ମାନସୀ କରୋଗୀ ଜାନକୀର ଚିକିତ୍ସା ପାଇଁ ଅର୍ଥ ସା ଜିଛି ବାଧକ : ଗୋଡ ବାନ୍ଧି ରଖିଛନ୍ତି ପରିବାର ଲୋକେ

ଫୁଲବାଣୀ- (ସୁନୀଲ ପଟନାୟକ).ସବୁ କିଛି ଠିକ ଠାକ ଥିଲା। ଘରକାମ ଆଉ ରନ୍ଧାବଢ଼ା ବି ଠିକ ଭାବେ କରୁଥିଲା। ବହୁତ ସୁଆଦିଆ ଥିଲା ତା ରନ୍ଧା lହେଲେ କଣ ହେଲା କେଜାଣି ମୁଣ୍ଡ ଆଉ ଠିକ ଭାବେ କାମ କଲାନି। ଘରୁ ବାହାରକୁ ଗଲେ ଦିନ ଦିନ ଧରି ଘରକୁ ଆଉ ଫେରିଲାନି। ଫଳରେ ପରିବାର ଲୋକ ଚିନ୍ତାରେ ପଡିଗଲେ । କଣ କରିବେ? କଣ ନାହିଁ ଭାବି ଏବେ ଗୋଡ଼ ବାନ୍ଧି ଘରେ ନିଜର ବନ୍ଦି […]

ଜଙ୍ଗଲ ବିଭାଗ ଉନ୍ନୟନମୂଳକ କାର୍ଯ୍ୟଦେଖିବାକୁ ଆରସିସିଏଫ ଙ୍କ ୪ ଦିନିଆ ବୌଦ୍ଧ ଓ କନ୍ଧମାଳ ଗସ୍ତ

ଫୁଲ ବାଣୀ- (ସୁନୀଲ ପଟନାୟକ) ବନ ବିଭାଗ ଦ୍ଵାରା କରାଯାଉଥିବା ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ଆଦି ବିଭିନ୍ନ କାର୍ଯ୍ୟକ୍ରମମାନବୌଦ୍ଧ ଓ ଫୁଲ ବାଣୀ ଜଙ୍ଗଲ ବିଭାଗ ଡିଭିଜନ ରେ କିଭଳି କରାଯାଇଛି ସେ ସଂପର୍କରେ ଅନୁଧ୍ୟାନ କରିବା ସହ କାର୍ଯ୍ୟକମର ସମୀକ୍ଷା କରିବା ଲାଗି ବ୍ରହ୍ମପୁର ସ୍ଥିତ ରେ ଜିଓନାଲ ଚିଫ କନଜରଭେଟର ଅଫ ଫରେଷ୍ଟ (ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର (ଆଇଏଫଏସ)୪ ଦିନିଆ ଗସ୍ତରେ ଆସି ମଙ୍ଗଳବାର ଫୁଲବାଣୀ ଦେଇ ବୌଦ୍ଧ ଗ୍ରସ୍ତ କରିଛନ୍ତି […]

ସରସର ଗ୍ରାମରେ ରକ୍ତଦାନ ଶିବିର

ବରଗଡ଼(ଉଲାପ୍ର୍))କରୋନା ସମୟରେ ରକ୍ତାଭାବ କୁ ଦୁର କରିବା ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ଯ ଙ୍କ ତତ୍ବାବଧାନ ରେ ଆଜି ସରସରା ଗାଁ ର ଉଚ୍ଚ ବିଦ୍ୟାଳୟ ଠାରେ ବିଜୁ ଯୁବ,ଛାତ୍ର ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୩୪ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶିବିର କୁ ମୁଖ୍ଯ ଅତିଥି ବିଧାୟକ ଦେବେଶ ଆଚାର୍ଯ୍ଯ ଫିତା କାଟି ଉଦ୍ଘାଟନ କରିଥିବା […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୨୧ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-ଶୁକ୍ଳପକ୍ଷତିଥି-ଦ୍ଵାଦଶୀ ଦିବା ଘ ୦୪/୩୮ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୦୭/୧୫ ପର୍ଯ୍ୟନ୍ତ ତଦନ୍ତେ ମୂଳାଚନ୍ଦ୍ର-ବିଛା ରାତ୍ରି ଘ୦୭/୧୫ ପର୍ଯ୍ୟନ୍ତ ତଦନ୍ତେ ଧନୁଯୋଗ-ବ୍ରହ୍ମକରଣ-ବବସୌରମାସ-କର୍କଟ ୦୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୧୮✧═════•❁❀❁•═════✧ଯୋଗିନୀ ନୈରୁତେ ଦିବା ଘ ୦୪/୩୮ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେକର୍କଟ ରାଶିର ଘାତବାରଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୮/୩୮ ଗତେ ଘ୧୦/୧୬ ମଧ୍ୟେବାରବେଳ।- ଦିବା ଘ୧୧/୫୪ ଗତେ ଘ୦୧/୩୩ ମଧ୍ୟେ✧═════•❁❀❁•═══ବିଶୁଦ୍ଧ ଅମୃତ […]

ତିଗିରିଆ ରେ ସାମ୍ବାଦିକ ଉପରେ ଆକ୍ରମଣ, ପରିବାର ସହିତ ଆଠଗଡ ଡ଼ିଏସପି ଅଫିସ ଆଗରେ ଧାରଣା, ଉତ୍କଳ ସାମ୍ବାଦିକ ସଂଘର ନିନ୍ଦା

ଆଠଗଡ(ଉଲାପ୍ର)କଟକ ଜିଲ୍ଲା ତିଗିରିଆ ବ୍ଲକ ରେ ଜଣେ କର୍ତ୍ତବ୍ୟ ରତ ସାମ୍ବାଦିକ ପରିବାରକୁ ଧମକ ପୂର୍ଣ୍ଣ ଚିଠି ଆସିବା ସହିତ ପରିବାରକୁ ବୋମା ପକାଇ ଉଡାଇ ଦେବେ ବୋଲି ରାଜାବାବୁ ସ୍ୱାଇଁ ନାମକ ଜଣେ ଯୁବକ ଧମକ ଦେବାପରେ ଏବେ ସାମ୍ବାଦିକ ଗୌର ସାହୁଙ୍କ ପରିବାର ତିଗିରିଆ ପୋଲିସ ର ଦ୍ୱାରସ୍ଥ ହୋଇଛନ୍ତି,ଗତ ପାଞ୍ଚଦିନ ତଳେ ଏଭଳି ଏକ ଧମକ ପୂର୍ଣ୍ଣ ଚିଠି ଆସିବାପରେ ତିଗିରିଆ ଥାନାରେ ଗୌର ସାହୁ ଏତେଲା ଦେଇଥିଲେ,ହେଲେ ପୋଲିସ ଅଭିଯୁକ୍ତ କୁ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୨୦ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-ଶୁକ୍ଳପକ୍ଷତିଥି-ଏକାଦଶୀ ରାତ୍ରି ଘ ୦୭/୩୩ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀନକ୍ଷତ୍ର- ଅନୁରାଧା ରାତ୍ରି ଘ୦୯/୨୧ ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାଚନ୍ଦ୍ର-ବିଛାଯୋଗ-ଶୁକ୍ଳକରଣ-ବାଣିଜ୍ୟସୌରମାସ-କର୍କଟ ୦୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୮✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୭/୩୩ ପର୍ଯ୍ୟନ୍ତ ତଦନ୍ତେ ନୈରୁତେମକର ରାଶିର ଘାତବାରଏକାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୧/୩୦ ଗତେ ଘ୦୩/୦୯ ମଧ୍ୟେବାରବେଳ।- ଦିବା ଘ୦୭/୦୦ ଗତେ ଘ୦୮/୩୮ ମଧ୍ୟେ✧═════•❁❀❁•═══ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୮/୩୯ ଗତେ ଘ୧୦/୧୧ […]

ବାଲିଗୁଡା : ସିମନବାଡ଼ିରେ ଜବର ଦଖଲ ଉଛେଦ ଆରମ୍ଭ

ବାଲିଗୁଡା,୧୯/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ବଜାର ନିକଟ ବନବିଭାଗ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ପ୍ରାଣୀଧନ ସହାୟକ କେନ୍ଦ୍ର ସାମ୍ନା ରାସ୍ତାକଡ଼ରେ ଥିବା ସମସ୍ତ ଦୋକାନ ଗୁଡିକ ସରକାରୀ ଜମିରେ ଥିବାରୁ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଜବର ଦଖଲ ଉଛେଦ କରିଥିବା ଦେଖିବାକୁ ମିଳିଛି। ଏହି ରାସ୍ତା କଡ଼ରେ କିଛି ବ୍ୟବସାୟୀ ନିଜର ବ୍ୟବସାୟ ନିମନ୍ତେ ଟିଣ ଘର କରି ବ୍ୟବସାୟ କରୁଥିଲେ। ହେଲେ ଉକ୍ତ ଜମିଟି […]

ଘୁ ଉଦୟଗିରି କବାଡି ଆସୋସିଏସନ୍ ଗଠିତ

ଫୁଲବାଣୀ-( ସୁନୀଲ ପଟ୍ଟନାୟକ)ଜି ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ସଭାଗୃହ ରେ ସୁନୀଲ କୁମାର ନାୟକଙ୍କ ସଭାପତିତ୍ବରେଅଞ୍ଚଳରକ୍ରୀଡାପ୍ରେମୀ ,ସଂଗଠକ , ଖେଳାଳି ,କ୍ରୀଡା ଅନୁରାଗୀ ଙ୍କୁ ନେଇ ଏକ ବୈଠକ ର ଆୟୋଜନ ମେଜର ଧ୍ୟାନଚାନ୍ଦ ସ୍ପୋଟସ ଏଣ୍ଡ ଗେମସ୍ ଏକାଡେମୀ, ଘୁ ଉଦୟଗିରି ର ପ୍ରତିଷ୍ଠାତା ତଥା ପ୍ରାକ୍ତନ କ୍ରୀଡାବିତ ମହମ୍ମଦ୍ ଜିଆଉଦିନ ଅହମ୍ମଦ ଙ୍କ ଆବାହନ କ୍ରମେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ କଳିଙ୍ଗ ମହାବିଦ୍ୟାଳୟର ଭଞବିହାର ବିଶ୍ବବିଦ୍ୟାଳୟ ର ଆନ୍ତ ମହାବିଦ୍ୟାଳୟ ଚମ୍ପିୟନ […]

ରାଇକିଆ ଶୁଗଡ଼ବାଡି ପଞ୍ଚାୟତରେ ମନରେଗା କାର୍ଯ୍ୟ ଓ ଜବକାର୍ଡରେ ଜାଲି ଆତି ଅଭିଯୋଗ, ତଦନ୍ତ ଦାବୀ

ଫୁଲ ବାଣୀ- (ସୁନୀଲ ପଟନାୟକ)ବିଶେଷ କରି କାମଧ ନ୍ଦା ପାଉ ନ ଥିବା ଗ୍ରାମାଞ୍ଚଳର ଗରୀବ ଶ୍ରମିକମାନଙ୍କୁ ଚିହ୍ନଟ କରି ଜବକାର୍ଡ ପ୍ରଦାନ କରିବା ସହ ଅନ୍ତତଃ ବର୍ଷକୁ ଶହେ ଦିନର ମଜୁରୀ ଯୋଗାଇଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଜିଲ୍ଲାର କେତେକ ବ୍ଳକରେ ଏହି ନିୟମକୁ ଫୁ କରି କାମ ନ କରିଥିବା ଅବା ମୃତ୍ୟୁବରଣ କରିଥିବା ଜବକାର୍ଡ଼ ହିତାଧିକାରିଙ୍କ ନାମରେ ମଜୁରୀ ଟଙ୍କା ପଇଠକରିହଡପକରାଯାଉଥିବା ଅଭିଯୋଗ ହେଉଛି […]

ଗରୀବ ଆଦିବାସୀ ଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଜଳ ବିଭାଜିକା ପକ୍ଷରୁ ଆମ୍ବ ଓ ଫୁଲଝ।ଡୁ ଚାଷ

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାର ଗରୀବ ଆଦିବାସୀ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଜଳ ଚକାପାଦବିଭାଜିକା ପ୍ରକଳ୍ପ ପକ୍ଷରୁ ବନ୍ଧ ଖମଣଗ୍ରାମରେ ଚାଷୀମାନଙ୍କ ପାଇଁ ଆମ୍ବ ଓ ଫୁଲ ଝାଡୁଚାଷ କରାଯାଇଛି । ମହାତ୍ମ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ରେ ବନ୍ଧଖମଣଗ୍ରାମରେଗତ ୨୦ ୨୦/୨୧ଆର୍ଥୀକ ବର୍ଷରେ ୪-୫ ହେକ୍ଟର ଚାଷ ଜମିରେ ୮ଲକ୍ଷ ୩୦ ହଜାର ଟଙ୍କା ଅନୁଦାନରେ ଆମ୍ବ ଓ ଫୁଲ ଝାଡୁଚାଷ କରାଯାଇଛି, […]