ବରିଷ୍ଠ କବି ବିନୋଦ ପଶାୟତ ଙ୍କୁ ସମ୍ବର୍ଦ୍ଧନା

।ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ସୃଷ୍ଟି ଫାଉଣ୍ଡେସନ ବରଗଡ଼ ପକ୍ଷରୁ ଆଜି ବରିଷ୍ଠ କବି,ଲେଖକ,ଗୀତିକାର ଏବଂ ନାଟ୍ୟକାର ବିନୋଦ ପଶାୟତ ଙ୍କୁ ତାଙ୍କ ଜୀବନ ବ୍ୟାପି ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଠାରେ କବି ରୋହିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଜିଲ୍ଲାର ଅନେକ କବି କଳାକାର, ସଂଗୀତକାର ଯୋଗଦେଇ କବି ଶ୍ରୀ ପଶାୟତ ଙ୍କ ସାହିତ୍ୟ ରଚନା ଉପରେ ଆଲୋକପାତ କରିଥିଲେ। ପରେ ଅନୁଷ୍ଠାନ ପକ୍ଷରୁ କବି ଉପଢୈ।କନ ଓ ମାନପତ୍ର […]

ଇନ୍ଦ୍ର ଭୂଷଣ କରଙ୍କ ସ୍ମୃତିରେ ସାହିତ୍ୟାୟନର ଶୋକସଭା

ଭୁବନେଶ୍ୱର, ୦୮/୦୮/୨୦୨୧ ବିଶିଷ୍ଟ ନାଟ୍ୟକାର ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ ଇନ୍ଦୁଭୂଷଣ କରଙ୍କ ବିୟୋଗରେ ସାହିତ୍ୟାୟନ ପକ୍ଷରୁ ଏକ ଶୋକସଭା ‘ଇନ୍ଦୁ ଭୂଷଣ ସ୍ମରଣେ’ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜୟକୃଷ୍ଣ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଡ଼ଃ ବିଜୟଲକ୍ଷ୍ମୀ ମହାନ୍ତି, ଡକ୍ଟର ରମେଶ ଚନ୍ଦ୍ର ପାଣି, ଜୟଶ୍ରୀ ପଣ୍ଡା, ଆଭାସ କୁମାର ବରାଳ, ଜ୍ୟୋସ୍ନା ତ୍ରିପାଠୀ, ସୂର୍ଯ୍ୟମଣି […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୦୯ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଶ୍ରାବଣମାସ-ଶୁକ୍ଳପକ୍ଷତିଥି-ପ୍ରତିପଦ ରାତ୍ରି ଘ୦୬/୪୮ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାନକ୍ଷତ୍ର- ଅଶ୍ଳେଷା ଦିବା ଘ୧୦/୨୨ ପର୍ଯ୍ୟନ୍ତ ତଦନ୍ତେ ମଘାଚନ୍ଦ୍ର-କର୍କଟ ଦିବା ଘ୧୦/୨୨ ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗ-ବରୀୟ।ନ୍କରଣ-କିଂସ୍ତୁଘ୍ନସୌରମାସ-କର୍କଟ ୨୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୦୦*✧═════•❁❀*ଯୋଗିନୀ ପୂର୍ବେ ରାତ୍ରି ଘ୦୬/୪୮ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ*କର୍କଟ ଓ ମକର ରାଶିର ଘ।ତଚନ୍ଦ୍ରମିଥୁନ ରାଶିର ଘାତବାରପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୭/୦୪ ଗତେ ଘ୦୮/୪୨ ମଧ୍ୟେବାରବେଳ।- ଦିବା ଘ୦୩/୦୨ ଗତେ ଘ୦୪/୪୦ […]

ଇନ୍ଦ୍ର ଭୂଷଣ କରଙ୍କ ସ୍ମୃତିରେ ସାହିତ୍ୟାୟନର ଶୋକସଭା

ଭୁବନେଶ୍ୱର, ୦୮/୦୮/୨୦୨୧ ବିଶିଷ୍ଟ ନାଟ୍ୟକାର ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ ଇନ୍ଦୁଭୂଷଣ କରଙ୍କ ବିୟୋଗରେ ସାହିତ୍ୟାୟନ ପକ୍ଷରୁ ଏକ ଶୋକସଭା ‘ଇନ୍ଦୁ ଭୂଷଣ ସ୍ମରଣେ’ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜୟକୃଷ୍ଣ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଡ଼ଃ ବିଜୟଲକ୍ଷ୍ମୀ ମହାନ୍ତି, ଡକ୍ଟର ରମେଶ ଚନ୍ଦ୍ର ପାଣି, ଜୟଶ୍ରୀ ପଣ୍ଡା, ଆଭାସ କୁମାର ବରାଳ, ଜ୍ୟୋସ୍ନା ତ୍ରିପାଠୀ, ସୂର୍ଯ୍ୟମଣି […]

ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ବରଗଡ ମା ବୈଷ୍ଣୋ ଦେଵୀ ପୀଠ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ (ଉଲାପ୍ର) ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ବରଗଡ ସହର ସନ୍ନିକଟ ପବିତ୍ର ପୀଠ ସ୍ଥଳୀ ମା ବୈଷ୍ଣୋ ଦେଵୀ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜାବ ର ସଭାପତି ରବି ପଣ୍ଡା ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଡାକ୍ତର ସୁସ୍ମିତା ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ, ବରାହଗୋଡା ଫରେଷ୍ଟ ରେଞ୍ଜ ଅଫିସର ପୃଥ୍ୱୀରାଜ […]

ନରସିଂହପୁର ବିକାଶ ପରିଷଦ ର ସାଧାରଣ ବୈଠକ ଅନୁଷ୍ଠିତ

ନରସିଂହପୁର (ଉଲାପ୍ର)ନରସିଂହପୁର ବିକାଶ ପରିଷଦ ର କାର୍ଯ୍ୟକାରୀ ସଭାପତି ଦେବରାଜ ସ୍ୱାଇଁ ଙ୍କ ସଭାପତିତ୍ବରେ ନିଜିଗଡ଼ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ କାର୍ଯ୍ୟକାରୀ କମିଟି ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ପୃଷ୍ଟ ପୋଷୋକ ପ୍ରଭାକର ମିଶ୍ର, ସହ ପୃଷ୍ଠପୋଷକ ଅଧ୍ୟାପକ କୁଳମଣୀ ବାରିକ, ମୁଖ୍ୟ ପ୍ରବକ୍ତା ଦେବୀ ପ୍ରସାଦ ରଥ, ସାଧାରଣ ସମ୍ପାଦକ ଦେବଦତ୍ତ ମଳୟ କୁମାର ବରାଳ, ଶ୍ରମିକ ନେତା ବୈକୁଣ୍ଠ ବିହାରୀ ନାୟକ, ମୂଖ୍ୟ ସଂଯୋଜକ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଉପ […]

ବରପାଲି କୋଷ୍ଠା ସେବା ସମବାୟ ସମିତି ପୁରସ୍କୃତ

ବରଗଡ଼:- ବରଗଡ଼ ଜିଲ୍ଲା ବରପାଲି ସଦର ମହକୁମା ରେ ଥିବା କୋଷ୍ଠା ସେବା ସମବାୟ ସମିତି କୁ ରାଜ୍ୟ ସରକାର ଙ୍କ ବୟନ ଶିଳ୍ପ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଛି। ସମିତି ର ଉତ୍ତମ କାର୍ଯ୍ୟ ଶୈଳୀ ତଥା ନୂତନ ବୁଣାକାର ଭାଇ ଭଉଣୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ରେ ସଫଳତା ଦୃଷ୍ଟିରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଭୁବନେଶ୍ଵରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ବୟନ ଶିଳ୍ପ ବିଭାଗ ମନ୍ତ୍ରୀ […]

ବରପାଲି ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ

ବରଗଡ଼:-୭/୮ ଆଜି ଜାତୀୟ ହସ୍ତତନ୍ତ ଦିବସ ବରପାଲି ମେହେର ଧର୍ମଶାଳା ଠାରେ ପାଳିତ ହୋଇଯାଇଛି। ମହେନ୍ଦ୍ର କୁମାର ମେହେର ଙ୍କ ସଭାପତିତ୍ବ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ ଥିବା ବେଳେ ବରଗଡ଼ ଜିଲ୍ଲା ବୟନ ଶିଳ୍ପ ଉପ ନିର୍ଦ୍ଦେଶକ ଶିଶିର କୁମାର ନାଗ, ସମ୍ପାଦକ ସମ୍ବଲପୁରୀ ବସ୍ତ୍ରାଳୟର ସମ୍ପୁର୍ଣାନନ୍ଦ ପ୍ରଧାନ, ଡଃ ସୁରେନ୍ଦ୍ର ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସ୍ଥିତି ରେ ବୁଣାକାର ମାନଙ୍କ […]

ବାଲିଗୁଡା ଉପଖଣ୍ଡ କାରାଗାରର ବିଚାରଧୀନ କଏଦୀ ବ୍ରହ୍ମପୁର ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଉପଖଣ୍ଡ କାରାଗାରର ଏକ ବିଚାର ଧୀନ କଏଦୀ ବ୍ରହ୍ମପୁର କୋଭିଡ ମେଡିକାଲରେ ଚିକିତ୍ସା ଧୀନ ଅବସ୍ଥାରେ ଫେରାର ହୋଇଥିବା ଜଣାପଡିଛି l ସୂଚନା ମୁତାବକ ନୟାଗଡ ଅଞ୍ଚଳର ମିହିର ତହସିନ (୩୭) ନାମକ ଏକ ବ୍ୟକ୍ତି ବାଲିଗୁଡା ଅଞ୍ଚଳରୁ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ଥିଲେ l ଜୁଲାଇ ୪ ତାରିଖ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଉଦୟଗିରି ଅବକାରୀ ବିଭାଗଙ୍କ ହାତରେ […]

କ୍ୟାନ୍ସର ପୀଡିତା କଳାକାର ଧୃବାନନ୍ଦ ଦାସଙ୍କ ଦୁଃଖ ପ୍ରଶାସନ ହାତରେ

ଧର୍ମଶାଳା(ଉଲାପ୍ର)ଓଡ଼ିଶାର ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର କଣ୍ଟିଗଡିଆ ଗ୍ରାମର ନିବାସୀ କଳାକାର ଧୂବାନନ୍ଦ ଦାସଙ୍କ ଘର |ପେଶାରେ ଜଣେ କଳାକାର |ସଂଗୀତ ଗାୟୀ ନିଜ ପରିବାର ଭରଣ ପୋଷଣ କରନ୍ତି |ଏବେ ସେ ବଡ଼ ରୋଗ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି | ଜିଲ୍ଲାର ପ୍ରଶାସନ ତରଫରୁ ଆର୍ଥିକ ସହଯୋଗ ମିଳିନଥିବାରୁ ନିରାଶ ହୋଇପଡିଛନ୍ତି ପରିବାରର ଲୋକେ |ଆଜି ଧର୍ମଶାଳା ଡିଜିଟାଲ ମିଡିଆ କ୍ଳବର ସଦସ୍ୟ ତାଙ୍କ ବାସଭାବନରେ ପହଞ୍ଚି ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହିତ […]