କୋଟଗଡ଼ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା
କୋଟଗଡ଼ ତା -:୧୫/୦୭(ସୁନୀଲ ପଟନାୟକ )ଗୁରୁବାର କୋଟଗଡ଼ ପୋଲିସ ପକ୍ଷରୁ କୋଟଗଡ଼ ରେ ସଡ଼କ ସୁରୁକ୍ଷା ଜୀବନ ରକ୍ଷା ର ସଚେତନ ବାର୍ତା ଦେଇଛନ୍ତି । ଗୁରୁବାର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଧିରଜ ଲେଙ୍କା ଙ୍କ ନେତୃତ୍ୱ ରେ ପୁରା ପୁଲିସ ଟିମ ସହର ବୁଲି ସଡ଼କ ସୁରକ୍ଷା ର ସଚେତନ ବାର୍ତା ଦେଇଛନ୍ତି । ଏହି ସମୟରେ ଲେଙ୍କାଙ୍କ ଦଳ ସାରା କୋଟଗଡ଼ ବଜାର ବୁଲି ଜନସଚେତନ କରାଇଥିଲେ ।ଯଉଁମାନେ ହେଲମେଟ ପିନ୍ଧିଛନ୍ତି ସେମାନଙ୍କୁ […]