ଗୋଛାପଡା ପୋଲିସ ଦ୍ୱାରା ୧୮୦କେଜି ଗଞ୍ଜେଇ ସହ କାର ଜବତ
ଫୁଲବାଣୀ-( ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ ଗୁରୁବାର ପେଟ୍ରୋଲିଙ୍ଗ ବେଳେ ନେଡ଼ି ପଦର ଗ୍ରାମ ନିକଟ ପୃଦେ ନିଛକ ରେ ଚଢ଼ାଉ କରି ଏକ କାର ସମେତ ୧୮୦କେଜି ଗଞ୍ଜେଇ ଜବତ କରିଛି। ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ମଧ୍ଯ ଗିରଫ କରିଛି ଗୋଚ୍ଛାପଡ଼ା ପୋଲିସ।ଗିରଫ ବ୍ୟକ୍ତିମାନେ ହେଲେନେଡ଼ି ପଦର ଅଞ୍ଚଳର ପ୍ରକାଶ ସାହୁ, ବିନିକିମେଣ୍ଡି ଗ୍ରାମର କଷ୍ଟ ରଣା, ଶିଶୁ ରଣା ବୋଲି ଗୋଛାପଡା ଥାନା ଅଧିକାରୀ ରଣଜିତ କ୍ରମାର ମୁନୀ କହିଛନ୍ତି […]