ଆଗକୁ ବର୍ଷା ଆସୁଛି, ଗାଁକୁ ରାସ୍ତା ନାହିଁ

୪୨୧ଗାଁ ବାହ୍ୟ ଜଗତରୁ ବିଛିନ୍ନ ଆଶଙ୍କାଫୁଲବାଣୀ- (ସୁନୀଲ ପଟନାୟକ)ଏବେ ବର୍ଷାଦିନ ଆସିଲାଣି। ଆଗକୁ ଜୋରରେ ଛେଚି ବ।ଏ ପଟେ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକର ୧୭୧ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୫ ଶହରୁ ଉର୍ଦ୍ଧ୍ଵ ଛୋଟବଡ଼ ଗ୍ରାମ ରହିଛି ।ସେ ମଧ୍ୟ ରୁ କୁ ଆଡେ ୪୨୧ଗ୍ରାମକୁରାସ୍ତା ନାହିଁ। ଲୋକେ ପାହାଡ଼ ପର୍ବତ ନଦୀ ନାଳ ଡେଇଁ ବହୁ କଷ୍ଟରେ ଜୀବନକୁ ବାଜୀ ଲଗାଇ ଚାଲିଚାଲି ଯିବା ଆସିବା କରୁଛନ୍ତି । ଗାଡି ମଟର ଯିବା ସାତ ସପନ,Iଖରାଦିନରେ […]

ଫୁଲବାଣୀ ଜିଲ୍ଲାରେ ମୋବାଇଲ ଟାୱାର ନାହିଁ,ପିଲା ଗଛ ଡାଳରେ ବସି ପାଠ ପଢୁଛନ୍ତି

ଗଛ ଡାଳରେ ପାଠପଢ଼ାଫୁଲବାଣୀ- (ସୁନୀଲ ପଟନାୟକ)ଦେଖନ୍ତୁ ସାର । ସରକାର କରେ । ନା ମହାମାରି ପାଇଁ ଗତ ମାର୍ଚ୍ଚ ୨୦୨୦ ରୁ ସ୍କୁଲ କଲେଜ ସବୁ ବନ୍ଦ ରଖିଛନ୍ତି। ଅନଲାଇନରେ ପାଠ ପଢାଉଛନ୍ତି। ଶେଷରେବାପାଙ୍କୁ କହି କହି ଫୋର ଜିମୋବାଇଲ ଟିଏକଣିଲି ପଢିବି ବୋଲି । ହେଲେ ଗାଁକୁ ନେଟୱାର୍କ ଆସୁନି । ଫଳରେ ଘରୁ ଦୁରରେ ଥିବା ଏହି ଗଛ ନିକଟରେ ନେ ଟ ୱାର୍କ ଟିକିଏ ଧରୁଛି ଏଣୁ ଗଛ ଡାଳରେ ବସି […]

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ସମ୍ମୁଖରେ ଆଜି କଂଗ୍ରସ ପକ୍ଷରୁ ଡିଜେଲ, ପେଟ୍ରୋଲ, ଇନ୍ଧନ ଗ୍ୟାସ, ଖାଇବା ତେଲ, ଅହେତୁକ ଦର ବୃଦ୍ଧିର ପ୍ରତିବାଦ କରିବା ସହ ବିକ୍ଷୋଭ, ପ୍ରଦର୍ଶନ କରାଯାଇଥିଲା।ଏଥିରେ ଚକାପାଦ ବ୍ଲକ ସଭାପତି ହରିଶ ଚନ୍ଦ୍ର କହଁର, ଉପସଭାପତି ଦେବିଦତ୍ତ ନାୟକ, ପୂର୍ବତନ ବିଧାୟିକା ଶ୍ରୀମତି ଅଜୟନ୍ତି ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଶ୍ରୀ ସନ୍ତୋଷ ପଟନାୟକ, ଏ ସି ସେଲ ବ୍ଲକ ସଭାପତି ସଂଜିତ କୁମାର ନାୟକ, ଆଇ, ଏନ […]

ଅନ୍ତେବାସୀ ଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ଫୁଲବାଣୀ -(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ଼ ବ୍ଲକ ର ଜାମଝର ଗ୍ରାମରେ ଆନାଥ ଆଶ୍ରମରେ “”ଆପଣ ଏକା ନୁହଁନ୍ତି ପାଉଣ୍ଡସେନ “”ତରପରୁ ଆଶ୍ରମରେ ରହୁଥିବା 40ଜଣ କୁନି କୁନି ପିଲାମାନଙ୍କୁ ଖାତା, ପେନ,ପେନସିଲ,ରବର,ବିସ୍କୁଟ,ଏବଂ ରନ୍ଧା ଖାଦ୍ୟ ଦିଆଯାଇଥିଲା,ଆଶ୍ରମର ପ୍ରତିଷ୍ଠାତା ଶ୍ରୀ ବିଜୟ ପ୍ରଧାନ ଆପଣଙ୍କ ଏକା ନୁହଁନ୍ତି ଫା ଉଣ୍ଡସେନ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଫା ଉଣ୍ଡସେନରେ ସଦସ୍ୟ ବୁଲୁ ମଲିକ,ପ୍ରଣବ କୁମାର ବେହେରା, ସ୍ୱଧୀନ ବେହେରା, ପ୍ରତାପ ନାୟକ, ବିଭୁତିନାୟକପ୍ରମୁଖ […]

ନିଖୋଜ ଡ୍ରାଇଭରର ମୃତଦେହ ଉଦ୍ଧାର ହତ୍ୟା ନା ଆତ୍ମହତ୍ୟା ସନ୍ଦେହଜନକ

ଫୁଲ ବାଣୀ- (ସୁନୀଲ ପଟନାୟକ)୩ ଦିନ ଧରି ନିଖୋଜ ଥିବା ଜଣେ ଟ୍ରକ ଡ୍ରାଇଭରର ମୃତଦେହ ଝୁଲନ୍ତ। ଅବସ୍ଥାରେ ଉଦ୍ଧାର ହୋଇଛି ।ମୃତ ଡ୍ରାଇଭର ଜଣକ ହେଲେ ବୌଦ୍ଧ ଜିଲ୍ଲା ପୁରଣା କଟକ ଅଞ୍ଚଳର ଆଲୋକ ପ୍ରଧାନ। ଆଲୋକ ମାଲବୋଝେଇ ଟ୍ରକକୁ ସଦର ଥାନା ଅନ୍ତର୍ଗତ ବଲମ ପଦରରାସ୍ତାରେ ଛାଡିଦେଇଥିଲେ। ଏନେଇ ଟ୍ରକ ମାଲିକ ଗତ ୪ ତାରିଖରେ ସଦର ଥାନାରେ ଏତେଲା ଦେଇ ଥିଲେ।ତେବେ ଘଟଣାର ୩ ଦିନ ପରେନିକଟସ୍ଥ ଶ୍ରାସାନଣ୍ଡା ଜଙ୍ଗଲରେ ଏକ ଗଛରେ […]

ମହିଳା ସ୍ଵେଛାସେବୀ ଙ୍କ ଅକାଳ ମୃତ୍ଯୁ ରେ ଶୋକ

ଫୁଲବାଣୀ -(ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ଫୁଲବାଣୀ ନେହୁରୁ ଯୁବ କେନ୍ଦ୍ରର ଜଣେ ମହିଳା ସ୍ଵେଛା ସେବୀ ଙ୍କ ଅକାଳ ମୃତ୍ଯୁ ରେ ଶୋକ ର ଛାୟା ଖେଳିଯାଇଛି lଆଜି ଫୁଲବାଣୀ ସହର ରେ ନେହୂରୁ ଯୁବ କେନ୍ଦ୍ର ରେ ଭଲ୍ୟୁ ଣ୍ଟରଭାବେ କାର୍ଯ୍ୟ କରୁଥିବା ଚୁନୁରି ଜେନା ନାମକ ଏକ ଯୁବତୀ ଙ୍କମୃତ୍ଯୁ ହୋଇଛି lସୂଚନା ଅନୁଯାୟି, ଗତ ୨ତାରିଖରେ ଚୁ ନରି ନିଜ ଅଫିସ୍ କୁ ଆସିଥିଲେ ଏବଂ କାର୍ଯ୍ୟାଳୟ ରେ ତାଙ୍କର […]

ଚିକିତ୍ସାରେ ଅର୍ଥ ସାଜିଛି ବାଧକ ସରକାରି ସହାୟତାକୁ ଅପେକ୍ଷା

:ଫୁଲବାଣୀ- (ସୁନୀଲ ପଟନାୟକ)ସରକାର ଗରୀବ ଲୋକ ଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଅନେକ ଯୋଜନା କରିଛନ୍ତି ହେଲେ ଏ ସବୁ ଯୋଜନା ସ6ତ ଯେପରି ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ସାତସପନ ପାଲଟିଛି।ଉପଯୁକ୍ତ ସ୍ୱାସ୍ଥ୍ୟସେବା ନ ପାଇ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । ଅଭିଯୋଗ କଲେ ବି ଶୁଣିବାକୁ କିଏ ନାହିଁ। ଏଭଳି ଅଭିଯୋଗ ଆସିଛିକନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ପଞ୍ଚାୟତ ସମିତିର କରକୁଡୁପା ପଞ୍ଚାୟତର ଉପାନ୍ତ ଅଞ୍ଚଳ ଟକପଦର୍ ଗ୍ରାମରୁ ।ଗ୍ରାମର ଜଣେ ୭୦ ବର୍ଷିୟା […]

କନ୍ଧମାଳ : ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

କନ୍ଧମାଳ,୬/୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଥାନା ଅଞ୍ଚଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ପୋସ୍କୋ ଅଦାଲତ ଅଭିଯୁକ୍ତ ଟୁନା ପ୍ରଧାନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୪ ମସିହା ଖରା ଛୁଟିରେ ନାବାଳିକା ସ୍କୁଲ ଛାତ୍ରୀ ଜଣଙ୍କ ହଷ୍ଟେଲରୁ ଆସି ନିଜ ଘରେ ଥିବାବେଳେ ଦିନେ ରାଇକିଆ କୁ ବହିକିଣିବାକୁ ଯାଇଥିଲା। ସେଠାରେ ଅଭିଯୁକ୍ତ ଟୁନା ପ୍ରଧାନ ତାକୁ ନିଜଘରକୁ […]

ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ପ୍ରତିବାଦରେ ତିଗିରିଆ ବ୍ଲକ ଆଗରେ ଘଣ୍ଟ,ଥାଳି ବାଡେଇ ଅଭିନବ ଉପାୟରେ ପ୍ରତିବାଦ କଲା କଂଗ୍ରେସ

ତିଗିରିଆ(ଉଲାପ୍ର)ବୁଧବାର ଠାରୁ ସାରା ରାଜ୍ୟରେ କଂଗ୍ରେସ ଆରମ୍ଭ କରିଛି ଅଭିନବ ଉପାୟରେ ପ୍ରତିବାଦ,ପେଟ୍ରୋଲ,ଡିଜେଲ ଦର ଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଏହି ଆନ୍ଦୋଳନ ଆରମ୍ଭ କରିଛି,ହାତରେ ଅଛି ଘଣ୍ଟ ଓ ଥାଳି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାକୁ ମାତ ଦେବାପାଇଁଥାଳି,ଘଣ୍ଟ ବାଡେଇବା ପାଇଁ ଲୋକଙ୍କୁ କହିଥିବା ବେଳେ କଂଗ୍ରେସ ରାଜ୍ୟରେ କଂଗ୍ରେସ କର୍ମୀମାନଙ୍କୁ ନେଇ ସାରା ଓଡ଼ିଶାରେ ବ୍ଲକ ଅଫିସ ଆଗରେ ଥାଳି,ଘଣ୍ଟ ବାଡେଇବା ଆରମ୍ଭ କରିଛି,ଯୋଉ ପର୍ଯ୍ୟନ୍ତ ପେଟ୍ରୋଲ,ଡିଜେଲ ଦର ନ କମିଛି ସେ ପର୍ଯ୍ୟନ୍ତ ସାରା […]

ଡ଼ ଜିମୁତ ମଙ୍ଗରାଜଙ୍କ ଏକାଦସାହ ରେ ଭୁବନେଶ୍ୱର ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଡଭୁବନେଶ୍ୱର(ଲଲାଟେନ୍ଦୁ ସେନାପତି)ଉତ୍କଳ ସାମ୍ବାଦିକ ସଂଘର ସଭାପତି, ନେତା ରାଜନୈତିକ କାଗଜର ସମ୍ପାଦକ,ବରିଷ୍ଠ ସାମ୍ବାଦିକ, ସଚିବାଳୟ ସାମ୍ବାଦିକ ସଂଘର ସଭାପତି ତଥା ବହୁ ଅନୁଷ୍ଠାନ ସହିତ ଜଡିତ ଥିବା ବ୍ୟକ୍ତି ଡ଼ ଜିମୁତ ମଙ୍ଗରାଜଙ୍କ ପରଲୋକରେ ଏକା ଦଶାହ ଦିବସରେ ଆଜି ଭୁବନେଶ୍ୱର ଠାରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ସରକାରୀ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି, ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟଶାଣୀ,ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର,ପୂର୍ବତନ […]