ତେଲ ଟ୍ୟାଙ୍କର ସହିତ ବାଇକ୍ ଧକ୍କାରେ ଜଳିଗଲା ବାଇକ୍,ଦୁଇ ଜଣ ମୃତ

ଆଠଗଡ଼ ( ଉଲାପ୍ର)ବିଚ୍ ରାସ୍ତା ରେ ଜଳିଗଲା ବାଇକ୍।ତେଲ ଟ୍ୟାଙ୍କର ସହିତ ବାଇକ୍ ଧକ୍କା ହେବା ଫଳରେ ବାଇକ୍ ଜଳିଯିବା ସହିତ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ୬୫ ନଂ ରାଜ୍ୟ ରାଜପଥ କୁଲାଇଲୋ ଛକ ନିକଟରେ। ଅନୁଗୋଳ ରୁ କଟକ ଯାଉଥିବା ଏକ ତେଲ ଟ୍ୟାଙ୍କର ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା ଏକ ବାଇକ୍ ର। ଘଟଣା ସ୍ଥଳରେ ବାଇକ୍ […]

ବଡମ୍ବା ବେଲିଆ ପାଳ ଗ୍ରାମରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବଡ଼ମ୍ବା (ସୁବ୍ରତ କୁମାର ମିଶ୍ର)ବଡ଼ମ୍ବା ବ୍ଲକ୍ ବେଳିଆପାଳ ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା । ଆଜି ନରସିଂହପୁର ରୁ ବେଲିଆପାଳ ଗ୍ରାମକୁ ଟ୍ରାକ୍ଟର ଆଣି ଚାଷ କରିବା ପାଇଁ ଆସିଥିଲେ ନରସିଂହପୁର ବ୍ଲକ ଗଣ୍ଡପଲ୍ଲୀ ଗ୍ରାମର ସନ୍ତୋଷ ନାଏକ। କିନ୍ତୁ ଦୃଭାଗ୍ୟ ବଶତଃ ବେଲିଆପାଳ ଗ୍ରାମରେ ଚାଷ କରୁଥିବା ସମୟରେ ଟ୍ରାକ୍ଟର ଟି ଓଲଟି ପଡିବାରୁ ସନ୍ତୋଷ ଙ୍କୁ ଚାପି ଦେଇଥିଲା ଟ୍ରାକ୍ଟର। ସ୍ଥାନିୟ ଲୋକମାନେ ତାଙ୍କୁ ଜେସିବି ମେସିନ ସାହାଯ୍ୟ ରେ ଟ୍ରାକ୍ଟର ତଳୁ […]

ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ର ୬ଷ୍ଠ ସ୍ୱନକ୍ଷତ୍ର ଦିବସ ଓ ୭୨ତମ ବନମହୋତ୍ସବ ପାଳନ ପାଳିତ

(ଭୁବନେଶ୍ୱର)-ଆଜି ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନର ସ୍ୱନକ୍ଷତ୍ର ଦିବସ ପାଳନ ସହ ୭୨ତମ ବନମହୋତ୍ସଵ, ଖାରବେଳ ନଗରସ୍ଥିତ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ (ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସମାଜସେବୀ ଓ ସାହିତ୍ୟିକ) । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା-(ପୂର୍ବତନ ମେୟର ତଥା ବିଧାୟକ) , ଓ ଶ୍ରୀମତି ସଂଗୀତା ଦାସ(ଶିକ୍ଷୟିତ୍ରୀ ତଥା ଧର୍ମପତ୍ନୀ ଗଣଶିକ୍ଷାମନ୍ତ୍ରୀ), ମୁଖ୍ୟବକ୍ତା ପ୍ରଫେସର ପ୍ରସନ୍ନ […]

କନ୍ଧମାଳ- ବୌଦ୍ଧ ସିମାନ୍ତରେ କମ୍ବି ବେଳେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ୨ଜବାନ ଆହତ ପରେ କମ୍ବି ଅପରେଶନ ଯୋରଦାର, ବହୁ ମା ଓ ସାମଗ୍ରୀ ଜବତ

ଫୁଲବାଣୀ-(ସୁନୀଲ ପଟନାୟକ) କନ୍ଧମାଳ ବୌଦ୍ଧ- ସୀମାନ୍ତ ଗୋଛାପଡ଼ାଥାନା ଅନ୍ତର୍ଗତ ଉମା ଜଙ୍ଗଲରୁସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀମାନେ ୨ଟିଦେଶୀ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା କଥାକନ୍ଧମାଳ ଏସପି ବିନିତ ଅଗ୍ରୱାଲ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଜବତ ମାଓ ସାମଗ୍ରୀ ମଧ୍ୟରେ ୨ଟି ଦେଶୀ ବନ୍ଧୁକ, ମା ଓ ପୋଷ।କ, ଛତା । ଜୋତ ।। ବେଟେରୀ । ତାର ମେଡ଼ିସିନ୍ ରେଡିଓ ଆଦି ଜବତ କରିଥିବା କନ୍ଧମାଳ […]

ତୁମୁଡିବନ୍ଧ ଓ କୋଟଗଡ଼ ଦାୟୀତ୍ଵରେ ଜଣେ ପିଆଇଏ, ଜଳ ବିଭାଜିକା କାର୍ଯ୍ୟ ବାଧାପ୍ରାପ୍ତ

ଫୁଲବାଣୀ- (ସୁନୀଲ ପଟନାୟକ)ସରକାର ଜଳଛାୟା କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ଓ ଚାଷଜମିର ଉନ୍ନତି ପIଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ବିଭାଗର ହାତଗଣତି କିଛି ପିଆଇଏଙ୍କ ମନମୁଖି ତଥା ଖାମଖିଆଲି କାରବାର :ଦୁର୍ନିତୀ ପୂର୍ଣ୍ଣମନୋଭାବ, ପ୍ରିୟା ପ୍ରିତି ତେ।ଷଣ ସାଙ୍ଗଙ୍କୁ ସ୍ଥାୟୀ ଅନୁପସ୍ଥିତ ଯୋଗୁଁ ବିଭାଗ ଦ୍ଵାରା ହାତକୁ ନିଆଯାଉଥିବା କାମ ସବୁ ଉପରଠାଉରିଆ ନିମ୍ନ ମାନର ହେବା ସହ ବ୍ୟାପକ ଅର୍ଥ ମଧ୍ୟ ହେରଫେର ହେଉଥିବା ଶୁଣା ଯାଉଛି।ଜିଲାର ମା ଓ ଇଲାକା ତଥା […]

ଜଳବିଭାଜିକା ନିର୍ଦ୍ଦେଶକ ଙ୍କ ଦୁଇଦିନିଆ କନ୍ଧମାଳ ଗସ୍ତ, ଉନ୍ନୟନ୍ନ ମୁଳକ କାର୍ଯ୍ୟର ସମୀକ୍ଷା

ଫୁଲବାଣୀ-( ସୁନୀଲ ପଟନାୟକ) ଉନୟନ୍ନ ମୂଳକ କାର୍ଯ୍ୟ କିପରି ଚାଲିଛି ସେ ନେଇ ପୁଙ୍ଖାନୁପୁଙ୍ଖ ତଦାରଖ କରିବାପାଇଁ ରାଜ୍ୟ ଜଳବିଭାଜିକା ମିଶନ ନିର୍ଦ୍ଦେଶକ ହେମନ୍ତ ପଣ୍ଡା ଶନିବାର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଆଜି ଫେରିଯାଇଛନ୍ତି । ରାଜ୍ୟଜଳ ବିଭାଜିକା ମିଶନ ନିର୍ଦ୍ଦେଶକ ଶ୍ରୀ ପଣ୍ଡା କଳାହାଣ୍ଡି ଦେଇ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ର ତୁମୁଡିବନ୍ଧ, ଓ କୁର୍ତମ ଗଡଠାରେ ବିଭାଗ ଦ୍ଵାରା ନିର୍ମିତ ଫାର୍ମ ପଣ୍ଡ ବୁଲି ଦେଖି ଖୁସି ବ୍ୟକ୍ତ କରିବା […]

ବିଜେଡି ଯୁବ ଓ ଛାତ୍ର ଶାଖା ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼:-୧୧/୭କରୋନା ସମୟରେ ରକ୍ତାଭାବ କୁ ଦୁର କରିବା ପାଇଁ  ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ଯ ଙ୍କ ତତ୍ବାବଧାନ ରେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତ ଠାରେ ଜିଲ୍ଲା ବିଜୁ ଯୁବ,ଛାତ୍ର ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୫୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ମୁଖ୍ଯ ଅତିଥି ବିଧାୟକ ଦେବେଶ ଆଚାର୍ଯ୍ଯ ଏବଂ ଯୁବ ସଂଗଠକ ଶ୍ରୀ ଉମେଶ […]

ଛତୁ ଆଣିବାକୁ ଯାଇ ଫେରୁଥିବା ବେଳେ ୨ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

.ପ୍ରତିବାଦ କରି ଯୁବକ ର ଆକ୍ରମଣରେ ମା ଆହତଫୁଲବାଣୀ- (ସୁନୀଲ ପଟନାୟକ) ନିକଟସ୍ଥ ଜଙ୍ଗଲକୁ ଛତୁ ଗୋଟାଇ ଫେରୁଥିବାବେଳେ ଗ୍ରାମର ଜଗବନ୍ଧୁ ବେହେରା । ନାମକ ଜଣେ ଯୁବକ ଏହି ଦୁଇଜଣ ଯୁବତୀଙ୍କୁ ଅସଦବ୍ୟବହାର କରିବା ସହ ପିଛା କରି ଯୁବତୀଙ୍କ ଘର ପାଖକୁ ଯିବା ଫଳରେ ଯୁବତୀଙ୍କ ମା ପ୍ରତିବାଦ କରିବାରୁ ଜଗବନ୍ଧୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଳ ଜ କରିବା ସହ କୁ ଆଡେ ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହତ ହେବା […]

କଟକ ଓ୍ବଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ର ର ପାଣ୍ଡୁଲିପି ପୂଜୋନତ୍ସବ

ବରଗଡ଼:- ବରଗଡ଼ ସ୍ଥିତ ମାଁ ଶ୍ୟାମାକାଳୀ ଙ୍କ ମନ୍ଦିର ରେ ଆଜି କଟକ ଓ୍ବଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ର ର ପାଣ୍ଡୁଲିପି ର ପୂଜା ଆରାଧନା କରାଯିବା ସହ ମୁହୁରତ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ପୂର୍ବ ଏବଂ ପଶ୍ଚିମ ଓଡ଼ିଶାର ସ°ସ୍କୃତି ପରମ୍ପରା ର ଝଲକ ରହିବ। ଆସନ୍ତା କାଲି ଠାରୁ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହେବ। ଏହା ବରଗଡ଼, ସମ୍ବଲପୁର ଏବଂ କଟକ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ସୁଟିଂ କରାଯିବ। […]