ପତ୍ନୀ ହତ୍ୟାକାରୀ ସ୍ଵାମୀକୁ ଜେଲ

ଫୁଲ ବାଣୀ- (ସୁନୀଲ ପଟନାୟକ)ଅଗ୍ନିକୁ ସାକ୍ଷୀ ରଖିସାତ ଜନମ ପାଇଁ ବିବାହ କରିଥିଲା ହେଲେ ବର୍ଷଟିଏ ବି ହୋଇ ନି ପତ୍ନୀକୁ ହତ୍ୟା କରିଥିଲା ସ୍ୱାମୀ । ଫଳରେ ସ୍ୱାମୀକୁ ବାନ୍ଧିଲା ପୋଲିସ। ଏଭଳି ଘଟଣା ଘଟିଛିଖଜୁରୀପଡ଼ା ଥାନା ଅନ୍ତର୍ଗତ ସିଡିଙ୍ଗ ଗ୍ରାମରେ।ସିଡିଙ୍ଗ ଗ୍ରାମର କୁ ବେର ନ।ଏକବାଣି ଗୋଛା ଅଞ୍ଚଳର ସୌବା ମିନି କୁଛମାସ ତଳେ ବିବାହ କରିଥିଲା।ବିବାହ ପରଠୁ ଅଧିକା ଯୌତୁକ ଦାବୀ କରି ଶାରିରୀକ ଓ ମାନସିକ ନିର୍ଯ୍ୟା ତନା ଦେଇ ଆସୁଥିଲେ […]

ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର,୨୦ୟୂନିଟ ରକ୍ତ ସଂଗ୍ରହ

ଫୁଲ ବାଣି- (ସୁନୀଲ ପଟନାୟକ)କନ୍ଧମାଳ ଜିଲା ବିଜୁ ଜନତା ଦଳ ପକ୍ଷରୁ ଚକାପାଦ ବ୍କକର ଲାଇନ ପଡ଼ାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବୀର ର ଆୟୋଜନ କରାଯାଇଥିଲା।ଏହି ରକ୍ତଦାନ ଶିବିରରେ ରାଜ୍ୟ ଯୁବ ବିଜୁ ଜନତା ଦଳ ସଭାପତି ପ୍ରିତିରଂଜନ ତ୍ରିପାଠି, ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ବିଧାୟକଚନ୍ଦ୍ରମଣି କହଁର, ଜିଲ୍ଲାପରିଷଦ ଅଧକ୍ଷା ଆକାକ୍ଷାଂ ପ୍ରଧାନ,ଯୁବ ବିଜୁ ଜନତା ଦଳ ସଭାପତି କନ୍ଧମାଳ ବିଷ୍ଣୁ ଚରଣ ମଲିକ, ଛାତ୍ର ବିଜୁ […]

ଟୋଲ ଆଦିବାସୀଙ୍କୁ ଜିବୀ କା ଯୋଗାଉଛି

ଫୁଲବାଣୀ- (ସୁନିଲ ପଟନାୟକ)ବିଶେଷକରି କନ୍ଧମାଳ ଜିଲ୍ଲାରେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭରକରନ୍ତି ଆଦିବାସୀମାନେl ଜଙ୍ଗଲ ରେ ମିଳୁଥିବା ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରିଥାନ୍ତି lସେଥିମଧ୍ୟରୁ ଟୋଲ ବା ଗରା ଫଳ ଅନ୍ୟତମ l ଗରା ବା ଟୋଲକୁ ସଂଗ୍ରହ କରି କେହି କେହି ଟୋଲ ମଞ୍ଜିକୁ ସିଧାସଳଖ ବିକ୍ରି କରିଥାନ୍ତି ତ ଆଉ କିଏ ଏଥିରୁ ତେଲ ମଧ୍ୟ ବାହାର କରିଥାନ୍ତି l […]

ପାଇପ ଯୋଗେ ଆସୁଛି ଗୋଳି ପାଣି, ସହର ବାସୀ ଅତିଷ୍ଠ , ଅଭିଯୋଗ ଶୁଣୁନି ଜନ ସ୍ଵାସ୍ଥ୍ୟ ବିଭାଗ

.ଫୁଲବାଣୀ- (ସୁନୀଲ ପଟନାୟକ)ସହର ବାସୀଙ୍କୁ ସ୍ଵଛ ଜୀବାଣୁ ମୁକ୍ତ ପାନୀୟ ଜଳ ଯୋଗାଇଦେବା ଲାଗି କୋଟି କୋଟି ଟଙ୍କା ବ୍ୟୟ ହେଇଛି । ହେଲେ ଜନ ସ୍ଵାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କ ଦୁର୍ନିତୀ ପୂର୍ଣ୍ଣମନୋଭାବ, ଅନଭିଜ୍ଞତା,ଅଦୁରଦର୍ଶିତ ।ଯୋଗୁଁ ଲୋକେ ନିୟମିତ ପାଣିପା ଉନାହାଁନ୍ତି। କେଉଁ ସାହିକୁ ଆସୁଛି ତ ଆଉ କେଉଁଠି ଦିନ ଦିନ ଧରି ଜଳଯୋଗାଣ ବନ୍ଦ ରହୁଛି । ଯେଉଁ ପାଣି ଆସୁଛି ତାହା ପିଇବା ଅନୁପଯୋଗୀ । ସଂପୂର୍ଣ୍ଣଗୋଳି ପାଣି ଆସୁଛି ।ଅରିଯୋଗ କଲେ […]

ଅସୁସ୍ଥ ଯୁବତୀକୁ ଚିକିତ୍ସା ପାଇଁ ଏମସ ନେଲା ଟିମ ହ୍ୟୁମାନିଟି

ଫୁଲବାଣୀ- (ସୁନୀଲ ପଟନାୟକ)ଅସୁସ୍ଥ ଯୁବତୀର ଚିକିତ୍ସା ପାଇଁ ଏମସ ନେଲା ଟି ମହ୍ୟୁମାନିଟି ।ଫିରିଙ୍ଗିଆ ବ୍ଲକ ବରପଡା ଗ୍ରାମରଦାମ ସାହାଣୀଙ୍କ ଝିଅ ସୋନାଲି ସାହାଣୀ୨୧ ଗତ ଫେବୃଆରୀ 5 ତାରିଖରେ କୌଣସି ଏକ କIରଣ ରୁ ଶରୀରରେ ନିଆଲଗି ପ୍ରାୟ 40 ଭାଗ ପୋଡ଼ିଯାଇଥିଲା ସେହି ସମୟରେ ଦାମ ସାହାଣୀ ଗୁରୁତର ଅବସ୍ଥାରେଝିଅକୁ ପ୍ରଥମେ ଫୁଲବାଣୀ ଓ ତାପରେ ବ୍ରହ୍ମପୁର ଓ ପରେ କଟକ ନେଇ ଚିକିତ୍ସା କରାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ପ୍ଲାଷ୍ଟିକ […]

ଆଧାରକାର୍ଡ୍ ନାହିଁ ଘର ମିଳୁନି, ଭଙ୍ଗା କୁଡିଆରେ ଜୀବନ ବିତୁଛି

ଫୁଲବାଣୀ- (ସୁନୀଲ ପଟନାୟକ)ପଞ୍ଚାୟତ ରୁ ଆରମ୍ଭ କରି ବ୍ଳକ ଯାଏ ନିତିଧ । ଇଁଧ।ଇଁ । ଶେଷରେଆଧାରକାର୍ଡ ଖଣ୍ଡେ ମିଳିଲା ନି,ଫଳରେ ଆବାସ ଯୋଜନାରେ ଘର ମିଳୁନି। ଫଳରେ ଦିନରେ ସୁର୍ଯ୍ୟ ରାତିରେ ଚନ୍ଦ୍ର ଉଙ୍କିମାରୁ ଥିବାଏହି ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ବୃଦ୍ଧା ଜଣଙ୍କ। ଅଭିଯୋଗ କଲେ ଶୁଣୁଛି ବା କି ଏ? ଏଭଳି ଅଭିଯୋଗ ଆସିଛିକନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକର ଗ୍ରେସିଙ୍ଗିଆ ପ୍ଞ୍ଚାୟତର ସିକେର ଗୁଡା ଗ୍ରାମରୁ ।ଆଶରୁ ପ୍ରଧାନ, ବୟସ ୭୦ଟପିଲାଣି […]

ସମ୍ବଲପୁରୀ ବସ୍ତ୍ରାଳୟର ମେଗା ସୋ ଏମ ଉଦଘାଟିତ

ବରଗଡ଼:- ସମ୍ବଲପୁରୀ ବସ୍ତ୍ରାଳୟର ର ମୁଖ୍ୟ କାର୍ଯ୍ୟାଳୟ ନିକଟ ଗୋବିନ୍ଦ ପାଲି ରୋଡ଼ ରେ ବସ୍ତ୍ରାଳୟର ମେଗା ସୋ ରୁମ (ବିକ୍ରୟ କେନ୍ଦ୍ର) କୁ ଆଜି ରାଜ୍ୟ ହସ୍ତତନ୍ତ ,ବୟନ ଶିଳ୍ପ ହସ୍ତ ଶିଳ୍ପ ବିଭାଗର ମନ୍ତ୍ରୀ ପଦ୍ମିନୀ ଦିଆନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅତ୍ୟାଧୁନିକ ବିଶାଳ ବିକ୍ରୟ କେନ୍ଦ୍ର ୨୮୦୦ ବର୍ଗ ଫୁଟ ପରିଧି ମଧ୍ୟରେ ନିର୍ମିତ ହୋଇଛି। ଏହା ନିର୍ମାଣ ପାଇଁ ୧୭୭.୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ସେଥିମଧ୍ୟରୁ […]

ସରକାରୀ ଜମିକୁ ନିଜର କହି ମହିଳାଙ୍କୁ ଧମକ ଦେଇ ବାପ ପୁଅ ଗିରଫ

ବାଲିଗୁଡା,୨୯/୦୬(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ଆରମ୍ଭ ହେଲାଣି ଜମି ମାଫିଆଙ୍କ ରାଜ । ସରକାରୀ ଜମିକୁ ନିଜ ଅତ୍ୟାରକୁ ନେବା ପାଇଁ କେତେବେଳେ କାହାକୁ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ କାହାରି ଘର ଭାଙ୍ଗି ଜିନିଷ ଚୋରି କରିନେଉଛନ୍ତି । ଦାରିଙ୍ଗବାଡ଼ି ଭଳି ଅନେକ ସ୍ଥାନରେ ସରକାରୀ ଜମିକୁ ହଡ଼ପ କରିବା ସହ ବିକ୍ରିବଟା କରାଯାଉଥିବା ଅଭିଯୋଗ ହୋଇଆସୁଛି । ଏପରିକି ସରକାରୀ ଜମିକୁ ନେଇ ବିଭିନ୍ନ ସମୟରେ ଗଣ୍ଡଗୋଳ […]

ନା ବାଳିକା ବିବାହ ରୋକିଲା ପ୍ରଶାସନ ଓ ଚାଇଲଡ ଲାଇନ

ଫୁଲବାଣୀ -(ସୁନୀଲ ପଟନାୟକ )ସୋମବାର ୨୮.୦୬.୨୦୨୧ ରିଖ ଦିନ ସିଡ଼ି ପିଓ ତଥା ସମ୍ମନ୍ବିତ ଶିଶୁବିକାଶ ଅଧିକାରିଣୀ, ବାଲିଗୁଡ଼ା ଶ୍ରୀମତୀ ଅନୀତା ଦାସ ଙ୍କ ନେତୃତ୍ବରେ ସୁପରଭାଇଜର ଶ୍ରୀମତୀ ମଞ୍ଜୁଲତା ବେହେରା,ସ୍ଥାନୀୟ ମହିଳା ସ୍ବାସ୍ଥ୍ୟ କର୍ମୀ ଏବଂ ଚାଇଲ୍ଡଲାଇନ୍ ଟିମ୍ ଚିକୁନ୍ କୁମାର ପ୍ରଧାନ ଓ ସୁପ୍ରଭା ନାୟକ ଙ୍କ ସହ ମିଳିତଭାବେ ବାଲିଗୁଡା ଥାନା କର୍ମଚାରୀଙ୍କ ସହଯୋଗରେ ବାଲିଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ବାଟାଗୁଡା ଗ୍ରାମପଞ୍ଚାୟତ ଅଞ୍ଚଳରେ ଏକ ସତର ବର୍ଷୀୟା ନାବାଳିକାର ବିବାହ ବନ୍ଦ […]