ସ୍ଵେଚ୍ଛାସେବୀ ସଂଗଠନ ସ୍ଵାତୀ ପକ୍ଷରୁ ଅକ୍ସିଜେନ କନସେଣ୍ଟ 6ଟ୍ରଟର ପ୍ରଦାନ
ଫୁଲ ବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ଵାତୀ ପାବୁରିଆ ପକ୍ଷରୁ ବୁଧ ବାର ସଂଗଠନର ମୁଖ୍ୟ ଇଂହରିଶଙ୍କର ରାଉତ ଓ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ୫ ଗୋଟି ଅକ୍ସିଜେନ କନସେଣ୍ଟ ଟ୍ରେଟର ବିଭିନ୍ନ ଡାକ୍ତରଖାନାରେ ପ୍ରଦାନ କରାଯାଇଛି।ସେଥିମଧ୍ୟରୁ ଜିଉ ଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଟି, ଚକାପାଦ ବ୍ଳକ ର ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ, ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଓ ଟିକା ବାଲି ଏମଡବ୍କ ଏଚ ରେ ଗୋଟିଏ ପ୍ରଦାନ […]