ନୂତନ ଜିଲ୍ଲାପାଳ ଭାବେ ମନିଷା ବାନାର୍ଜୀ କାର୍ଯ୍ୟ ଭାର ଗ୍ରହଣ, କୃଷି ଓ କୃଷକ ଙ୍କ ସମାସ୍ୟା ଗୁରୁତ୍ବ ଦେବି

ବରଗଡ଼ :- କୃଷି ପ୍ରଧାନ ବରଗଡ଼ ଜିଲ୍ଲା ର କୃଷି ଓ କୃଷକ ଙ୍କ ପ୍ରତି ପ୍ରାଥମିକତା ଦିଆଯିବ। ସେହିପରି କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ ସଜାଗ ରହିବ ବୋଲି ଆଜି ବରଗଡ଼ ର ନୂତନ ଜିଲ୍ଲାପାଳ ମନିଷା ବାନାର୍ଜୀ ଆଇ .ଏ. ଏସ. କାର୍ଯ୍ୟ ଭାର ଗ୍ରହଣ କରି କହିଛନ୍ତି। ସରକାର ଙ୍କ ସମସ୍ତ ଯୋଜନାର ଯେପରି ସଫଳ ରୂପାୟନ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ। ୫ ଟି […]

ଅଜଣାଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ନୂଆଗାଁ ରେ ଅଭାବନୀୟ ଘଟଣା ଟ୍ରକ୍ ଧକ୍କା ରେ ବାଇକ୍ ଆରୋହୀ ଙ୍କମୃତ୍ୟୁ ଘଟିଥିବା ସୂଚନା ମିଳିଛି lମୃତକ ଜଣକ ହେଲେ ବେଲଘର ଗୁମ୍ମା ଗାଁ ର ବୃନ୍ଦାବନ ଜାନି lବୃନ୍ଦାବନ ନିଜ ଗାଁ ରୁ ବାଇକ୍ ଯୋଗେ ଦୂର୍ଗାପଙ୍ଗା ଅଭିମୁଖେ ଯାଉଥିବା ବେଳେ ମୁହା ମୁହିଁ ଧକ୍କା ହୋଇଥିଲା ଫଳରେ ବୃନ୍ଦାବନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲାବୃନ୍ଦାବନ ତାଙ୍କ ଝିଅ ବାହାଘର ତିଥି ନିର୍ଣ୍ଣୟ କରିବାକୁ ବାଇକରେ […]

ସୁଡ୍ରୁ କୁମ୍ପା ବନବିଭାଗ ରେ ୭୨ତମ ବନମହୋସ୍ଥବ ପାଳିତ

ଫୁଲବାଣୀ- (ସୁନୀଲ ପଟନାୟକ)ଫୁଲ ବାଣୀବନବିଭାଗ ଡିଭିଜନ ଅନ୍ତର୍ଗତ ସୁଡ୍ରୁ କୁମ୍ଫା ରେ ଜଂ ଅଧିନରେ ୭୨ ତମ ବନମହୋତ୍ସବ ପାଳିତ ହୋଇଥିଲା।ଏହି ଅବସରରେ ରେ ଜଂଅଧିନ କୁଣ୍ଡ । ପଥର ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ କିସମର ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା।ଏହି ଅବସରରେ ରେ ଜଂ ଅଫିସର ଶିଶିର କୁମାର ଝାଙ୍କର ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ଜଙ୍ଗଲ ସୁରକ୍ଷା କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ କୁଣ୍ଡା ପଥର […]

ଡକ୍ଟରସ ଡେ ରେ ଦୁଇଜଣ ଡାକ୍ତରଙ୍କୁ ସମ୍ମାନିତ କଲା ଏସବିଆଇ

.ଫୁଲ ବାଣୀ-( ସୁନୀଲ ପଟନାୟକ)କୁହାଯାଏ ଭଗବାନ ମନୁଷ୍ୟକୁ ପ୍ରଥମ ଜନ୍ମ ଦେଇଥିବାବେଳେ ଡାକ୍ତର ଦ୍ଵିତୀୟ ଜନ୍ମ ଦେଇଥାନ୍ତି । ଡାକ୍ତରମାନଙ୍କ ସେବା ସାରା ଜଗତର କୋଟି କୋଟି ଲୋକଙ୍କୁ ମୃତ୍ୟୁମୁହଁରୁ ଫେରାଇ ଆଣୁଛି । ସେମାନେ ହେଉଛନ୍ତି ଦ୍ୱିତୀୟଇଶ୍ଵର ,I ସେହି ମହାନଙ୍କ ପାଇଁ ଆଜିର ଡାକ୍ତର ଦିବସ ଉପଲକ୍ଷେ ଭାରତୀୟ ଷ୍ଟେଟବ୍ୟାଙ୍କ ଫୁଲ ବାଣୀ ମଥାନତ ସମ୍ମାନ ଜଣାଇବା ସହ ଫୁଲ ବାଣୀ ଡାକ୍ତରଖାନାର ଦୁଇଜଣ ଡାକ୍ତରଙ୍କୁ ସମ୍ମାନିତ କରିଥିଲେ ।।ସେମାନେ ହେଲେ ଡ।କ୍ଟର ମନୋରଂଜନ […]

କଟକ ରେ ବିଜେପିର ପ୍ରତିବାଦ ସଭା

କଟକ(ଉଲାପ୍ର)କଟକ ଯୋବ୍ରା ମାଛ ମାର୍କେଟ ରେ ସକାଳେ ଜୀବିକା ଅର୍ଜ୍ଜନ ପାଇଁ ଯାଇଥିବା ଛୋଟ ବେପାରୀଙ୍କ ଉପରେ ପୋଲିସ ଜୁଲୁମ ଓ ଅତ୍ୟାଚାର ପ୍ରତିବାଦରେ ଭାଜପା କଟକନଗର ତରଫରୁ ମାଲ ଗୋଦାମ ଥାନା ଘେରାଉ ଦିବା ୧୧.୪୫ ମିନିଟ ରେ କରାଯାଇଥିଲା। ଯୋବ୍ରା ମାଛ ବେପାରୀଙ୍କ ଠାରୁ ଅନ୍ୟାୟ ଭାବେ ଫାଇନ ମଗାଯାଉଥିବାରୁ ଏବଂ ଏହାର ପ୍ରତିବାଦ କରିବାରୁ ବିଜେପି କାର୍ଯ୍ୟକର୍ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଯିବା ଘଟଣାରୁ ଯୋବ୍ରା ମାଛ ବ୍ୟବସାୟୀ ସଂଘ ଓ କଟକନଗର […]

ବାଲିଗୁଡା : ଟ୍ରକ୍-ବାଇକ୍ ମୁହାମୁହିଁ ଧକ୍କା : ଜଣେ ମୃତ

ବାଲିଗୁଡା,୦୧/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ନୂଆଗାଁ ନିକଟରେ ଏକ ବାଇକ ସହ ମାଲବାହୀ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ଘଟଣା ରୁ ପ୍ରକାଶ ଯେ, ତୁମୁଡିବନ୍ଧ ବ୍ଲକ ଗୁମା ଗ୍ରାମ ର ବୃନ୍ଦାବନ ଜାନୀ,(୫୦) ତାଙ୍କ ଝିଅ ବାହାଘର ତିଥି ନିର୍ଣ୍ଣୟ କରିବାକୁ ଶଢୁ ସହ ଦୁଇଟି ବାଇକ ରେ ଯାଉଥିଲେ, ହେଲେ କୋଟଗଡ ର ନୂଆଗାଁ […]

ବାଲିଗୁଡା : ୭୨ତମ ବନ ମହୋତ୍ସବ ଓ ଚାରା ବିତରଣ କେନ୍ଦ୍ର ଉଦଘାଟିତ

ବାଲିଗୁଡା,୦୧/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ବନଖଣ୍ଡ ପକ୍ଷରୁ ମଧ୍ୟ ବନ ମହୋତ୍ସବ ଓ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ବାଲିଗୁଡ଼ା ଡିଏଫଓ ବିଶ୍ୱନାଥ ନୀଳନବର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ମେଗା ନର୍ସରୀ ପରିସରରେ ବିଭିନ୍ନ କିସମର ଔଷଧୀୟ ଓ ଫଳ ଗଛ ଚାରା ରୋପଣ କରାଯାଇଥିଲା l ଏହା ସହ ବୁଡ଼ାଗୁଡ଼ା […]

ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପଜିଟିଭ ଚିହ୍ନଟ : ଏମସରେ ଭର୍ତ୍ତି: ଆଶୁ ଆରୋଗ୍ୟ କାମନା କଲେ ଶୁଭେଚ୍ଛୁ

ବାଲିଗୁଡ଼ା,୦୧/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ଭାଜପା ବିଧାୟକ କରେନ୍ଦ୍ର ମାଝୀ ବୁଧବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ବର ସ୍ଥିତ ଏମସରେ ଭର୍ତ୍ତି ହୋଇଛନ୍ତି। କରୋନା ମହାମାରୀ ସମୟରେ ନିଜ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧ ସମେତ ବିଭିନ୍ନ ଲୋକେ କିଭଳି ରହିଛନ୍ତି ସେନେଇ ଏକ ସପ୍ତାହ ହେଲା ନିଜ ନିର୍ବାଚନ ମଣ୍ଡଳୀ ତୁମୁଡ଼ିବନ୍ଧ ବ୍ଲକ ର ଗୁମା, ବେଲଘର ଅଞ୍ଚଳକୁ ଆସିଥିବା […]

ରାସ୍ତା ପାଲଟିଛି ମରଣଜନ୍ମା,ମରାମତି ଦାବୀ

ନରସିଂହପୁର ( ସୁବ୍ରତ କୁମାର ମିଶ୍ର) ନରସିଂହପୁର ବ୍ଲକ ଅନ୍ତର୍ଗତ କମଳାଡ଼ିହ ପଞ୍ଚାୟତ ପଞ୍ଚମା ରୁ ମାଟି ଗାଡ଼ିଆ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଏଠାରେ 14ଟି ପରିବାର ବସବାସ କରନ୍ତି। ମାତ୍ର ସ୍ଥାୟୀ ରାସ୍ତା ନଥିବାରୁ ବର୍ଷା ଦିନେ ଯାତାୟାତ ଏକ ପ୍ରକାର ଠପ ହୋଇଯାଏ। ବର୍ଷା ହେଲେ ଦମକଳ କିମ୍ବା ଆମ୍ବଲାନ୍ସ ଗାଡ଼ି ଆସିପାରେ ନାହିଁ। ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହିତ ତୁରନ୍ତ ରାସ୍ତା ମରାମତି କରିବା ପାଇଁ ଦାବୀ ହେଉଛି।

ନରସିଂହପୁର ରେ ମାଇହାତୀର ମୃତୁ

ନରସିଂହପୁର(ସୁବ୍ରତ କୁମାର ମିଶ୍ର)କଟକ ଜିଲ୍ଲା ନରସିଂହପୁର ବନଖଣ୍ଡ ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଦୀର୍ଘ ତିନିମାସ ଅକ୍ଳାନ୍ତ ପରିଶ୍ରମ କରି ହାରିଗଲେ ଡାକ୍ତରଙ୍କ ସହ ପଶ୍ଚିମାଞ୍ଚଳର ବନ କର୍ମଚାରୀ। ଘଟଣା ରୁ ପ୍ରକାଶ ଯେ, ନରସିଂହପୁର ପଶ୍ଚିମାଞ୍ଚଳରେ ଗୋଟିଏ ମାଈ ହାତୀ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ଖବର ପାଇ ବନ କର୍ମଚାରୀମାନେ ପ୍ରାଣୀ ଚିକିତ୍ସକଙ୍କ ମାଧ୍ୟମରେ ହାତୀଟି କୁ ସୁସ୍ଥ କରିଥିଲେ। କିନ୍ତୁ ମେ ମାସ ରୁ ହାତୀଟି କିଛିଦିନ ପାଇଁ କୁଆଡେ ଚାଲି […]