ଆଜ୍ଞାମାଳ ଆସିବା ପରେ ସିଂହଦ୍ଵାର ରେ ଲାଗିଲା ତିନି ରଥ, ଅପେକ୍ଷା ରଥାଟଣାକୁ
ପୁରୀ(ଓମ ପ୍ରସାଦ ମହାନ୍ତି)ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପୁରୀ ବଡଦାଣ୍ଡ ଖାଁ ଖାଁ ଲାଗୁଥିଲେ ମଧ୍ୟ ସେବାୟତ ମାନଙ୍କୁ ଛାଡି କୌଣସି ଭକ୍ତ ବଡ଼ଦାଣ୍ଡରେ ନାହାନ୍ତି,ସମ୍ପୂର୍ଣ୍ଣ କୋଭିଡ଼ କଟକଣା ମଧ୍ୟରେ ଶ୍ରୀ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନିରଥକୁ ଟଣାଯାଇ ଲଗାଯାଇଛି ସିଂହଦ୍ଵାର ଆଗରେ,କଡା ପୋଲିସ ସୁରକ୍ଷା ମଧ୍ୟରେ ତିନି ରଥ କୁ କେବଳ ସେବାୟତ ମାନେ ଟାଣି ସିଂହଦ୍ଵାର ଆଗରେ ଲଗାଇଛନ୍ତି, ଆସନ୍ତାକାଲି ଶ୍ରୀ ଗୁଣ୍ଡିଚା ପାଇଁ ପୁରୀ ସହରରେ ୭୦ ପ୍ଲାଟୁନ ପୋଲିସ […]