ଓଏସଆରଟିସି ବସଆଜିଠୁ ଚାଲିଲା

ଫୁଲବାଣୀ- (ସୁନୀଲ ପଟନାୟକ)କରୋନା ସଂକ୍ରମଣ ବଢୁଥିବା ଯୋଗୁ୍ରାଜ୍ୟସରକାର ଗତ ମେ ମାସରୁ ଜୁନ ୩୦ ଯାଏ ଲକ ଡ଼ାଉନ ଘୋଷଣା କରିବସ ହ ବସ ଚଳାଚଳ ବନ୍ଦ କରିଦେଇଥିଲେ। କିନ୍ତୁ ମଙ୍ଗଳବାର ଆଜି ରାଜ୍ୟ ସରକାର ଙ୍କ ନିଷ୍ପତ୍ତି କ୍ରମେ O. S. R. T. C ବସ ଚଳାଚଳ ଆରମ୍ଭ ହୋଇଛି l ସେଇ ଭଳି କନ୍ଧମାଳ ଜିଲ୍ଲା ରେ ମଧ୍ୟ ସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି l ଫୁଲବାଣୀ ଠାରୁ 7 ଟି […]

ଭୋଜି କୁଯିବା ବେଳେ ଅଟୋ ଓଲଟିଲା .୪ ଗୁରୁତର

ଫୁଲବାଣୀ- (ସୁନୀଲ ପଟନାୟକ)ଭୋଜି କୁଯିବା ବେଳେ ଅଟେ । ଓଲଟି ପଡିବା ଫଳରେ ୨୫ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରତର ଆହତ ହୋଇଛନ୍ତି ।ଘଟଣା ଘଟିଛି ଦ।ରିଙ୍ଗବାଡି ଥାନ। ଅନ୍ତର୍ଗତ ସିମନବାଡି ରୋଖବରରୁ ପ୍ରକାଶ ଯେ ଏକ ଅଟେ । ଯୋଗେ ତିଲୋରୀ ପଞ୍ଚାୟତର ଆରାକାମ୍ଵା ଗ୍ରାମରୁ ପର୍ତ୍ତମାହା ପଞ୍ଚାୟତ ଅନ୍ତର୍ଗତ କାଡ଼ା ସପଟା ଗ୍ରାମକୁ ଏକ ଭୋଜି ଖାଇବା ଲାଗି ଯାଉଥିବାବେଳେ ଭାରସାମ୍ୟ ହରାଇସିମନବାଡିଠାରେ ଓଲଟି ପଡିଥିଲା । କରୋ ନା […]

ବିଜୁ ଜନତା ଦଳର କାର୍ଯ୍ଯକର୍ତ୍ତା ମାନଙ୍କ ବିଜେପିରେ ଯୋଗଦାନ

ବରଗଡ,ତା ୫ ୵ ୭ଡା: ଶ୍ଯାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ସାରା ଦେଶରେ ଭାରତୀୟ ଜନତା ପାର୍ଟିର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚାଳିଥିବା ବେଳେ ଆଜି ସୋମବାର ଦିନ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତ ବିଜୁ ଜନତାଦଳ ର କେତେକ ପ୍ରମୁଖ କାର୍ଯ୍ଯକର୍ତ୍ତା ଆଜି ପାଇକମାଲ ଠାରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ବିଜୁ ଜନତା ଦଳର […]

ବରଗଡ ନୁତନ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ବରଗଡ:-ପଶ୍ଚିମ ଓଡିଶା କଳାକାର ମହାସଂଘ ସଭ୍ୟମାନେ ବରଗଡ଼ରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ମୋନିଷା ବାନାର୍ଜୀ ଆଇ ଏ ଏସ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏଥିରେ ପଶ୍ଚିମ ଓଡିଶା କଳାକାର ମହାସଂଘ ତଥା ରାଜ୍ୟ କଳାକାର ସଂଘ ର ସଭାପତି ଚୈତନ୍ୟ ପାଇକ ଏବଂ ଉପ ସଭାପତି ତଥା ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର କଂସ ମହାରାଜ ଭୁବନେଶ୍ବର ପ୍ରଧାନଙ୍କ ସମେତ ପଶ୍ଚିମ ଓଡିଶା କଳାକାର ମହାସଂଘର ସଭ୍ୟମାନେ ଉପସ୍ଥିତ […]

୭୨ତମବନମହୋତ୍ସବ ଅବସରରେ ପର୍ଯ୍ୟ ଟନ ସ୍ଥଳୀ ରେ ବୃକ୍ଷ ରୋପଣ

ଫୁଲବାଣୀ-(ସୁନୀଲ ପଟନାୟକ )-ବୃକ୍ଷହିଁ ଜୀବନ l ବୃକ୍ଷ ବିନା ବଂଚିବା ଅସମ୍ଭ ବ l ଏଣୁ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଁଏ ବୃକ୍ଷ ଚାରା ଲଗାଇବା ସହ ତାର ଯତ୍ନ ନେଲେ ସୁସ୍ଥ ଓ ସବୁଜପରିବେଶ ସୃଷ୍ଟି ହେବ ଓ ଆଗାମୀ ପିଢ଼ି ଏହାଦ୍ଵାରା ଲାଭବାନ ହୋଇପାରିବେ ବୋଲି ୭୨ତମବନମହୋତ୍ସବ ଅବସରରେଫୁଲବାଣୀ ବ୍ଲକ ର କଟ୍ରିଂଗିଆ ପଂଚାୟତ ର ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇବିଡ଼ିଓ ଶାନ୍ତନୁ […]

ପୁର୍ତ୍ତ ବିଭାଗର ମନମାନୀ ,ଘରେ ପାଣି ପଶିଲା

ଫୁଲ ବାଣୀ- (ସୁନୀଲ ପଟନାୟକ )ପୁର୍ତ୍ତ ବିଭାଗର ମନ ମାନୀ, ଚରମ ଅବହେଳା,6 ବପରୁଆମନୋଭାବ ଯୋଗୁଗତକାଲି ର ସାମାନ୍ୟ ବର୍ଷାରେ ରାସ୍ତାରେ ଦୁଇଫୁଟପାଣି ପ୍ରବାହିତ ହେବା ସହ କିଛି ଲୋକଙ୍କ ଘର ଭିତରେ ପାଣି ପଶିଯାଇଥିଲା। ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ ଥିଲେ। ଆଗକୁ ବର୍ଷାଦିନ। ସେତେବେଳେ କଣ ହେବ କିପରି ରହିବେ ସେ ଚିନ୍ତାରେ ସାହି ବାସିନ୍ଦା।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଷ୍ଟ୍ରପଡ଼ା ସୁନା ମିଶ୍ର ସାହି ରୋଫିସରିବାଉଣ୍ଡରି ଭିତ6ର ଥିବା ଭଙ୍ଗାନାଳରେ […]

ବୋଲେରୋ ସହ ମୂଲ୍ୟବାନ ପଟା ଜବତ

ଫୁଲ ବାଣୀ- (ସୁନୀଲ ପଟନାୟକ) ବାଲିଗୁଡା ବନ ବିଭାଗ ଡିଭିଜନ ଅନ୍ତରିତକୋଟଗଡ ବନବିଭାଗ ରେ ଞ୍ଜକୁ ମିଳିଛି ବଡ଼ ସଫଳତା । ରବିବାର ବିଳମ୍ୱିତ ରାତିରେ କୌଣସି ସୁତ୍ରରୁ ଖବର ପାଇ ରେ ଜଂ ଅଫିସ ର ସୂର୍ଯ୍ୟକାନ୍ତ ବେହେରା ଙ୍କ ନେତୃତ୍ବରେ ଜଙ୍ଗଲ ବିଭାଗ ପେଟ୍ରୋଲିଙ୍ଗଟି ମ ଝରିଘାଟ ନିକଟରେ ସଜବାଜ ହୋଇ ଛ କି ବସିଥିଲା। ଏକ ବୋଲେରୋ ପିକ ଅ ପ ଗାଡି ତୁମୁଡିବନ୍ଧରୁ କୋଟଗଡ଼କୁ ଦ୍ରୁତଗତିରେ ଆସୁଥିବା ସନ୍ଦେହ କରି ଉକ୍ତ […]

କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶପାଇଁ ଏମସିଏଲ ୪କୋଟି ଟଙ୍କା ଦେବ

.ଫୁଲବାଣୀ- (ସୁନୀଲ ପଟ୍ଟନାୟକ)ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ମହାନଦୀ କୋଲଡ ଫିଲଡ଼ (ଏମସିଏଲ) ସହଯୋଗର ହାତ ବଢାଇଛି । ଆଜି ସୋମବାର ଏନେଇ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ କନ୍ଧମାଳ ଜିଲ୍ଲାପାଳ ଡାବୁନ୍ଦାଡିଆଇଏଏସଙ୍କ ସହ ଏମସିଏଲର ଜେନେରାଲ ମ୍ୟାନେଜର(ସି ଏସ ଆର)ପି.କେ ଚକ୍ରବର୍ତ୍ତୀଙ୍କ ସହ ଏମଓୟୁ ସ୍ଵାକ୍ଷର ହୋଇଛି ।ଆରୋହଣ ଯୋଜନାରେ କନ୍ଧମାଳ ଜିଲ୍ଲାରେ ୧୯ଟି ସରକାରି ସ୍କୁଲର ଭିତ୍ତିଭୂମୀ ରବିକାଶପାଇଁ ମୋଟ୪,୦୪ କୋଟି ଟଙ୍କା ଅର୍ଥ ଅନୁବାନଯୋଗାଇଦେବ।ଏଥିରେ ଏହି ୧୯ଟି ସ୍କୁଲକୁ ଉନ୍ନତମାନର […]

ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ

ଫୁଲ ବାଣୀ-( ସୁନୀଲ ପଟନାୟକ) ରବିବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେଲପଦର ଗ୍ରାମ୍ 6ର ବିଦ୍ୟୁତ ଆଘାତରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ବେଲପଦର ଗ୍ରାମର ଶ୍ରୀବତ୍ସ ମଲିକଙ୍କ ପୁଅ ସରୋଜ ମଲିକ ବୋଲି ଜଣାପଡିଛି । ସରୋଜ କୁ ଗୁରୁତର ଅବସ୍ଥାରେ ଘର ଲୋକେ ଚିକିତ୍ସା ପାଇଁ ବ୍ରାହ୍ମଣପାଦ ମେଡିକାଲ ଆଣିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସରୋଜର ମୃତ୍ୟୁ ଘଟିଛି ।ଚକାପାଦ ଥାନା ପୋଲିସ ଏ ନେଇ […]

କନ୍ଧମାଳର ବରିଷ୍ଠ ଆଇନଜିବୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

କନ୍ଧମାଳ,୦୪/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘର ସଦସ୍ୟ ଅଜିତ କୁମାର ପାଣିଗ୍ରାହୀ(ରୁନା)ଙ୍କ ଫୁଲବାଣୀ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା ତାଙ୍କ ବିୟୋଗରେ ଫୁଲବାଣୀ ଓକିଲ ସଂଘ ତରଫରୁ ନୂତନ ବାର ହଲରେ ଓକିଲ ସଂଘର ସଭାପତି ଶିଦ୍ଧେଶ୍ଵର ଦାସଙ୍କ ତତ୍ତ୍ଵାବଧାନରେ ସମ୍ପାଦକ ଅଜିତ କୁମାର ପଟ୍ଟନାୟକଙ୍କ ସହଯୋଗ ରେଏକ ଶୋକ ସଭା ଆୟୋଜନ କରାଯାଇଥିଲା । ପ୍ରଥମେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ […]