ଚକାପାଦ ବ୍ଲକ ବି ଜେ ଡ଼ି କର୍ମୀ ସମ୍ମିଳନୀ
ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବସ୍ତିଙ୍ଗିଆ ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଥିଲା | ବିଜୁ ଜନତା ଦଳର ବ୍ଲକ ସଭାପତି ରାଜେଶ ଦିଗଲଙ୍କ ଅଧକ୍ଷତା ରେ ପ୍ରସ୍ତୁତି ବୈଠକରେ ସମସ୍ତ ବିଜେଡି କର୍ମୀ ଏବଂସ୍ଥାନୀୟ ଜନସାଧାରଣ ଉକ୍ତ ବୈଠକରେ ଯୋଗଦାନ କରିଥିଲେ | ଏଥିରେ ବିଜେଡି ଦଳର ମହିଳା ଉପସଭାନେତ୍ରୀ ତ୍ରିବେଣୀ ନାୟକ, ବିଜୁ ମହିଳା ଜିଲ୍ଲା ସମ୍ପାଦକ ଚିନ୍ତାମଣି ଦାସ […]