ହାତ ମାରିଲେ ପିଚୁ ଉଠି ଯାଉଛି ନିମ୍ନମାନର ପିଚୁ ପକାଇ ଲକ୍ଷାଧିକ ଟଙ୍କା ଚଳୁ !

ଫୁଲବାଣୀ- (ସୁନୀଲ ପଟନାୟକ) ହାତ ମାରିଲେ କିମ୍ଵା ଗୋଡ ଘୋସାଡିଲେ ପିଚୁ ସହଗୁଡି ମଧ୍ୟ ଉଠି ଯାଉଛି । ଏଥିରୁ ଜଣାପଡିଯାଉଛିରାସ୍ତାକାମ କିଭଳି ହୋଇଛି ।ଆଉ ଏହାର ସ୍ଥାୟିତ୍ଵ କେତେଦିନ ?ଠିକାଦାର ଯନ୍ତ୍ରୀ ମିଶି ଚଳୁ କରିବାରେ ଲାଗିଛନ୍ତି ଲକ୍ଷ ଲକ୍ଷ ଟଙ୍କା।ଅଭିଯୋଗ କଲେ ମଧ୍ୟ ଫଳଶୁନ ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାମା ଓ ଅଧ୍ୟୁଷିତ ଦାରିଙ୍ଗବାଡି ବ୍ଳକରପାଡ଼େନ କେତା ରାସ୍ତାକାମରେ। ଫଳରେ ନିମ୍ନମାନରରାସ୍ତାକାମକୁ ନେଇ ସଂପୃକ୍ତ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା […]

ଖବର ପ୍ରକାଶ ପରେ ଦୁର୍ନିତୀ ଗସ୍ତ ଜିଆରଏସଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଶଗଡ଼ ବାଡି ପଞ୍ଚାୟତରେଜବକାର୍ଡ ଜାଲିଆତି ଓ ମନରେଗା ଯୋଜନାରେ ଅନିୟମିତତା ହୋଇଥିବା ନେଇ ଗଣମାଧ୍ୟମରେଖବର ପ୍ରକାଶ ପାଇବାପରେ ଦୁର୍ନିତୀ ଘଟଣାର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା କଥା ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନ ୟନ୍ନ ସଂସ୍ଥା ବିଶ୍ଵ ରଂ ଜ ନା ଏକ କହିଛନ୍ତି । ଶଗଡ଼ ବାଡି ଜିଆରଏସ ତୁଷାର ରଂଜନ ପରୀଛାଙ୍କବିରୁଦ୍ଧରେ ପ୍ରମାଣ ମିଳିଲେ ଆବଶ୍ୟକ ଦୃଢ କାର୍ଯ୍ୟା ନୁଷ୍ଠାନ […]

ତୁମୁଡିବନ୍ଧ ଲାବଣ୍ୟ ନଗରରେ ଛେଳିମଡ଼କ, କ୍ଷତିପୁରଣ ଦାବି

ଫୁଲ ବାଣୀ-( ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଲାବଣ୍ୟ ନଗରରେ ଛେଳି ମଡ଼କ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଯାଏ ଛେଳୀ ସବୁ ଠିକ ଠାକ ଥିଲେ। ଜଙ୍ଗଲକୁ ଚରିବାକୁ ଯାଇ ଘରକୁ ଫେରିଥିଲେ। ହେଲେ କଣ ହେଲା କେଜାଣିସକାଳୁ ଉଠି ଦେଖିବାବେଳେ ୭/୮ଟି ଛେଳୀ ମରି ପଡିଥିଲେ। ଏହା ଦେଖି ଛେଳୀ ମାଲିକ ତତକ୍ଷଣାତ ପ୍ରାଣୀ ବିଭାଗଡାକ୍ତରଖାନାକୁ ଫୋନ କରି ଜଣାଇଥିଲେ। ପାଣୀ ବିଭାଗ କର୍ମଚାରୀଅଧଘଣ୍ଟା ମଧ୍ୟରେ ପହଞ୍ଚିଲେ। ଡାକ୍ତର ପହଞ୍ଚିଲା ବେଳକୁ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୨୭ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଶ୍ରାବଣମାସ-କୃଷ୍ଣପକ୍ଷତିଥି-ଚତୁର୍ଥୀ ରାତ୍ରି ଘ ୦୨/୧୧ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀନକ୍ଷତ୍ର- ଶତଭିଶା ଦିବା ଘ୧୦/୩୭ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ରଚନ୍ଦ୍ର-କୁମ୍ଭ ରାତ୍ରି ଘ ୦୨/୧୧ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ-ଶୋଭନକରଣ-ବବସୌରମାସ-କର୍କଟ ୧୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୦୮*✧═════•❁❀*ଯୋଗିନୀ ନୈରୁତେ ରାତ୍ରି ଘ ୦୨/୧୧ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ*ମିଥୁନ ଓ ସିଂହ ରାଶିର ଘାତ ଚନ୍ଦ୍ରମକର ରାଶିର ଘାତବାରଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୧/୩୧ ଗତେ ଘ୦୩/୦୯ ମଧ୍ୟେବାରବେଳ।- […]

ଆସନ୍ତା କାଲି ବରଗଡ଼ ଜିଲ୍ଲା ବନ୍ଦ

ବରଗଡ଼: ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା କମଟୀ ପକ୍ଷରୁ ୧୦ ଦଫା ଦାବିରେ ବରଗଡ଼ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବାକୁ ଆହ୍ବାନ ଦେଇଛନ୍ତି। ୧୦ ଦଫା ଦାବି ମଧ୍ୟରେ ଚାଳକ ମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ଗଠନ,ଶ୍ରମ ବିଭାଗ ଦ୍ବାରା ପଞ୍ଜିକରଣ କରିବା,୬୦ ବର୍ଷ ରୁ ଉର୍ଦ୍ଧ୍ବ ବୟସର ଚାଳକ ଙ୍କ ପାଇଁ ପେନସନ ବ୍ୟବସ୍ଥା କରିବା ଆଦି ପ୍ରମୁଖ […]

କ୍ୟାଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଙ୍କ ସହ ସାକ୍ଷାତ ଆଲୋଚନା

ବରଗଡ଼: ଚ୍ୟାମ୍ବର ଅଫ କମର୍ସ ବରଗଡ ପକ୍ଷରୁ ଆଜି କ୍ୟାଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବ୍ରିଜ ମୋହନ ଅଗ୍ରୱାଲ ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଚ୍ୟାମ୍ବର୍ସ କାର୍ଯ୍ୟାଳୟ ଠାରେ ଶ୍ରୀ ଅଗ୍ରୱାଲଙ୍କ ସହ କେନ୍ଦ୍ର ସରକାର ଙ୍କ ବିଭିନ୍ନ ବ୍ୟବସାୟିକ ନୀତି ଉପରେ ଆଲୋଚନା କରିଥିଲେ। ସେଥିମଧ୍ୟରୁ ଇ- ମାର୍କେଟ, ଏମ୍ ଏସ ଏମ ଇ, ଜେମ ପୋର୍ଟାଲ ର ଉପଯୋଗୀତା ଏବଂ ଉପଭୋକ୍ତା ଙ୍କୁ ଲାଭ ସମ୍ପର୍କରେ ଆଲୋଚନା ହୋଇଥିଲା। ସରକାର ନୀତି ର କିପରି […]

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଦିନିକିଆ କନ୍ଧମାଳ ଗସ୍ତ : କନ୍ଧମାଳରେ ଇକୋ-ରିଟ୍ରିଟ୍ ପାଇଁ ଖୋଜା ଚାଲିଛି ଆଉ ଏକ ଆକର୍ଷଣୀୟ ସ୍ଥାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଇକୋ-ରିଟ୍ରିଟ୍ କରାଯିବ । ଏଥିପାଇଁ ଅନ୍ୟ ଏକ ଆକର୍ଷଣୀୟ ସ୍ଥାନର ସନ୍ଧାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି । ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ସେଠାରେ ସେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାରେ ପର୍ଯ୍ୟଟନର ଭିତିଭୂମି ଓ ବିକାଶ ଉପରେ ଆଲୋଚନା କରିଛନ୍ତି । ରାଜ୍ୟରେ ରହିଥିବା […]

କନ୍ଧମାଳ ଛାତ୍ର ବିଜେଡି ସଭାପତିଙ୍କ ଦ୍ୱାରା ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମାସ୍କ ବଣ୍ଟନ ସହ କରୋନା ସଚେତନତା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ସୋମବାର ସକାଳ ୧୦ଟାରୁ ଦିନ ଗୋଟାଏ ତିରିଶ ପର୍ଯ୍ୟନ୍ତ କ୍ଳାସ ଚାଲିବ । ସ୍କୁଲକୁ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ କରି ପିଲାଙ୍କୁ ଛଡ଼ାଯିବ । ଏହି ସବୁ ଜାଣିବା ପରେ କନ୍ଧମାଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଛାତ୍ର ଜନତା ଦଳ ତରଫରୁ ଫୁଲବାଣୀ ଟାଉନର ପ୍ରତ୍ୟେକ ଉଚ୍ଚବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ […]

ସାମ୍ବାଦିକ ଙ୍କ ସୁରକ୍ଷା ନେଇ କନ୍ଧମାଳ ଜିଲ୍ଲା ମିଳିତ ସାମ୍ବାଦିକ ମଞ୍ଚ ବୈଠକ, ଦାବୀ ପତ୍ର ପ୍ରଦାନ

ଫୁଲ ବାଣୀ-( ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ର କାର୍ଯ୍ୟରତ ସାମ୍ବାଦିକମାନଙ୍କ ବୃତ୍ତିଗତ ସୁରକ୍ଷ। ପାଇଁ ଜିଲ୍ଲାରେ କାର୍ଯ୍ୟରତ ପ୍ରେସ କ୍ଳବ,ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନ, ମିଡ଼ିଆ ଫରେ। ମ,ଓୟୁଜେ ,ୟୁଜେଏ.କେଡ଼ିଜେଏ ଏସ ଇଉ ଜେ, .ୱେବ ମିଡ଼ିଆ ଭଳି ବଛା ବଛା ସଂଗଠନର ଅଭିଜ୍ଞ ସଦସ୍ୟ ମାନଙ୍କୁ ନେଇ ସୋମବାର କନ୍ଧମାଳ ମିଳିତ ସାମ୍ବାଦିକ ମଞ୍ଚର ଏକ ବୈଠକ ଫୁଲ ବାଣୀଠାରେ ନିଉ ପ।ରିଜାତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲାlଏହି ଅବସର ରେ ସାମ୍ବାଦିକ ଅଶୋକ ମହାନ୍ତି […]

ତିରିଶ ଫୁଟ ଗଭୀର କୂଅରୁ ବଳଦକୁ ଜୀବନ୍ତ ଉଦ୍ଧାର କଲେ ଅଗ୍ନିଶମ ବାହିନି

ଫୁଲବାଣୀ -(ସୁନୀଲ ପଟନାୟକ ) କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନ ଏ ସି ଅନ୍ତର୍ଗତ ବନବାସୀ ସେବା ସମିତି ଅନ୍ଧ ମୁକ ବଧିର ବିଦ୍ୟାଳୟ ନିକଟରେ ଏକ ନିର୍ମାଣଧୀନ କୂଅରେ ଏକ ବଳଦ ଚରୁଥିବା ଅବସ୍ଥାରେଅସାବଧାନତା ବଶତଃ ଖସି ପଡିଥିଲା lଏନେଇ ବାଲି ଗୁଡା ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ପହଂଚି ବଳଦକୁ ଗ୍ରାମବାସୀଙ୍କ ସହଯୋଗ ରେ ସୁନ୍ଦର ଭାବେ ଜୀବନ୍ତ ଉଦ୍ଧାର କରିଥିଲେ l ଫଳରେ ବଳଦ ର ଜୀବନ ବଂଚି ଯାଇଥିଲା l […]