ଜନ ସମାବେଶ ଅନୁଷ୍ଠିତ
ଜଗତସିଂହପୁର ( ଉଲ୍ଲାପ୍ର )ଜଗତସିଂହପୁର ଜିଲ୍ଲା ତ୍ରିତଲ ବ୍ଲକ ସଅଁର ଗ୍ରାମ, ଗତିଃଶ୍ୱର ମହାଦେବ ଙ୍କ ପରିସର ରେ ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ,ଓଡ଼ିଶାର ରାଜ୍ୟ ସଭାପତି ପରମଶୈବ ଲଳିତ ମହାପାତ୍ର ଏବଂ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବ୍ୟମୋକେଶ ମହାପାତ୍ର ଙ୍କ ଆହ୍ୱାନ କ୍ରମେ, ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ଶୈବ ପୂଜକ ମାନଙ୍କର ଏକ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ଉପସଭାପତି ଅଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେସମ୍ପୃକ୍ତ ବ୍ଲକର […]