ବରୀଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ ରେ ଶୋକ

ଫୁଲବାଣୀ-( ସୁନୀଲ ପଟନାୟକ) ରାଜ୍ୟର ଜଣେ ଆଗଧାଡିର ବରୀଷ୍ଠ ସାମ୍ବାଦିକ ଡକ୍ଟର ଜୀମୁତ ମଙ୍ଗରାଜଙ୍କ ରବିବାର ସଂଧ୍ୟାରେ ଖୋର୍ଦ୍ଧା ଜାଆଁଳ ନିକଟରେ ସଡକ ଦୁର୍ଘଟଣାରେ ପରଲୋକ ହୋଇଥିବା ନେଇ ଖବର ମିଳିବାପରେ ରାଜ୍ୟରେ ସାମ୍ବାଦିକମାନଙ୍କ ମହଲରେ 6ଶ।କର ଛାୟା ଖେଳିଯାଇଥିଲା।ମଙ୍ଗଳବାର କନ୍ଧମାଳ ଜ଼ିଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରେସକ୍କବ ଠାରେ ରେ ଆୟୋଜିତ ଶୋକସଭାରେ ଉପସ୍ଥିତ ସମସ୍ତ ସଦସ୍ୟମାନେ ଗଭୀର ଶ୍ରଦ୍ଧାଞଳୀ ଜଣାଇବା ସହ ଶୋକବ୍ୟକ୍ତ କରିଛନ୍ତି।ସ୍ଵର୍ଗତ ଆମର ଆତ୍ମାର ସଦଗତି ପାଇଁ ଦୁଇମିନଟ ନିରବ ପ୍ରାର୍ଥନା […]

ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା

ଫୁଲ ବାଣୀ-( ସୁନୀଲ ପଟନାୟକ)ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନାଯୋଦ୍ଧା । ସେ ହେଉଛନ୍ତିକନ୍ଧମାଳ ଜିଲ୍ଲା ଖଜୁରୀପଡ଼ାର ଆଯୁଷ ଡାକ୍ତର ସ୍ନେହା ଶିଷ ଗିରି ।କରେ । ନା ସହ ଲଢି । ଶେଷରେ ହାରିଗଲେ କରୋନାଯୋଦ୍ଧା, I ସ୍ନେହା ଶିଷଙ୍କ ଆଜି କଟକ ଏସସିବି ମେଡିକାଲରେ ପରଲୋକ ହୋଇଯାଇଛି।ଗତ କିଛିଦିନ ତଳେ ସେ କରେ ନାରେ ଆକ୍ରାନ୍ତ ହେବା ପରେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବାରୁ କଟକ ବଡ଼ ମେଡିକାଲରେ ଭର୍ତ୍ତୀ ହୋଇଥିଲେ।ଅବସ୍ଥା […]

ସରକାରଙ୍କ ମାଳମାଳ ଯୋଜନା, ଲୋକଙ୍କୁ ସୁଫଳ ମିଳୁନି କେବେ ଉଇଂବ ବିକାଶର ସୂର୍ଯ୍ୟ

ଫୁଲବାଣୀ- (ସୁନୀଲ ପଟନାୟକ)ବର୍ଷ ବର୍ଷ ଧରି ଉପାନ୍ତ ଅଞ୍ଚଳର ବିକାଶପାଇଁ କେବଳ ଯୋଜନା ହେଉଛି । କେବଳ ଯୋଜନା ନୁହେଁ ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ ବି ହେଉଛି ହେଲେ ନାବଦଳୁ ଛି ସେଠାକାର ଲୋକଙ୍କ ଭାଗ୍ୟ ,ନା ସମାଧାନ ହେଉଛି ସେମାନଙ୍କ ସମସ୍ୟା।ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର କର୍ଟ୍ରିଙ୍ଗିଆ ପଞ୍ଚାୟତର ବୁଡାଣି ପାଙ୍ଗା ଗ୍ରାମରୁ ।ଫୁଲ ବାଣୀବ୍ଲକର କଟ୍ରିଙ୍ଗିଆ ପଞ୍ଚାୟତର ବୁଡ଼େଣି ପଙ୍ଗା ଗାଁ। ଫୁଲବାଣୀ ସହରଠୁ ମାତ୍ର ୨୫ କଲେ […]

ପଞ୍ଚଭୂତ ରେ ଲିନ ହେଲା ଡ଼ଃ ଜିମୁତ ମଙ୍ଗରାଜଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର(ଉଲାପ୍ର)ପଞ୍ଚଭୁତ ରେ ଲିନ ହୋଇଯାଇଛି ରାଜ୍ୟର ବରିଷ୍ଠ ସାମ୍ବାଦିକ,ଉତ୍କଳ ସାମ୍ବାଦିକ ସଂଘର ସଭାପତି,ତିନିଗୋଟି phd ସହିତ ଡକରେଟ ପାଇଥିବା ଡ଼ଃ ଜିମୁତ ମଙ୍ଗରାଜ ଙ୍କ ପାର୍ଥିବ ଶରୀର,ଖାଲି ଯେ ସେ ସାମ୍ବାଦିକ ଥିଲେ ତା ନୁହେଁ ବହୁ ବହିର ଲେଖକ,ସାହିତ୍ୟିକ, ସମାଲୋଚକ,ନେତା କାଗଜ,ଲାଇଫ ଲାଇନ,ଓଡିଶା ଆବାଜ ର ପ୍ରତିଷ୍ଠାତା ସମ୍ପାଦକ ଥିଲେ,ଏହା ସହିତ ସଚିବାଳୟ ସାମ୍ବାଦିକ ସଂଘର ସଭାପତି ସହିତ ଅନେକ ଅନୁଷ୍ଠାନ ସହିତ ଜଡିତ ଥିଲେ,ଗତକାଲି ନିଜ ଗ୍ରାମ ଖୋର୍ଧାରୁ ସ୍କୁଟି ଯୋଗେ ଭୁବନେଶ୍ୱର ଫେରୁଥିବା […]

ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଡ଼ଃ ଜିମୁତ ମଙ୍ଗରାଜ ଙ୍କ ପରଲୋକରେ ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଙ୍ଘ ତରଫରୁ ଖଣ୍ଡପଡା ପ୍ରେସ କ୍ଲବ ଠାରେ ସଭାପତି ବିନାୟକ ମିଶ୍ରଙ୍କ ପୌରହିତ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି,ଏଥିରେ ଅନ୍ୟ ସାମ୍ବାଦିକ ମାନେ ଯୋଗଦେଇ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ

କନ୍ଧମାଳ ଟିମ୍‌ ହ୍ୟୁମାନିଟିର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ଦ୍ୱାରା ଅଜଗର ସାପ ଉଦ୍ଧାର

କନ୍ଧମାଳ,୨୮/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ଠାରୁ ୧୨ କିମି ଦୂର ବାରିକୁମ୍ପା ଗ୍ରାମର ନାରାୟଣ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କ ବଗିଚାରେ ଏକ ଅଜଗର ସାପକୁ ଦେଖି ଟିମ୍‌ ହ୍ୟୁମାନିଟିର ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇବା କ୍ଷଣି ଟିମ୍‌ ସଦସ୍ୟ ଭି.ଜଗନ୍ନାଥ ରାଜୁ, ସାଇରମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି , ସୁନୀଲ କୁମାର ଜେନା, ସେକ ଅବଦୁଲ ସାକୀର , ହିମାଂଶୁ ନାୟକ ଏବଂ ପ୍ରଶାନ୍ତ କୁମାର […]

ନରସିଂହପୁର ସାମ୍ବାଦିକ ସଂଘ ତରଫରୁ ଶୋକସଭା

ନରସିଂହପୁର (ସୁବ୍ରତ କୁମାର ମିଶ୍ର)ନରସିଂହପୁର ସାମ୍ବାଦିକ ସଂଘ ତରଫରୁ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ଅକାଳ ବିୟୋଗ ରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ଦେବୀ ପ୍ରାସାଦ ରଥଙ୍କ ସଭାପତିତ୍ବରେ ସାମ୍ବାଦିକ ଦେବଦତ୍ତ ମଳୟ କୁମାର ବରାଳ, ପ୍ରଦୀପ କୁମାର ନାୟକ, ସୁବ୍ରତ କୁମାର ମିଶ୍ର, ଜୀବନ ଜ୍ୟୋତି ମହାନ୍ତି, ଦେବାଶିଷ ଭଟ୍ଟ, ଦିବ୍ୟ ଲୋଚନ ମହାନ୍ତି, କାର୍ତିକେଶ୍ଵର୍ ନାଥ, ରିଙ୍କୁ ରଣା, ବିନୋଦ ନନ୍ଦ, ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଶ୍ରୀ ମଙ୍ଗରାଜଙ୍କ […]

ବରୀଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ ,ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନର ଶୋକ

ଫୁଲବାଣୀ-( ସୁନୀଲ ପଟନାୟକ) ରାଜ୍ୟର ଜଣେ ଆଗଧାଡିର ବରୀଷ୍ଠ ସାମ୍ବାଦିକ ଡକ୍ଟର ଜୀମୁତ ମଙ୍ଗରାଜଙ୍କ ରବିବାର ସଂଧ୍ୟାରେ ଖୋର୍ଦ୍ଧା ଜାଆଁଳ ନିକଟରେ ସଡକ ଦୁର୍ଘଟଣାରେ ପରଲୋକ ହୋଇଥିବା ନେଇ ଖବର ମିଳିବାପରେ ରାଜ୍ୟରେ ସାମ୍ବାଦିକମାନଙ୍କ ମହଲରେ 6ଶ।କର ଛାୟା ଖେଳିଯାଇଥିଲା।ସୋମବାର କନ୍ଧମାଳ ଫ୍ରଣ୍ଟ ଲାଇନ ମିଡିଆ ଏସେ।ସିଏସନ ପକ୍ଷରୁ ପ୍ରେସକ୍କବ୍ଠାରେ ଆୟୋଜିତ ଶୋକସଭାରେ ଉପସ୍ଥିତ ସମସ୍ତ ସଦସ୍ୟମାନେ ଗଭୀର ଶ୍ରଦ୍ଧାଞଳୀ ଜଣାଇବା ସହ ଶୋକବ୍ୟକ୍ତ କରିଛନ୍ତି।ସ୍ଵର୍ଗତ ଆମର ଆତ୍ମାର ସଦଗତି ପାଇଁ ଦୁଇମିନଟ ନିରବ ପ୍ରାର୍ଥନା କରାଯାଇଥିଲା। […]

ଟିକାବାଲି ଉତ୍କଳ କରାଟେ ସ୍କୁଲ ର ବେଲ୍ଟ ଗ୍ରେଡିଂ ଟେଷ୍ଟ

ଫୁଲବାଣୀ- (ସୁନୀଲ ପଟନାୟକ) ଉତ୍କଳ କରାଟେ ସ୍କୁଲ କନ୍ଧମାଳ ପକ୍ଷରୁ ଟିକାବାଲି ସ୍ଥିତ କୁଇ ସମାଜ ଗୃହରେ ବେଲ୍ଟ ଗ୍ରେଡ଼ିଂ ଟେଷ୍ଟ ପାଇଁ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି ପ୍ରତିଯୋଗିତାରେ ମୋଟ ୬୧ ଜଣ ଭାଗ ନେଇଥିବା ବେଳେ ସଫଳତାର ସହ ସମସ୍ତ ପ୍ରତିଯୋଗୀ କିଟ, କମାତେ ଏପରି ସମସ୍ତ ଅନ୍ୟାନ୍ୟ କରାଟେ ର ବିଭିନ୍ନ କୌଶଳ ଓ ବିଦ୍ୟା ପ୍ରଦର୍ଶନ କରିଥିଲେ।କନ୍ଧମାଳ ଜିଲ୍ଲା ମୁଖ୍ୟ କରାଟେ ପ୍ରଶିକ୍ଷକ ଜୁନସ୍ ଦିଗାଲ,ସହ ସମ୍ପାଦକ ନରେନ୍ଦ୍ର ଦିଗାଲ […]

ବାହାଘରର ଛଅ ମାସ ନ ହେଉଣୁ ନବ ବଧୂ ଙ୍କ ମୃତ୍ୟୁ,ହତ୍ୟା ଅଭିଯୋଗ. ଆଣିଲେ ପରିବାର ଲୋକେ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)-ବାହାଘରର ଛଟା ମାସ ହୋଇଛି କି ନାହିଁ ନବ ବଧୁ କୁ ଶାଶୁଘର ଲୋକେ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଖଜୁରୀପଡ଼ା ଥାନାରେ ମାମଲା ଗୁଳ୍ମ ହୋଇଛି।, ଖଜୁରୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଯୌତୁକ ଜନିତ କାରଣରୁ ହତ୍ୟା କରଯାଇଥବା ଅଭିଯୋଗ ଆଣିଛନ୍ତି ବଧୁର ପରିବାର ଲୋକେ । ମୃତ କ ଜଣକ ହେଲେ ସୌଦାମିନୀ ବେହେରା l ଘଟଣା ଘଟିଛି ଖଜୁରୀପଡ଼ା […]