ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୁତିରଞ୍ଜନ ଲେଙ୍କା ଙ୍କ ନିର୍ଦେଶ କ୍ରମେ ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ଦାବିପତ୍ର ପ୍ରଦାନ

ଓଡିଶାରେ ସରକାରୀ ନିଯୁକ୍ତି ପାଇଁ ବୟସସୀମାରେ ତାରତମ୍ୟ ଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ମାନେ ଉଚ୍ଚତର ଶିକ୍ଷା ହାସଲ ପରେ ମଧ୍ୟ ସରକାରୀ ଚାକିରୀରେ ଆବେଦନ ପାଇବାରୁ ସୁଯୋଗରୁ ବଂଚିତ ହେଉଛନ୍ତି । ପ୍ରକାଶ ଯୋଗ୍ୟକି ବର୍ତମାନ ସରକାରୀ ଚାକିରୀରେ ରାଜ୍ୟର ସାଧାରଣ ବର୍ଗ ଙ୍କ ବୟସ ସୀମା ୩୨ ବର୍ଷ ଥିବାବେଳେ, ଗୋଆରେ ୪୫, ଆସାମରେ ୪୪, ତେଲେଙ୍ଗାନାରେ ୪୪, ଆନ୍ଧ୍ରରେ ୪୨, ଉତ୍ତରପ୍ରଦେଶ, ରାଜସ୍ଥାନ, ପଚିମାବଙ୍ଗ ଓ ମଧ୍ୟପ୍ରଦେଶ ରେ ୪୦ ବର୍ଷ ଧାର୍ଯ୍ୟ […]

ତୋରା ଠାରେ ଜବର ଦଖଲ ଉଚ୍ଛେଦ

ବରଗଡ଼:- ବରଗଡ଼ – ଭେଡେନ ବିଜୁ ଏକ୍ସପ୍ରେସ ରାସ୍ତା ସଂପୂର୍ଣ୍ଣ କରଣ ସକାଶେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ଛକଠାରେ ଜବର ଦଖଲ ଉଛେଦ ଆରମ୍ଭ ହୋଇଛି। ବରଗଡ଼ ତହସିଲଦାର ଏବଂ ପୋଲିସ ଫୋର୍ସ ଉପସ୍ଥିତ ରେ ସରକାରୀ ଜମି ରୁ ଜବର ଦଖଲ ଉଛେଦ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଭେଡେନ ବ୍ଲକ ମହକୁମା ରୁ ବରଗଡ଼ ମୁଖ୍ୟ ରାସ୍ତା ଘରୋଇ ବସଷ୍ଟାଣ୍ଡ ନିକଟରେ ସଂଯୋଗ କରୁଥିବା ଏହି ୨୬ କିଲୋମିଟର ରାସ୍ତା ର […]

ଦୀକ୍ଷାନ୍ତ କାର୍ଯକ୍ରମ ରେ ଶବ୍ଦନୃତ୍ୟ ଶିକ୍ଷା ଶୁଭାରମ୍ଭ

ବରଗଡ଼ ୨/୭ – ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମର ଗାୟତ୍ରୀ ପୀଠ ରେ ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ଆୟୋଜିତ ଦୀକ୍ଷାନ୍ତ କାର୍ଯକ୍ରମ ଅନୁଯାୟୀ ଶବ୍ଦନୃତ୍ୟର ପ୍ରଚାରକ ଗୁରୁ ଭଗବାନ ସାହୁ ଙ୍କ ପ୍ରତିଷ୍ଠିତ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ କୁ ଦୀର୍ଘ ସତୁରି ବର୍ଷ ପରେ ପ୍ରଥମ ଥର ପାଇଁ ସରକାରୀ ପ୍ରୋତ୍ସାହନ ପାଇଁ ଏକାଡେମୀ ସଚିବ ପ୍ରବୋଧ ରଥ ଏବଂ ବରଗଡ଼ ଜିଲ୍ଲା ପ୍ରତିନିଧି ରବିରତନ ସାହୁ ଙ୍କୁ […]

ବରଗଡ଼ ରୁ ଅମ୍ବାପାଲି କୁ ସିଟି ବସ୍ ସମ୍ପ୍ରସାରଣ କରାଯାଉ: ଆମ୍ ଆଦମୀ ପାର୍ଟି

ବରଗଡ଼: ବର୍ଷା ରେ ଅସ୍ଥାୟୀ ରାସ୍ତା ଭାଙ୍ଗି ଯାଇଥିବାରୁ ବରଗଡ଼ ସହରର ଏକ ମୁଖ୍ୟ ଅଂଶ ଅମ୍ବାପାଲି ୱାର୍ଡ ନଂ ୧୭, ବିଛିନ୍ନ ହୋଇଯାଇଛି । ଯାହା ଫଳରେ ସାଧାରଣ ଲୋକଙ୍କ ଯିବା ଆସିବା ବାଧାପ୍ରାପ୍ତ ହୋଉଛି । ପ୍ରତ୍ୟେକ ଦିନ ଅମ୍ବାପାଲି, ଡୁମ୍ବେରପାଲି , ସରସରା, ନିଲେଶ୍ଵର, ବେହେରା ତଥା ବରପାଲି ଓ ବିଜେପୁର ବ୍ଲକ ର ଲୋକ ମାନେ ଏହି ରାସ୍ତା ଦେଇ ବରଗଡ ସହରକୁ ଯିବା ଆସିବା କରିଥାନ୍ତି । ଅଧିକାଂଶ ଲୋକ […]

ଏକଡାଳରେ ଯୁବକଙ୍କ ଦାବିପରେ ଟୀକାକରଣ କ୍ୟାମ୍ପ

ଚମ୍ପେଶ୍ୱର(ଉଲାପ୍ର) ବ୍ଲକ ଏକଡାଳ ଗ୍ରାମ ପଞ୍ଚାୟତ ଅଧିନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ଏକଡାଳ ଗ୍ରାମର ଯୁବବର୍ଗଙ୍କୁ କୋଭିଡ ଟୀକାକରଣ କରାଯିବା ପାଇଁ ଏକ ଦାବିପତ୍ର କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପାଇ ସାରିଲା ପରେ ଅଗଷ୍ଟ ୪ ତାରିଖ ବୁଧବାର ଦିନ କୋଭିଡ ଟୀକାକରଣ କରାଯିବ ବୋଲି କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦେବାଶିଷ ଜ୍ୟାଷ୍ଠି ଘୋଷଣା […]

କନ୍ଧମାଳ : ଲାବରୋଟୋରି ଟେକ୍ନିସିଆନ ମାନଙ୍କ ୧୦ ଦଫା ଦାବି ନେଇ କଳା ବ୍ୟାଜ ପରିଧାନ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ସମସ୍ତ ଲାବରୋଟୋରି ଟେକ୍ନିସିଆନ ମାନଙ୍କ ୧୦ ଦଫା ଦାବି ନେଇ ଅଗଷ୍ଟ ୧ରୁକଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି ।ରାଜ୍ୟ ସରକାର ଲାବରୋଟୋରି ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲରେ ପରିବର୍ତ୍ତନ ସମେତ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ସରକାର ଆମ ଦାବି ପୁରଣ କରିବାକୁ ଆମେ ଅନୁରୋଧ କରୁଛୁ ବୋଲି କହିଛନ୍ତି କର୍ମଚାରୀ । ବାରମ୍ବାର ଆମେ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଛୁ କିନ୍ତୁ ଆମକୁ […]

ମେଘା ଫାର୍ମ ହାଉସ ରୁ ବିପୁଳ ପରିମାଣର କାଠ ଜବତ,ଆସାମୀ ଫେରାର

ଆଠଗଡ(ଉଲାପ୍ର)ଆଠଗଡ ବନାଞ୍ଚଳ ତରଫରୁ ଆଜି ମେଘା ଗ୍ରାମର ଚୈତନ୍ୟ ନାୟକଙ୍କ ଫର୍ମହାଉସ ଉପରେ ବନବିଭାଗ ଚଢ଼ାଉ ଜାରି ବିପୁଳ ପରିମାଣର କାଠ ଜବତ କରିଥିବା ଜଣାପଡ଼ିଛି, ଏହି ଚଢ଼ାଉ ରେ ସାଗୁଆନ,ପଣସ ଓ ଅନ୍ୟାନ୍ୟ କାଠ ଜବତ କରାଯାଇଛି ଯାହାର ପରିମାଣ ଲକ୍ଷାଧିକ ଟଙ୍କା ହେବବୋଲି ଜଣାପଡିଛି, ଏହି ଚଢ଼ାଉ ରେ ଆଠଗଡ ବନାଞ୍ଚଳ ରେଞ୍ଜର ଆୟାଶା ଅଖତାର ନିଶାଙ୍କ ସହିତ ବନବିଭାଗର ସମସ୍ତ କର୍ମଚାରୀ ଚଢ଼ାଉ ରେ ଯୋଗ ଦେଇଥିଲେ, ହେଲେ ଆସାମୀ ଚୈତନ୍ୟ ନାୟକ […]

ଅଟୋ ସହ ଗଞ୍ଜେଇ ଜବତ, ଦୁଇ ଗିରଫ

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ଅବକାରୀ ବିଭାଗସ ଦଳବଳେ ଚଢ଼ାଉ କରି ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆ ପଡ଼l ଘାଟିରେ ଅଟୋ କୁ ଜ ବତ୍ କରିବା ସହ ଅଟୋ ରୁ 30 କିଲୋ ଗଞ୍ଜେଇ ଜବତ କରିଛନ୍ତି |ଏହିଘଟଣାରେ ଅଟୋ ଚାଳକ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ |ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଵା ସହ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଅବକାରୀ.ବିଭାଗ […]

ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସରିବ କେବେ ?

ଫୁଲବାଣୀ-3/8(ସୁନୀଲପଟନାୟକ)କୁହାଯାଏ ଶିଶୁ ହସିଲେ ଦେଶ ହସିବ।ଶିଶୁମାନଙ୍କ ମାନସିକ ଶାରିରୀକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ଅଙ୍ଗନବାଡି କେନ୍ଦ୍ର ମାନ ଖୋଲିଛନ୍ତି। ଅର୍ଥ ଅନୁବାନ ମଧ୍ୟ ଦେଉଛନ୍ତି । ନୂତନ ଘର ନିର୍ମାଣ ମଧ୍ୟ କରିବାପାଇଁ ଅର୍ଥ ଅନୁଦାନ ମଧ୍ୟ ଦେଉଛନ୍ତି ।ହେଲେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ଅବହେଳା ଓ ଖାମଖିଆଲି କାରବାର ସାଙ୍ଗକୁ ଦୁର୍ନିତୀ ପୂର୍ଣ୍ଣ ମନୋଭାବ ଯୋଗୁ ଘର କାମ ସରି ପାରୁନି। ଫଳରେବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘବର୍ଷ ହେଲା […]

ଭୋଟବେଳେ ଆଦିବାସୀଙ୍କ ବିକାଶ ଚିନ୍ତା

ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ କାର୍ଯ୍ୟାଳୟରେ ତାଲା ଝୁଲୁଛି ।ଫୁଲ ବାଣୀ (ସୁନୀଲପଟନାୟକ )ସରକାରଙ୍କର ଆଦିବାସୀଙ୍କ ପାଇଁ ଦରଦ ଥିବା କଥା କହୁଛନ୍ତି ହେଲେ ବାସ୍ତବରେ ନୁହେଁ।କେବଳ ନିରିହ ଆଦିବାସୀଙ୍କ କଳେବଳେ କୌଶଳେ ଫସାଇ 6ସମାନଙ୍କ ଭୋଟ ହାତେଇବାରେ ବ୍ୟସ୍ତ , ନ ହେଲେ ଆଦିବାସୀଙ୍କ କଳା ସଂସ୍କୃତି ପରମ୍ପରା ଲୋକ ନୃତ୍ୟ ଓ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶପାଇଁ ଆଦିବାସୀ ଜିଲ୍ଲାଗୁଡିକରେ ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ ଗଠନ କରିଥିଲେ ଠିକ ୨୦ ୧୯ ନିର୍ବାଚନ ପୂର୍ବରୁ […]