ନରସିଂହପୁର ଓ କାନପୁର ଥାନା ଅଧିକାରୀ ଙ୍କୁ ଓକିଲ ସଂଘ ତରଫରୁ ସମ୍ବର୍ଦ୍ଧନା

ନରସିଂହପୁର (ସୁବ୍ରତ କୁମାର ମିଶ୍ର)ନରସିଂହପୁର ଓକିଲ ସଂଘ ତରଫରୁ ନରସିଂହପୁର ଆଇଆଇସି ଅଲେଖ ଗର୍ଦିଆ ଓ କାନପୁର ଭାର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରବିନ୍ଦ୍ର ଭୁଜବଳ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥିରେ ଓକିଲ ସଂଘର ସଭାପତି ନିର୍ମଲେନ୍ଦୁ ମିଶ୍ର, ଉପ ସଭାପତି ଗୋଲାକ ବିହାରୀ ସାହୁ, ସମ୍ପାଦକ ନର ନାରାୟଣ ବାରିକ, ସହ ସମ୍ପାଦକ ଅମୀୟ ରଂଜନ ପଣ୍ଡା, କୋଷାଧ୍ଯକ୍ଷ ଆମର ସିଂ, ଗ୍ରନ୍ଥା ଗାରିକ ଦେବଦତ୍ତ ମଳୟ କୁମାର ବରାଳଙ୍କ ସମେତ ସମସ୍ତ […]

ଆଠଗଡ ରେ ଡ଼ଃ ଜିମୁତ ମଙ୍ଗରାଜଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଆଠଗଡ(ଉଲାପ୍ର)ବରିଷ୍ଠ ସାମ୍ବାଦିକ, ଉତ୍କଳ ସାମ୍ବାଦିକ ସଂଘର ସଭାପତି,ସାହିତ୍ୟିକ,ସ୍ତମ୍ଭକାର ଡ଼, ଜିମୁତ ମଙ୍ଗରାଜଙ୍କ ପରଲୋକରେ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ,କଟକ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆୟୋଜନ ରେ ସ୍ଥାନୀୟ ବୀରକିଶୋର ପୁର ସିଦ୍ଧେଶ୍ୱର ଶୈବ ମନ୍ଦିର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି, ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି ଭାବେ ଦୈନିକ କାଳାନ୍ତରର ସମ୍ପାଦକ ସୌମ୍ୟକାନ୍ତ ସାମନ୍ତରାୟ ମୁଖ୍ୟଅତିଥି, ସାହିତ୍ୟିକ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୦୧ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଆଷାଢ଼ମାସ-କୃଷ୍ଣପକ୍ଷତିଥି-ସପ୍ତମୀ ଦିବା ଘ ୦୧/୫୧ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀନକ୍ଷତ୍ର- ଉତ୍ତରଭାଦ୍ର ରାତ୍ରି ଘ ୦୨/୨୦ ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର- ମୀନଯୋଗ-ଶୌଭାଗ୍ୟକରଣ-ବବସୌରମାସ-ମିଥୁନ ୧୭ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୨୬ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୩୯✧═════•❁❀❁•═════✧ଯୋଗିନୀ ବାୟବ୍ୟେ ଦିବା ଘ ୦୧/୫୧ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେଧନୁ ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରସପ୍ତମୀର ଏକୋଦିଷ୍ଟ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ ୦୩/୦୬ଗତେ ଘ୦୬/୨୭ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ରାତ୍ରି ଘ୦୭/୧୪ ଗତେ ଘ୦୯/୩୭ମଧ୍ୟେ […]

ବରପାଲି ରେ ବିଦ୍ୟୁତ ଲାଇନ୍ କଟାକୁ ନେଇ ଉତ୍ତେଜନା

ବରଗଡ଼:- ବିଦ୍ୟୁତ ବିତରଣ ଟାଟା କମ୍ପାନୀ ହାତକୁ ନେବା ପରେ ଖାଉଟି ଙ୍କୁ ଜୁଲୁମ କରାଯାଉଥିବା ଅଭିଯୋଗ ରେ ଆଜି ବରପାଲି ର ଜନସାଧାରଣ ବିଦ୍ୟୁତ ଏସଡିଓ ଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ। ପରେ ବିଧାୟିକା ରୀତା ସାହୁ ଘଟଣା ସ୍ଥଳରେ ପହଞ୍ଚି ବରଗଡ଼ ସ୍ଥିତ ନିର୍ବାହୀ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିବା ପରେ ସମାଧାନ ର ବାଟ ପିଟିଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଟାଟା କମ୍ପାନୀ ଜିଲ୍ଲା ରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ହାତ […]

ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହେରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ବରଗଡ଼:- ଆଜି ବରପାଲି ଠାରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ, ବିଖ୍ୟାତ ବାନ୍ଧ ଓ ବୟନ ଶିଳ୍ପୀ ପଦ୍ମଶ୍ରୀ, ଶିଳ୍ପୀଗୁରୁ କୁଞ୍ଜ ବିହାରୀ ମେହେର ଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ, ବରପାଲି କଲଭାରତୀ ସଂଗ୍ରହାଲୟ ଠାରେ ପାଳିତ ହୋଇଯାଇଛି l ବିଜେପୁର ବିଧାୟକା ରୀତା ସାହୁ ଅତିଥି ଭାବେ ଯୋଗ ଦେଇ ଶିଳ୍ପୀ ଗୁରୁ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଟ୍ରଷ୍ଟ ର ମେନେଜିଙ୍ଗ ଟ୍ରଷ୍ଟି ଡ଼କ୍ଟର ସୁରେନ୍ଦ୍ର ମେହେର ପରିଚାଳନା ରେ ଅନ୍ୟ ଟ୍ରଷ୍ଟି ମହେନ୍ଦ୍ର କୁମାର […]

ହୃଦଘାତରେ ବରୀଷ୍ଠ ଶିକ୍ଷକଙ୍କ ପରଲୋକ

ଫୁଲବାଣୀ- (ସୁନୀଲ ପଟନାୟକ)ହୃଦଘାତରେ ଫିରିଙ୍ଗିଆ ବ୍ଲକ ଭୃଙ୍ଗି ଯୋଡି ପଞ୍ଚାୟତର ବୈରି କୁମ୍ଫାରେ ଥିବା ରାଜେନ୍ଦ୍ର ଉଚ୍ଚବିଦ୍ୟାଳୟର ଜଣେ ବରୀଷ୍ଠ ଶିକ୍ଷକ ରାଜେନ୍ଦ୍ର ସାହୁଙ୍କ ପରଲୋକ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପଡୋଶୀ ଓ ସହକର୍ମୀମାନେ ତାଙ୍କୁ ତୁରନ୍ତ ଫିରିଙ୍ଗିଆ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ଶିକ୍ଷକ ସାହୁଙ୍କ ନିଜ ଗ୍ରାମ ଗଜଂ। ମଜିଲ୍ଲା ଦିଗ ପହଣ୍ଡିବ୍ଲକ ଅନ୍ତର୍ଗତ ନୁପଡ଼ା ଗ୍ରାମରେ ବୋଲି ଜଣା ପଡିଛି […]

ନାବାଳିକା ଅପହରଣ ଓ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଫୁଲବାଣୀ- (ସୁନୀଲ ପଟନାୟକ)ନାବାଳିକା ଅପ ହରଣ ଓ ଦୁଷ୍କର୍ମ ମାମଲାରେ ଫିରିଙ୍ଗିଆ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କଟିକାବାଲି ଥାନା ଅନ୍ତର୍ଗତ ଲ।ଇନପଡ଼ାର ବବଲୁ ନା ଏକ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମସୁନ୍ଦରରାଓ କହିଛନ୍ତି । ସୂଚନାଯୋଗ୍ୟଯେ ଫିରିଙ୍ଗିଆ ଥାନା ଅଞ୍ଚଳ ର ଜଣେ ନୀବାଳିକା ଗତ୨୮ରୁ ନିଖୋଜ ଥିବା ନେଇ ନାବାଳିକାର ପରିବାର ଲୋକେ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲା ପାଇବା ପରେ ଅତିରିକ୍ତ ଥାନା […]

ନବଜାତ ଶିଶୁ କନ୍ୟାକୁ ନଦୀ କୂଳରେ ଫିଙ୍ଗି ଦେଲା ମାଆ :ଆଦିବାସୀ ଦମ୍ପତି ଉଦ୍ଧାର କରି ପାଳିଲେ

ବାଲିଗୁଡା,୩୦/୬.(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । ଏପରିକି କନ୍ୟା ସନ୍ତାନମାନେ ଦେଶର ଅମୂଲ୍ୟ ସମ୍ପତ୍ତି ବୋଲି ସରକାର ଅନେକ ଥର କହିଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢ଼ାଓ ଯୋଜନା କରିଛନ୍ତି । ଏସବୁ ସତ୍ୱେ ଏବେ ବି ଶିଶୁକନ୍ୟା ଅଲୋଡ଼ା ହୋଇପଡିଛି । ଜନ୍ମ ଦେବାପରେ ଶିଶୁ କନ୍ୟାଟିକୁ ଜନ୍ମ ଦେଇଥିବା ମା ନଦୀ କୂଳେ ଫୋପାଡି ଚାଲିଯାଇଥିଲା । ସେ […]

ଅବସର ପ୍ରାପ୍ତ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଲିଗୁଡା,୨୯/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ତ୍ରିପାଠୀ ତାଙ୍କର ଚାକିରୀ କାଳ ଶେଷ କରି ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି। ବାଲିଗୁଡ଼ା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କାର୍ଯ୍ୟାଳୟରେ କୋଭିଡ ପ୍ରୋଟୋକଲ ପାଳନ ପୂର୍ବକ ଏକ ନିରାଡ଼ମ୍ବର ଭାବେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇ ଶ୍ରୀ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା ପୂର୍ବକ ପୁଷ୍ପଗୁଚ୍ଛ ପୂର୍ବକ କିଛି ଉପହାର ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା। ଉକ୍ତ ସଭାରେ […]

୭ କ୍ଵିଣ୍ଟାଲ ଗ6ଜଂ ଇଜବତ ୩ ଗିରଫ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲାରେ ଚୋରାଗ6ଜଂ ଇ କାରବାର ଥମିବାର ନା ନେଉନି।ବୁଧବାର କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ ଗ6ଜଂ ଇ ମହଜୁଦ ଥିବା ଖବର ପାଇ ପଲାବୃଡ଼ି ପଞ୍ଚାୟତର ବକତ ପାଇ ଥାନା ଅଧିକାରୀ ରଣଜିତ କୁମାର ମୁନୀ ଙ୍କ ନେତୃତ୍ଵରେ ପୋଲିସ ସଦଳବଳେ ଗ୍ରାମରେ ଚଢ଼ାଉ କରି ୭କ୍ଵିଣ୍ଟାଲ ଗ6ଜଂ ଇ ଜବତ କରିବା ସହ ଏଥିରେ ସଂପୃକ୍ତ ୩ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ୩ଜଣ ହେଲେ ସେହି ଗ୍ରାମ ର […]