ରାତି ପାହିଲେ ଖୋଲିବ ୧୦ ଶ୍ରେଣୀ, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳରେ ବ୍ୟାପକ ବ୍ୟବସ୍ଥା

ଫୁଲ ବାଣୀ- (ସୁନୀଲ ପଟନାୟକ)ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୬ ତାରିଖ ସୋମବାର ଦିନଠାରୁ ପରୀକ୍ଷାମୂଳକ ଭାବେ ୧୦ମ ଶ୍ରେଣୀ ପିଲାମାନଙ୍କ ପାଠପଢା ଆରମ୍ଭ ହେବ। ଛାତ୍ରଛାତ୍ରୀମାନଙ୍କୁ କ ରୋନା ସଂକ୍ରମଣ ଯେପରି ନ ହେବ ତାକୁ ଦୃଷ୍ଟିରେ ରଖି ସରକାର ଗାଇଡଲାଇନ ମଧ୍ୟ ପ୍ରସ୍ତୁତ କରି ଛୁନ୍ତି।ଫଳରେ ଆସନ୍ତା କାଲି୨୬ ତାରିଖ ସୋମବାର କନ୍ଧମାଳ ଜିଲ୍ଲାରେ ଥିବା ୧୯୦ ଟି ହାଇ ସ୍କୁଲ ଖୋଲିବାକୁ ଯାଉଛି । ୧୦ ହଜାର ଛାତ୍ରଛାତ୍ରୀ ସୁଲକୁ ଆସି ପIଠପଢିବୋସେଥିମଧ୍ୟରୁବାଲିଗୁଡ଼ାରେ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୨୫ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-ଶୁକ୍ଳପକ୍ଷତିଥି-ପ୍ରତିପଦ ପ୍ରାତଃ ଘ ୦୫/୩୦ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାନକ୍ଷତ୍ର- ଶ୍ରବଣ। ଦିବା ଘ୧୧/୪୦ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଟାଚନ୍ଦ୍ର-ମକର ରାତ୍ରି ଘ୧୧/୧୦ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭଯୋଗ-ଆୟୁଷ୍ମ।ନ୍କରଣ-କୌଲ ବସୌରମାସ-କର୍କଟ ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୦୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୦୮*✧═════•❁❀*ଯୋଗିନୀ ପୂର୍ବେ ପ୍ରାତଃ ଘ ୦୫/୩୦ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ*ସିଂହ ରାଶିର ଘାତ ଚନ୍ଦ୍ରମେଷ ରାଶିର ଘାତବାରଦ୍ଵିତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୧୦/୧୭ ଗତେ ଘ୦୧/୩୬ ମଧ୍ୟେ✧═════•❁❀❁•═══ବିଶୁଦ୍ଧ ଅମୃତ ବେଳ। […]

ଜୀରା ନଦୀରେ ନୂଆ ବ୍ରିଜ ନିର୍ମାଣ ପ୍ରସଙ୍ଗ ଅସ୍ଥାୟୀ ରୋଡ଼ ଭାଙ୍ଗି ଅମ୍ବାପାଲି ବରଗଡ଼ ସହରରୁ ବିଛିନ୍ନ ସିଟି ବସ୍ ଚଳେଇବା ପାଇଁ ଆପ୍ ର ଦାବୀ

ବରଗଡ଼: ଜୀରା ନଦୀରେ ନୂଆ ବ୍ରିଜ ନିର୍ମାଣ ହେବା ବରଗଡ଼ରେ ଏକ ପ୍ରହସନ ପାଲଟିଛି । ପ୍ରୋଜେକ୍ଟ କୁ ତିନି ବର୍ଷ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଅଧା କାମ ହୋଇନାହିଁ ଅନ୍ୟପଟେ ଅଟକଳ ଖର୍ଚ୍ଚ ରୁ ଦୁଇ ଗୁଣ ଅଧିକ ହେବାକୁ ଗଲାଣି ବ୍ୟୟ ଓ ଅଢେଇ ବର୍ଷ ର କାମ କୁ ପାଞ୍ଚ ବର୍ଷ ଲାଗିବ ବୋଲି ଏବେ ଗଣମାଧ୍ୟମରେ ଚର୍ଚ୍ଚା ଚାଲୁଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି । ପ୍ରତ୍ୟେକ ବର୍ଷା […]

ମୁଖ୍ୟ ମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ -(ସୁନୀଲ ପଟନାୟକ )ଘଂଚ ଜଙ୍ଗଲ ଓପ୍ରାକୃତିକ ପରିବେଶ କନ୍ଧମାଳ ଜିଲା ରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି ଯାହାକି ପର୍ଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରୁଛି ଏଣୁ ଜ଼ିଲା ରେ ଅଧିକ ରୁ ଅଧିକ ଇକୋ ରିଟ୍ରିଟ ଖୋଲିଲେ ଅଧିକ ପର୍ଯ୍ୟଟକ ଆସିବେ ଓ ଜ଼ିଲା ରସାମାଜିକ ଓ ଅର୍ଥନୈତିକ ଉନତି ହୋଇପାରିବ ବୋଲି କନ୍ଧମାଳ ଗସ୍ତ ରେ ଆସି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶ ଦାତା […]

ଖବର ପ୍ରକାଶ ପରେ ଚେତିଲା ପୌର ସଂସ୍ଥା

ଫୁଲବାଣୀ -(ସୁନୀଲ ପଟନାୟକ )ଫୁଲବାଣୀ ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ସଫେଇ ନହେବା ନେଇ ଖବର ଗଣ ମାଧ୍ୟମ ରେ ପ୍ରକାଶ ପାଇବା ପରେ ଫୁଲବାଣୀ ପୌର ସଂସ୍ଥା ଚେତିଲା l କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ସଫେଇ କାମ ତୁରନ୍ତ ଆରମ୍ଭ କରିଛି ଫୁଲବାଣୀ ମୁନିସିପାଲିଟି lଶନିବାର ପୌର କର୍ମଚାରୀ ମାନେ ସହର ର ବିଭିନ୍ନ ସ୍ଥାନ ରେ ସଫେଇ କାର୍ଯ୍ୟ କୁ ଜୋରଦାର […]

ପୁରାଣ ଜୀରା ବ୍ରିଜ ର କଲଭଟ ଭାସିଗଲା

ବରଗଡ଼:- ବରଗଡ଼ ସହର ମଧ୍ୟ ରେ ପ୍ରବାହିତ ଜୀରା ନଦୀ ଉପରେ ନିର୍ମିତ ଅସ୍ଥାୟୀ ପୋଲ (କଲଭଟ) ଗତ ବର୍ଷାରେ ଧୋଇ ହୋଇ ଯାଇଛି। ଫଳରେ ପୈ।ର ପରିଷଦ ଏକ ଓ୍ବ।ର୍ଡ ର ଲୋକ ଙ୍କ ସହର ସହ ବିଚ୍ଛିନ୍ନ ହୋଇଯାଇଛି । ଉକ୍ତ ଅଞ୍ଚଳର ଲୋକମାନେ ସାଧାରଣ କାର୍ଯ୍ୟ ପାଇଁ ୮ କିଲୋମିଟର ରାସ୍ତା ବୁଲିକି ଆସିବାକୁ ପଡୁଛି। ଏଠାରେ ସୂଚନାଯୋଗ୍ୟ ଯେ ପୁରୁଣା ବ୍ରିଜ କୁ ଭାଙ୍ଗି ଗତ ତିନି ବର୍ଷ ହେବ ସେହି […]

ଓଡିଶାରେ ସଂଖ୍ୟାଲଘୁ କମିଶନ ଗଠନ ପାଇଁ ୯ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ

ବାଲିଗୁଡା,୨୩/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ଥିତ ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ମୋର୍ଚ୍ଚା , କନ୍ଧମାଳ ଶାଖା ପକ୍ଷରୁ ଓଡିଶାରେ ସଂଖ୍ୟାଲଘୁ କମିଶନ ଗଠନ ନେଇ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୯ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରିୟ ସଂଖ୍ୟାଲଘୁ ଆୟୋଗ ଆଇନ -୧୯୯୨ ଅନୁସାରେ ୧୯୯୩ ମସିହାରେ ରାଷ୍ଟ୍ରିୟ ସଂଖ୍ୟାଲଘୁ ଆୟୋଗ ପ୍ରତିଷ୍ଠା କରାଗଲା । ଏହି ଆଇନ ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ […]

ଦାରିଙ୍ଗବାଡି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ

ବାଲିଗୁଡ(ଉଲାପ୍ର୍): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ କରାଯାଇଛି ।ଏଥିରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ରଥର ଶୁଭାରମ୍ଭ କରିଥିଲେ । ଏହି କୃଷି ରଥ ଜରିଆରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ନେଇ ଚାଷୀଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଏହି ରଥ ଦାରିଙ୍ଗବାଡ଼ି ବ୍ଲକରେ ଥିବା ୨୫ […]

କୃଷକ ବଜାର ଦୋକାନ ବଣ୍ଟନ ପ୍ରସଙ୍ଗ ଚାଷୀ ଟଙ୍କାରେ ନିର୍ମିତ ଦୋକାନ ଚାଷୀଙ୍କୁ ମିଳୁ: ଆମ୍ ଆଦମୀ ପାର୍ଟି

ବରଗଡ଼: ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା କୃଷକ ବଜାର ଠାରେ ନିର୍ମାଣ ହୋଇଥିବା ଦୋକାନ ଗୃହ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଚାଷୀଙ୍କ ଟଙ୍କାରେ ତିଆରି ହୋଇଥିବା ଏହି ନୂତନ ଦୋକାନ ଗୃହକୁ ଧନୀ ଶ୍ରେଣୀ ଲୋକଙ୍କୁ ନିର୍ଦ୍ଧାରିତ ଦର ଠାରୁ ଅଧିକରେ ଦେବାକୁ ଯୋଜନା କରାଯାଉଥିବା ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରି ଜିଲ୍ଳାପାଳ ମୋନୀଷା ବାନାର୍ଜୀ ଙ୍କୁ ଏକ ସ୍ମାରକ ପତ୍ର […]

ଅତାବିରା ବ୍ଲକର ୫ ହାଇସ୍କୁଲ କୁ ୫ଟି ଯୋଜନା ରେ ସାମିଲ

ବରଗଡ଼:- ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣ୍ଡା,ରୁଷୁଡା,ପତରାପାଲି, ଲରମ୍ଭା,କାଦୋବାହାଲ ହାଇସ୍କୁଲ କୁ ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ ୫ଟି ସ୍ମାର୍ଟ୍ କ୍ଲାସ ରୁମ ଯୋଜନା ରେ ଅନ୍ତର୍ଭୁକ୍ତ କରିଛନ୍ତି। ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ପ୍ରୟାସ ରେ ଏହି ସ୍କୁଲ ଗୁଡ଼ିକ କୁ ସାମିଲ କରାଯାଇଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି। ଏହି ଅବସରରେ ଆଜି ରେମୁଣ୍ଡା ଏବଂ ରୁଷୁଡା ହାଇସ୍କୁଲ ରେ ସାଧାରଣ ନାଗରିକ ଙ୍କ ପକ୍ଷରୁ ଏକ ସଭା ଆୟୋଜନ କରାଯାଇ ବିଧାୟିକା […]