ଫୁଲ ବାଣୀ ଯୁବକର ଗଳିତ ଶବ ଦଶପଲା ନାଳରୁ ଉଦ୍ଧାର, ହତ୍ୟା ସନ୍ଦେହ !
ଫୁଲ ବାଣୀ- (ସୁନୀଲପଟନ।ୟ କ) କାମ ଅଛି କହି ୩ ଦିନ ତଳେ ଘରୁ ଜଣେ ସାଙ୍ଗଙ୍କ ସହ ନୟାଗଡ଼ ଯାଉଛି କହିଯାଇଥିଲେ ଫୁଲବାଣୀ ସାହୀ ରେ ରହୁଥିବା ଆଲୋକ ପ୍ରଧାନ, Iତେବେଦଶପଲା ନିକଟ ଏକ ନାଳରୁ ଆଲୋକର ଗଳିତ ଶବ କୁ ବୁଧବାର ଉଦ୍ଧାର କରିଛି ପୋଲିସ। ତେବେ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତ ଆଲୋକଙ୍କ ପତ୍ନୀ ପୂର୍ଣ୍ଣମାସିଂ ଅଭିଯୋଗ କରିଛନ୍ତି। ବୁଧବାର ସ୍ଥାନୀୟ ଅଞ୍ଚଳର କିଛି ଲୋକ ନାଳକୁ ଶୌଚ଼ ହେବା ଲାଗି […]