ଫିରିଙ୍ଗିଆ ପୋଲିସ ଚଢ଼ାଉ ୧ କୁଇଣ୍ଟାଲ ୯ ୨ କେଜି ଗଂଜେଇଜବତ,୩ ଅଭିଯୁକ୍ତ ଚମ୍ପଟ
ଫୁଲବାଣୀ(ସୁନୀଲ ପଟନାୟକ )ମଙ୍ଗଳବାର ଫିରିଙ୍ଗିଆ ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ବଳିଷ୍ଠ ନେତ୍ତୃତ୍ଵରେ ପୋଲିସ ଟିମ ସଦଳ ବଳେ ଦଣ୍ଡକୀଆ କୁସୁମ ନାଯୁ ରେ ଚଢ଼lଉ କରି ୧ କୁଇଣ୍ଟାଲ ୯ ୨ କେଜି ଗଂଜେଇ ଜବତ କରିଛନ୍ତି l ତେବେପୋଲିସ କୁ ଦେଖି ଅଭିଯୁକ୍ତ ୩ ଜଣ ଚମ୍ପଟ ଥିଲେ l ଜବତ ଗଂଜେଇ […]