କରେ।ନା କାଳରେ ମାଗଣା ଶିକ୍ଷା ଦେଉଛନ୍ତି ରାଧିକା

ଫୁଲବାଣୀ- (ସୁନୀଲ ପଟନାୟକ)କରୋନା ମହାମାରି ଯୋଗୁଁ ଗତ ମାର୍ଚ୍ଚ ୨୦୨୦ ରୁ ସରକାର ସ୍କୁଲ ବନ୍ଦ ରଖିଛନ୍ତି। ଫଳରେ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଥିଲେ। ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କରେ । ନା କାଳରେ ମାଗଣା ଶିକ୍ଷାଦାନ କରୁଛନ୍ତି ଦାରିଙ୍ଗବାଡି ବ୍ଳକର ପର୍ତମାହା ପଞ୍ଚାୟତର ସାରୁ ମାହା ଗ୍ରାମର ଅନ୍ତରଙ୍ଗ ର ସଦସ୍ୟା ରାଧିକା ପ୍ରଧାନ ନିଜେ ପାଠ ପଢିବା ସହ ଗ୍ରାମ ର ୨୦ ଜଣ ଛାତ୍ର ଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ କରୁଛନ୍ତି […]

ଆବାସ ଯୋଜନା ଦୁର୍ନିତି ବିରୋଧରେ ବାଲିଗୁଡା ବିଜେପି ତରଫରୁ ବ୍ଲକ ଘେରାଉ: ବିଡ଼ିଓଙ୍କୁ ଦାବୀ ପତ୍ର ପ୍ରଦାନ

ବାଲିଗୁଡା,୦୯/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜେପି ଦଳ ପକ୍ଷରୁ ଆବାସ ଯୋଜନା ଦୁର୍ନିତି ବିରୋଧରେ ବାଲିଗୁଡା ବ୍ଳକ ଘେରାଓ ସହିତ ବିଡିଓଙ୍କ ଜରିଆରେ ରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।କନ୍ଧମାଳ ଜିଲ୍ଲାରେ ଆବାସ ଯୋଜନା ଉଚିତ ହିତାଧିକାରୀଙ୍କୁ ନ ମିଳିବାନେଇ ବିଜେପି କର୍ମୀ ନାରାବାଜି କରିଥିଲେ ।ଏହି ଦୁର୍ନିତି ବିରୋଧରେ ବିଜେଡି ସରକାରଙ୍କୁ ନିନ୍ଦା କରିବା ସହିତ ଆଗାମି ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ବିଜେପି ଜିଲ୍ଲା […]

ବାଲିଗୁଡା : ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ

ବାଲିଗୁଡ଼ା,୦୯/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଏବଂ ନବଯୌବନ ଦର୍ଶନ ପାଳିତ ହୋଇ ଯାଇଛି । ମନ୍ଦିର ପରିସର ମଧ୍ଯରେ ପୂର୍ବ ନିର୍ଦ୍ଧାରିତ ନୀର୍ଘଣ୍ଟ ଅନୁଯାୟୀ ବିନା ଭକ୍ତ ରେ ମହାପ୍ରଭୁ ଙ୍କ ହୋମ ଓ ଦେବ ରିତି ନୀତି କାର୍ଯ୍ୟ ସମାପନ ହୋଇଛି। ମନ୍ଦିର ଟ୍ରଷ୍ଟ ସଦସ୍ୟ ମଧୁସୂଦନ ଦାସ ହୋମରେ ରହିଥିବା ବେଳେ ପୁରୋହିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ମହେଶ୍ୱର ପଣ୍ଡା, ବାବୁଲା […]

ବିରଳ କୃତିତ୍ଵ ଚ ଖଡିରେ କୁନି ରଥ କରି ପ୍ରଶଂସା ସାଉଣ୍ଟୁଛନ୍ତି ପ୍ରତ୍ୟୁଷ

ଫୁଲବାଣୀ- (ସୁନୀଲ ପଟନାୟକ)ଆପଣ ବଡ଼ବଡ ରଥ ଦେଖିଥିବେ ହେଲେ ଏପରି କୁନି ରଥ ବୋଧହୁଏ ଦେଖିନଥିବେ ।ଫୁଲବାଣୀ ସହ ର ର ନଦୀ ଖଣ୍ଡି ସାହୀ ରେ ରହୁଥିବା ପ୍ରତ୍ୟୁଷ କୁମାର ଚୌଧୁରୀ ନାମକ ଜଣେ ଯୁବକ ଅତି ସୁନ୍ଦର ଓ ନିଖୁଣଭାବେ କୁନି ରଥ ନିର୍ମାଣ କରିଛନ୍ତି । ସେ ପୁଣି ଚକଖଡିରେ ଛୁଞ୍ଚି ସାହାଯ୍ୟରେ ଖୋଦେଇ କରିଛନ୍ତି । ଏହି ରଥ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏହି ରଥର ଉଚ୍ଚତା […]

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କକାର୍ଯ୍ୟ।ଳୟ ସମ୍ମ୍ମଖରେ ଶୁକ୍ରବାର କଂଗ୍ରସ ପକ୍ଷରୁ ଡିଜେଲ, ପେଟ୍ରୋଲ, ଇନ୍ଧନ ଗ୍ୟାସ, ଖାଇବା ତେଲ, ଅହେତୁକ ଦର ବୃଦ୍ଧିର ପ୍ରତିବାଦ କରିବା ସହ ବିକ୍ଷୋଭ, ପ୍ରଦର୍ଶନ କରାଯାଇଥିଲା।ଏଥିରେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନା ଏକ, ଆଇଏନଟିୟୁସିନେତା ଘନ କୁମାର ଶବର, ଅବଜରଭର ବିସ୍କୟ ମହାପାତ୍ର, ଯୁବ କଂଗ୍ରେସ ସଭାପତି ବସନ୍ତ ପାଢି, ଛାତ୍ରନେତା ଅନୁପମ କ ହଁ ର, ନଗର କଂଗ୍ରେସ. ସଭାପତି ଶିବଶଙ୍କର ବେହେରା […]

କନ୍ଧମାଳ ମିଡ଼ିଆ ଫୋରମର ନୂତନ କର୍ମକର୍ତ୍ତା

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ) ଶୁକ୍ରବାର ଏକ ସରକାରୀ ପଞ୍ଜିକୃତ ସାମ୍ବାଦିକ ସଂଘକନ୍ଧମାଳ ଜିଲ୍ଲା ମିଡିଆ ଫୋରମର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହୋଇ ଥିଲା।ସଭାପତି ଶିବାନନ୍ଦ ପଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ ସଂପାଦକ ପ୍ରଶାନ୍ତ ପଣ୍ଡା ସୂଚନା ଦେଇଥିଲେ। ଓସଦସ୍ୟମାନେ ଆନ୍ତରୀକ ସହଯୋଗ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।ସେହିପରି ସଂଘର କାର୍ଯ୍ୟକାଳ ପୁରି ଯାଇଥିବାରୁ ଆଗାମୀ ୨ବର୍ଷ […]

ବାଇକ୍ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ବାପା ଙ୍କ ମୃତ୍ୟୁ, ପୁଅ ଗୁରୁତର

ଫୁଲ ବାଣୀ-( ସୁନୀଲ ପଟନାୟକ)ଶୁକ୍ରବାର ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତିଳକପଡ଼ା ନିକଟରେ ବାଇକ୍ ସହ ଟ୍ରାକ୍ଟରର ମୁହାମୁହିଁ ଧକ୍କା ହେବା ଫଳରେ ବାଇକରେ ବସିଥିବା ବାପାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ପୁଅକୁ ଅଗ୍ନିଶମ ବିଭାଗ ସହାୟତାରେ ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।ମୃତକ ଜଣଙ୍କ ହେଲେ ଟିକାବାଲି ଥାନ। ଅଞ୍ଚଳର କଇଁ ଝର ଗ୍ରାମ ର ଶ୍ୟାମସୁନ୍ଦରସାହୁ।ବାପା ପୁଅ ବାଇକରେକଇଁଝରରୁ ଫୁଲବାଣୀ ଆସୁଥିବାବେଳେ ତିଳକପଡ଼ା ଛକଠାରେ ଟ୍ରାକ୍ଟର ସହ […]

ଆବାସ ଯୋଜନା ଦୁର୍ନିତି ପ୍ରତିବାଦରେ ବିଜେପି ପକ୍ଷରୁ ବ୍ଳକ ଘେରାଓ

ଫୁଲବାଣୀ -(ସୁନୀଲ ପଟନାୟକ )-ବାଲିଗୁଡା ବିଜେପି ପକ୍ଷରୁ ଆବାସ ଯୋଜନା ଦୁର୍ନିତି ବିରୋଧରେ ବାଲିଗୁଡା ବ୍ଳକ ଘେରାଓ ସହିତ ବିଡିଓଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।କନ୍ଧମାଳ ଜିଲ୍ଲାରେ ଆବାସ ଯୋଜନା ଗରିବ ହିତାଧିକାରିଙ୍କୁ ନ ମିଳିବା,ଟଙ୍କା ଲାଞ୍ଚ ନଦେଲେ ହିତାଧିକାରି ଘର ପାଇବାରୁ ବଞ୍ଚିତ ହେବା,ପ୍ରଧାନମନ୍ତୀ ଆବାସ ଯୋଜନା ଫଳକ ନିକଟରେ ମୁଖ୍ୟମନ୍ତୀଙ୍କ ଫଳକ ରହିବାକୁ ନେଇ ବିଜେଡି ଉପରେ ବର୍ଷିଛି ଦଳ ।ଏହି ଦୁର୍ନିତି ବିରୋଧରେ ବିଜେଡି ସରକାରଙ୍କୁ ନିନ୍ଦା କରିବା ସହିତ […]

ଉନ୍ନୟନମୂଳକ କାର୍ଯ୍ୟ ଦେଖିବା ଲାଗି ଜଳଚ୍ଛାୟା ନିର୍ଦ୍ଦେଶକ ଙ୍କ କନ୍ଧମାଳ ଗ୍ରସ୍ତ

ଫୁଲବାଣୀ-( ସୁନୀଲ ପଟନାୟକ) ଉନୟନ୍ନ ମୂଳକ କାର୍ଯ୍ୟ କିପରି ଚାଲିଛି ସେ ନେଇ ପୁଙ୍ଖାନୁପୁଙ୍ଖ ତଦାରଖ କରିବାପାଇଁ ରାଜ୍ୟ ଜଳଛାୟା ମିଶନ ନିର୍ଦ୍ଦେଶକ ହେମନ୍ତ ପଣ୍ଡା ଶନିବାର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସୁଛନ୍ତି। ଶ୍ରୀପଣ୍ଡା କଳାହାଣ୍ଡି ଦେଇ ତୁମୁଡିବନ୍ଧ ବାଲିଗୁଡ।, କନୁ ଆଗାଁ,ଫିରିଙ୍ଗିଆ ଆଦି ଅଞ୍ଚଳର କିଛି ପ୍ରକଳ୍ପବୁଲି ଦେଖିବେ।କନ୍ଧମାଳ ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ୍ନ ପ୍ରକଳ୍ପ (ୱାଟେର ସେ ଡ)ରେ କୋଟି କୋଟି ଟଙ୍କା ବ୍ୟୟରେ ଜଳ ସଂରକ୍ଷଣ କରି ଚାଷ […]

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ତିଗିରିଆ ବ୍ଲକ ଘେରାଉ କଲା ବିଜେପି

ତିଗିରିଆ(ଉଲାପ୍ର)ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ରାଜ୍ୟ ବିଜେପି ଦଳ ରାଜ୍ୟର ସବୁ ବ୍ଲକ ଘେରି ଥିବା ବେଳେ ଶୁକ୍ରବାର ଦିନ ତିଗିରିଆ ବ୍ଲକ ବିଜେପି ଦଳ ତରଫରୁ ବ୍ଲକ ଅଫିସ ଘେରାଉ କରାଯାଇଥିଲା, ବିଜେପି ନେତା ବ୍ରଜେନ୍ଦ୍ର ରାୟ ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ପାଞ୍ଚ ଗାଁ ଶିବ ମନ୍ଦିର ଠାରୁ ବାହାରି ତିଗିରିଆ ବ୍ଲକ ଆଗରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ,ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ବିଜେପି ନେତା ବିକ୍ରମ କେଶରୀ ଦାସ,ଶଙ୍କର୍ଷଣ […]