ ଗତ ଦେଢବର୍ଷ ଧରି ସେବା କରି ଆସିଥିବା ୬ ଜଣ କରୋନା ଯୋଦ୍ଧା ଙ୍କୁ ଗଡଜାତ ଯୋଦ୍ଧା […]