ଫିରିଙ୍ଗିଆ ପୋଲିସ ଚଢ଼ାଉ ୫ ୫ କେଜି ରୁ ଊର୍ଧ୍ଵ ଗଂଜେଇଜବତ

ଫୁଲବାଣୀ (ସୁନୀଲ ପଟନାୟକ )ଶୁକ୍ରବାର ଫିରିଙ୍ଗିଆ ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ବଳିଷ୍ଠ ନେତ୍ତୃତ୍ଵରେ ପୋଲିସ ଟିମ ସଦଳ ବଳେସାଇତିଙ୍ଗିଆ ନିକଟ ମାଂଗମୁଣ୍ଡା ଘାଟି ନିକଟ ରେ ଏକ ବାଇକ ସହ ୫ ୫ କେଜି ଚାରି ଶହ ଗ୍ରାମ ଗଂଜେଇ ଜବତ କରିଛି l ଏ ସମ୍ପର୍କରେ ରୂପଧର କହଁର ନାମକ ଜଣେ ବ୍ୟକ୍ତି […]

କନ୍ଧମାଳ ଜିଏ ନଏମ ଛାତ୍ରୀ ପାଳିଲେ ବିଶ୍ଵସେବୀକା ଦିବସ

ଫୁଲ ବାଣୀସାରାବିଶ୍ୱ ପାଳିଛି ଆନ୍ତର୍ଜାତୀୟ ନସିଂ ଦିବସ ବା ବିଶ୍ଵ ସେବୀକା ଦିବସ । ଏହି ଅବସରରେ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଗୁଡ଼ରୀ ସାହି ସ୍ଥିତ କନ୍ଧମାଳ ଜିଏନଏମକଲେଜ ନସିଂ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ପାଳିଲେ ଆନ୍ତର୍ଜାତୀୟ ନସିଂ ଦିବସ, Iଏହି ଅବସରରେ ମୁଖ୍ୟଅତିଥିଭାବେଫୁଲବାଣୀ ବିଧାୟକ ଅଙ୍ଗଦ କହଁର,,ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ବିଜୟ ପ୍ରଧାନ, ଡିପିଏମ ମନୋରଞ୍ଜନ ସାହୁ,ବରିଷ୍ଠ ସାମ୍ବାଦିକ ଓ ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଖଜୁରୀପଡ଼ା […]

ପୁଣି ବାଘ ଛାଲ ଜବତ, ୨ ଗିରଫ

ଫୁଲବାଣୀ(ସୁନୀଲ ପଟନାୟକ )ପୁଣି କନ୍ଧମାଳ ରୁ କଲରାପତରିଆ ବାଘ ଛାଲ ଜବତ । ବାଘ ଛାଲ ଚୋରାଚାଲାଣ ବେଳେ ଶନିବାର ଦୁଇ ଜଣଙ୍କୁ ଗିରଫ କରିଛି ଫୁଲବାଣୀ ବନ ବିଭାଗ ।ଖବର ରୁ ପ୍ରକାଶ ଯେ, ଚକାପାଦ ଥାନା ପସରା ପଂଚାୟତ ଅନ୍ତର୍ଗତ ପଖାଳ ଖିଆ ଗ୍ରାମ ରେ ବାଘ ଛାଲ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଫୁଲବାଣୀ ବନ ବିଭାଗ ଡି ଏଫ ଓ ପ୍ରଶାନ୍ତ ପଟେଲ ଙ୍କ ନିର୍ଦେଶ କ୍ରମେ […]

ମାଓ ଇଲାକାରେ ଡିଜିପି

ଫୁଲବାଣୀ(ସୁନୀଲ ପଟନାୟକ )ଶନିବାର ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲ ହେଲିକପ୍ଟର ଯୋଗେ କନ୍ଧମାଳ ଗସ୍ତ ରେ ଆସିମାଓ ଅଧ୍ୟୁଷିତ ତୁମୁଡିବନ୍ଧ ବ୍ଲକ ର ଭଣ୍ଡରଙ୍ଗୀ ଯାଇ ସେଠାରେ ଥିବା ସିଆରପିଏଫ କ୍ୟାମ୍ପ କୁ ଯାଇ ଯବାନ ମାନଙ୍କ ସହ ଆଲୋଚନା କରିଥିଲେ l ଡିଜିପି ବଂଶଲ ପହଂଚିବା ପରେ ସିଆରପିଏଫ ଯବାନମାନେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ lଡିଜିପି ବଂଶଲ ଯବାନ ମାନଙ୍କ କାର୍ଯ୍ୟ ଶୈଳୀ କୁ ପ୍ରଶଂସା କରିବାସହ ସର୍ବଦା ନିଷ୍ଠା, ଆନ୍ତରିକତାର ସହ ଉତ୍ସର୍ଗୀକୃତ […]

ଶିକ୍ଷା ବିଭାଗର ଅର୍ଥ ଆତ୍ମସାତ ଅଭିଯୋଗ ରେ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଜଣଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଆଜି ଜଣେ ପ୍ରଧାନ ଶିକ୍ଷକଙ୍କ ସମେତ ତିନିଜଣଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଦୋଷୀ ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଜୋରିମାନା ଅନାଦେୟ ଅଭିଯୁକ୍ତ ମାନଙ୍କୁ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ଖଜୁରୀପଡା ବ୍ଲକ ଘାଟିତଳ ନୂତନ […]

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା ଉଦଯାପିତ : ପଞ୍ଚ ଠାକୁରାଣୀ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କଲେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଏପ୍ରିଲ ୨୩ ତାରିଖ ଠାରୁ ଆରମ୍ଭ ହୋଇ ଚଳିତ ମାସ ୧୩ ତାରିଖ ଦୀର୍ଘ ୨୧ ଦିନ ଧରି ଆୟୋଜିତ ହେବା ପରେ ଶନିବାର ଉଦଯାପିତ ହୋଇ ଯାଇଛି l ମା’ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ପୀଠରେ ଆୟୋଜକ ସମିତି ଦ୍ୱାରା ଶନିବାର ଦିନ […]

ପଟ୍ଟା ଜାଗା ଜବର ଦଖଲ ଘଟଣା : ତହସିଲଦାର ନିକଟରେ ହାଜର ହେଲେ ପରିବାର: ନ୍ୟାୟ ନ ମିଳିଲେ ଧାରଣା ରେ ବସିବେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ ବଜାର ସାହି ରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ପରିବାର ବର୍ଗ ଙ୍କ ସେଟେଲମେଣ୍ଟ ପଟ୍ଟା ଜାଗା ଉପରେ ଅସାମାଜିକ ବ୍ୟକ୍ତିମାନେ ଜୋର ଜବରଦସ୍ତି ଆସି ବାଡ ଦେବା ଘଟଣା ଏବେ ଦିନକୁ ଦିନ ଜଟିଳ ହୋଇ ପଡୁଛି। ନ୍ୟାୟ ପାଇଁ ତହସିଲଦାର ଓ ପୁଲିସ ନିକଟକୁ ଧାଇଁ ଧାଇଁ ପରିବାର ଲୋକେ ନିରାଶ ହେଲେଣି । […]

ଝିରିପାଣି ପଞ୍ଚାୟତରେ କୁକୁର ମଡକ: ରୋକିବା ପାଇଁ ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତ ରେ ଗତ ଏକ ସପ୍ତାହ ହେଲା କୁକୁର ମଡକ ଦେଖିବାକୁ ମିଳିଛି। ଏଭଳି କୁକୁର ମଡକ ନେଇ ପଞ୍ଚାୟତ ବାସୀ ଙ୍କ ମନରେ ଭୟ ବାତାବରଣ ସୃଷ୍ଟି ହେଉଛି। ମଣିଷ ମାନଙ୍କ ବିଶ୍ୱାସ ଯୋଗ୍ୟ ପ୍ରାଣୀ ଭାବେ ପ୍ରତ୍ୟେକ ଗ୍ରାମରେ ଲୋକେ କୁକୁର ରଖି ଖାଇବା ପିଇବା ଦେଇଥାନ୍ତି। କୌଣସି ବ୍ୟକ୍ତି ଙ୍କ ନିଜ ପୋଷା କୁକୁର ହୋଇନଥିଲେ ମଧ୍ଯ […]

କନ୍ଧମାଳ ରେ ପୁଣି ଲାଲ ତାଣ୍ଡବ,
ଘରୁ ଡାକି ନେଇ ଗୁଳିକରି ନିର୍ମମ ହତ୍ୟା, ଗ୍ରାମବାସୀ ଭୟଭୀତ

ଫୁଲବାଣୀ -( ସୁନୀଲ ପଟନାୟକ ) କିଛି ଦିନ ବ୍ୟବଧାନ ପରେ ପୁଣି ସକ୍ରିୟ ଲାଲ ବାହିନୀ l ଗତ କାଲି ବିଳମ୍ବିତ ରାତି ରେ ଦଶ ରୁ ଊର୍ଧ୍ଵସ ଶସ୍ତ୍ର ମାଓବାଦୀ ଘରୁ ଡ଼ାକିନେଇନିଜ ବାରିଆଡେ ହିଁ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି ମାଓ ବାଦୀ ମାନେ lସୂଚନା ମୁତାବକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁ ମରବନ୍ଧ ପଞ୍ଚାୟତ ର ସାଉଲ୍ ପଡ଼l ଠାରେ ସୁବଳ କହଁର ଘରେ ଶୋଇଥିବା ସମୟରେ ମାଓ ବାଦୀ […]

କନ୍ଧମାଳ : ପୁଣି ସକ୍ରିୟ ଲାଲ୍ ବାହିନୀ, ଘରୁ ଡ଼ାକିନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ଲାଲ୍ ବାହିନୀ। ବୁଧବାର ବିଳମ୍ବିତ ରାତିରେ ୧୫ରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ ଘରୁ ବାହାରକୁ ଡାକି ନେଇ ନିଜ ବାରିଆଡେ ହିଁ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ। ସୂଚନା ମୁତାବକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମୋରବନ୍ଧ ପଞ୍ଚାୟତର ସାଉଲ୍ ପଡ଼ା ଠାରେ ସୁବଳ କହଁର ଙ୍କ ଘରେ ସୋଇଥିବା ସମୟରେ ମାଓବାଦୀ ମାନେ ତାଙ୍କୁ ଘରୁ ଡାକି ନେଇ ସୁବଳଙ୍କ […]