ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୦୯ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-କୃଷ୍ଣପକ୍ଷତିଥି-ଅମାବାସ୍ୟାନକ୍ଷତ୍ର- ଆର୍ଦ୍ର। ରାତ୍ରି ଘ ୧୧/୩୯ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁଚନ୍ଦ୍ର- ମିଥୁନଯୋଗ-ଧ୍ରୁବକରଣ-ଚତୁଷ୍ପଦସୌରମାସ-ମିଥୁନ ୨୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୯✧═════•❁❀❁•═════✧ଯୋଗିନୀ ଐଶାନ୍ୟକନ୍ୟା ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରଅମାବାସ୍ୟା ର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୮/୩୪ଗତେ ଘ୧୧/୫୩ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା ଘ୧୧/୪୧ ଗତେ ଘ୦୨/୦୪ ମଧ୍ୟେ ଓ ରାତ୍ରି ଘ୦୮/୪୯ ଗତେ ଘ୦୧/୩୫ ମଧ୍ୟେବିଶୁଦ୍ଧ ମହେନ୍ଦ୍ର ବେଳ।- ଦିବା […]

ଓଡିଶାର ଅଲମ୍ପିୟାନଙ୍କ ସହିତ କଥା ହେଲେ, ଉତ୍ସାହିତ କଲେ, ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ,ସ୍ଵର୍ଣ ଜିତିଲେ ୬ କୋଟି,ରୌପ୍ୟ ଜିତିଲେ ୪ କୋଟି,ବ୍ରୋଞ୍ଜ ଜିତିଲେ ୨,୫ କୋଟି ଘୋଷଣା କଲେ

ଭୁବନେଶ୍ୱର(ଉଲାପ୍ର୍)ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକସ ହେଉଛି ଜୀବନର ଶ୍ରେଷ୍ଠ ସ୍ଵପ୍ନ । ଏହି ଅବସରରେ ଅଲମ୍ପିୟାନ ଦୁତୀ ଚାନ୍ଦ , ପ୍ରମୋଦ ଭଗତ, ଦୀପ ଗ୍ରେସ ଏକ୍କା, ନମିତା […]

ବାଲିଗୁଡା ରେ ରଥଯାତ୍ରା ପ୍ରସ୍ତୁତି ବୈଠକ: ବିନା ଭକ୍ତରେ ଯଥା ରୀତିନୀତି ରେ ପାଳନ ହେବ ରଥଯାତ୍ରା

ବାଲିଗୁଡ଼ା,୦୮/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ କୋଭିଡ କଟକଣା ମଧ୍ୟ ରେ ବିନା ଭକ୍ତରେ ହେବ ରଥଯାତ୍ରା। ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରା ପ୍ରସ୍ତୁତି ବୈଠକ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କେବଳ ସେବାୟତ ମାନଙ୍କୁ ନେଇ ରୀତିନୀତି ଅନୁଯାୟୀ ଅସ୍ଥାୟୀ ମଣ୍ଡପ ରେ ଯାତ୍ରା ପାଳନ ହେବା ପାଇଁ ଆଲୋଚନା ହୋଇଥିଲା। ଏହି ବୈଠକ ରେ ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଦସ୍ୟ ମଧୁସୂଦନ ଦାସ, […]

ଭୈରବୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ହଷ୍ଟେଲ ଛାଡ଼ିବା ଘଟଣା:

ସ୍କୁଲ କମିଟି ଅଡିବସିଲେ: ପ୍ରଧାନ ଶିକ୍ଷୟତ୍ରୀ ବଦଳିଲେବାଲିଗୁଡା,୦୮/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ସ୍ଥିତ ମା ଭୈରବୀ ଉଚ୍ଚ ବିଦ୍ୟାଳୟ ରେ ଲାଗି ରହିଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଦାବୀ ଦୀର୍ଘ ଦିନ ପରେ ଗୁରୁବାର ଜିଲ୍ଲା ସହକାରୀ ଶିକ୍ଷାଧିକାରୀ ମାନସ କୁମାର ଜେନା ତାଙ୍କୁ ବଦଳି କରିଛନ୍ତି। ବିଦ୍ୟାଳୟ ପରିସରରେ ଥିବା ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲ ପରିସରରୁ ଏପ୍ରିଲ ୧ତାରିଖ ରାତି ଅଧରେ ହଷ୍ଟେଲ […]

ଛଅ କୁଇଣ୍ଟାଲ ଗ6ଜଂଇ ଜବତ, ଜଣେ ଗିରଫ

ଫୁଲବାଣୀ-(ସୁନୀଲ ପଟନାୟକ)କନ୍ଧମାଳ ଜିଲା ଗୋଛାପଡ଼ା ପୋଲିସ କୌଣସି ସୁତ୍ରରୁ ଖବର ପାଇ କଟ୍ରିଙ୍ଗିଆ ର ଡୁଣୁକି ଗ୍ରାମରେ ଚଢ଼ାଉ କରି ଛଅ କ୍ଵିଣ୍ଟାଲ ୧୨ କେଜି ଗ6ଞ୍ଜଇ ଜବତ କରିବା ସହ ଏ ସଂପର୍କରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ସେହି ଗ୍ରାମର ସୁନୀଲ ପ୍ରଧାନ। ସେ ଏହି ସବୁ ଗ6ଜଂ ଇକୁ ଚାଲାଣ କରିବାକୁଗଛି ତ ରଖିଥିବା ଗୋଛାପଡ଼ା ଥାନା ଅଧିକାରୀ ରଣଜିତ କୁମାର ମୁନୀ କହିଛନ୍ତି । ପୋଲିସ ୪୬/୨୧ରେ […]

ଅଚିନ୍ହା ଵ୍ୟକ୍ତି ର ଶବ ଉଦ୍ଧାର, ହତ୍ୟା ସନ୍ଦେହ

.ଫୁଲବାଣୀ -(ସୁନୀଲ ପଟନାୟକ )ଗୁରୁବାର ଫୁଲବାଣୀ ସହର ନିକଟ ୠଜଂଗୀ ସ୍ଥିତ ପେଟ୍ରୋଲ ପମ୍ପ ସମୁଖରେ ଥିବା ଏକ କୋଠା ଘର ଛାତ ଉପରେ ଜଣେ ଅଚିନ୍ହା ଵ୍ୟକ୍ତି ର ଶବ ଜବତ କରିଛି ପୋଲିସ lମୃତକ ଜଣକ ଜ଼ିଲା ବାହାର ର ବୋଲି ଜଣାପଡିଛି lଵ୍ୟକ୍ତି ଜଣକ କିଏ ଓ କେଁଉ ପରିସ୍ଥିତି ରେ ଛାତ ଉପରେ ମୃତ୍ଯୁ ହେଲା ତାର ତଦନ୍ତ କରୁଛି ସଦର ପୋଲିସ lଵ୍ୟକ୍ତି ଜଣକୁ କିଏ ହତ୍ୟା କରିଛି ନା […]

ଗୁଦାରି ଆରଆଇ କାର୍ଯ୍ୟାଳୟ ଭିତରୁ ନାଗସାପ ଉଦ୍ଧାର

ଫୁଲବାଣୀ-( ସୁନୀଲ ପଟନାୟକ)କନ୍ଧମାଳ ଜିଲା ଖଜୁରିପଡ଼ା ତହସିଲ ଅନ୍ତର୍ଗତ ଗୁଦାରି ରେ ଭି ନ୍ଯୁ ଇନସପେକ୍ଟର ଙ୍କ କାର୍ଯ୍ୟାଳୟ ମଧ୍ୟରୁ ଏକ ନାଗସାପକୁ ଉଦ୍ଧାର କରାଯାଇଛି। ଟିମ ହ୍ୟୁମାନିଟିର ସ୍ନେକ ହେଲପ ଲାଇନ ର ଭି ଜଗନାଥ ରାଜୁ ଓ ଅନ୍ୟମାନେ ସେଠାରେ ପହଞ୍ଚି ଉଦ୍ଧାର କରିଥିଲେ।ପରେ ସାପଟିକୁ ଜଙ୍ଗଲ ମଧ୍ୟରେ ଛାଡିଦିଆଯାଇଥିଲା।ସୂଚନାଯୋଗ୍ୟ ଯେ ଗୁରୁବାର ଅଫିସ କାମ ଚାଲିଥିବ । ବେଳେ କର୍ମଚାରୀମାନେ ସ।ପଟିକୁ ଦେଖି ଭୟରେ ଚିତ୍କାର କରି ବାହାରକୁ ଚାଲିଆସିଥିଲେ।ପରେଆରଆଇ ସୁନୀଲ କୁମାର […]

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ନେଇ ବିଜେପିର ଆଠଗଡ ବ୍ଲକ ଘେରାଉ,ଆଠଗଡ ଏନଏସିରେ ଶହେ କୋଟି ଟଙ୍କାର ଆବାସ ଦୁର୍ନୀତି ଅଭିଯୋଗ

ଆଠଗଡ(ଉଲାପ୍ର)ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କାକୁ ବିଜେଡି ସରକାର ବାଟ ମାରଣା କରୁଥିବାରୁ ଏହାକୁ ନେଇ ତାତିଛି ଓଡିଶା ବିଜେପି,ସବୁ ନିର୍ବାଚନ ମଣ୍ଡଳୀର ବ୍ଲକ ଓ ଏନଏସି ଅଫିସ ଆଗରେ ବିଜେପି ଦଳ ପ୍ରତିବାଦ ଆରମ୍ଭ କରିଛି,ଗୁରୁବାର ଦିନ ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଦଳୀୟ ଅଫିସ ଠାରୁ ବାହାରି ସହର ପରିକ୍ରମା କରିବା ସହିତ ଆଠଗଡ ବ୍ଲକ ଅଫିସ ଠାରେ ପହଁଚି ଥିଲେ ଦଳୀୟ କର୍ମୀ,ବ୍ଲକ ଅଫିସ […]

ଘଣ୍ଟ,ଥାଳି ବାଡେଇ ଖଞ୍ଜଣି ବଜେଇ ଅଭିନବ ଉପାୟରେ ପ୍ରତିବାଦ କଲେ କଂଗ୍ରେସ ଦଳ

ଆଠଗଡ(ଉଲାପ୍ର)କେନ୍ଦ୍ର ରେ ଥିବା ବିଜେପି ମୋଦି ସରକାରଙ୍କ ଦ୍ୱାରା ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ର ଅହେତୁକ ମୂଲ୍ୟ ବୃଦ୍ଧି ଫଳରେ ସାଧାରଣ ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ଆର୍ଥିକ ବୋଝ ବଢି ବଢି ଚାଲିଛି। ପେଟ୍ରୋଲ ଓ ଡିଜେଲ ୧୦୦ ଟଙ୍କା ଛୁଇଁଲାଣି, ରନ୍ଧନ ଗ୍ୟାସ ୧୦୦୦ ଟଙ୍କା ରେ ପହଁଚିଲାଣି। ରାଜ୍ୟରେ ଥିବା ନବୀନ ସରକାର ଓ କେନ୍ଦ୍ର ଥିବା ମୋଦି ସରକାର ଟିକସ ବାବଦ ରେ ପ୍ରାୟ ୬୦ପ୍ରତିଶତ ରୁ ଅଧିକ […]

ଆମେରିକାରେ ଓଡ଼ିଆ ସାଂସ୍କୃତିକ କେନ୍ଦ୍ର ଉଦ୍‍ଘାଟିତ

ହ୍ୟୁଷ୍ଟନ ୭ା୭ : ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଟେକ୍‍ସାସ୍‍ ରାଜ୍ୟର ହ୍ୟୁଷ୍ଟନ ମହାନଗରୀରେ ଓଡ଼ିଶାର ଏକ ସାଂସ୍କୃତିକ କେନ୍ଦ୍ର ନିକଟରେ ପ୍ରତିଷ୍ଠା କରାଯାଇଥିବା ଜଣାଯାଇଛି । ଡଃଏସ୍‍.କେ. ଦାଶ ସେଣ୍ଟର ଫର ଓଡ଼ିଆ କଲ୍‍ଚର ନାମକ ଏହି କେନ୍ଦ୍ରକୁ ପ୍ରଖ୍ୟାତ ବୈଜ୍ଞାନିକ ଓ ସମାଜସେବୀ ଡଃ ସୀତକଣ୍ଠ ଦାଶ ଏବଂ ତାଙ୍କର ସହଧର୍ମିଣୀ କବୟିତ୍ରୀ କଳ୍ପନା ଦାଶପାରମ୍ପରିକ ଫିତା କାଟି ଉଦ୍‍ଘାଟନ କରିଥିଲେ । ୩୧୦୧, ଫିକୱେ ମାର୍ଗଠାରେ ଓରିସା କଲଚର ସେଣ୍ଟର (ଓ.ସି.ସି) ଦ୍ୱାରା ନିର୍ମିତ ଏହି […]