କେନ୍ଦ୍ରାପଡା ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କଲା ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘ, ଉପଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ଦେଲେ ରାଜ୍ୟପାଳ ଙ୍କୁ
ଆଠଗଡ(ଉଲାପ୍ର)ରାଜ୍ୟରେ ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ବଢ଼ିବଢ଼ି ଚାଲିଛି,ଗତ ସପ୍ତାହରେ କେନ୍ଦ୍ରାପଡା ରେ ଜଣେ ୱେବ ଚାନେଲର ସାମ୍ବାଦିକ ଙ୍କୁ କେନ୍ଦ୍ରାପଡା ଏସ୍ପି ଅଫିସ ର କନେଷ୍ଟବଳ ପିନୁ ନାୟକ ବିଚ ରାସ୍ତାରେ ଚାପୁଡ଼ା ମାରିବା ଘଟଣା କୁ ନେଇ ରାଜ୍ୟର ସାମ୍ବାଦିକ ମାନେ ରାଜରାସ୍ତାକୁ ଓଲ୍ହାଇଛନ୍ତି, ସୋମବାର ଦିନ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ର ଉପସଭାପତି ସର୍ବେଶ୍ୱର ପଣ୍ଡାଙ୍କ ନେତୃତ୍ବରେ ଆଠଗଡ ର ସାମ୍ବାଦିକ ମାନେ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ […]