ଜିଲ୍ଲା ପ୍ରଶିକ୍ଷଣ ବର୍ଗ, କଟକନଗର ଟେ ଅନୁଷ୍ଠିତ

କଟକ(ଉଲାପ୍ର୍)ରତୀୟ ଜନତା ପାର୍ଟିର ଓଡ଼ିଶାରେ ଆଜି ଜିଲ୍ଲା ପ୍ରଶିକ୍ଷଣ ବର୍ଗ(ଇ ଚିନ୍ତନ ବୈଠକ) ଆୟୋଜନ କରାଯାଇଛି ।ପ୍ରତି ଶନିବାର ଦିନ ୧୦ ଘଟିକା ସମୟରେ ଗୋଟିଏ ଗୋଟିଏ ବିଷୟ ରେ ଭାଷଣ ଓ ଚର୍ଚ୍ଚା ହେବ। ଭାଜପା ସଙ୍ଗଠନର କାର୍ଯ୍ୟକର୍ତା ଜିଲ୍ଲା,ମଣ୍ଡଳ, ୱାର୍ଡ ଓ ବୁଥ ସ୍ତରରେ ମାନସିକ ଓ ଶାରୀରିକ ଦୃଷ୍ଟିରୁ ରାଷ୍ଟ୍ରବାଦୀ ବିଚାରାଧାରାରେ ପ୍ରେରିତ ହୋଇ ରାଜନୈତିକ ଶକ୍ତି ହୋଇ କାର୍ଯ୍ୟ କରିବା ପାଇଁ ଏହି ବର୍ଗ ପ୍ରତି ବର୍ଷ ହୋଇଥାଏ। ଏହି ଅନୁକ୍ରମରେ […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୨୭ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଆଷାଢ଼ମାସ-କୃଷ୍ଣପକ୍ଷତିଥି-ତୃତୀୟା ଅପରାହ୍ନ ଘ ୦୩/୩୦ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀନକ୍ଷତ୍ର- ଶ୍ରବଣ। ରାତ୍ରି ଘ ୦୧/୩୨ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଟାଚନ୍ଦ୍ର- ମକରଯୋଗ-ବୈଧୃତିକରଣ-ବିଷ୍ଟିସୌରମାସ-ମିଥୁନ ୧୩ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୧୬ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୪୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୩/୩୦ ପର୍ଯ୍ୟନ୍ତ ତଦନ୍ତେ ନୈରୁ ତେସିଂହ ରାଶିର ଘାତଚନ୍ଦ୍ରମେଷ ରାଶିର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ।ଓ ବାରବେଳ।- ଦିବା ଘ ୧୦/୦୮ଗତେ ଘ୦୧/୨୯ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା ଘ୦୬/୪୯ ଗତେ ଘ୦୯/୧୪ମଧ୍ୟେ […]

ମାଟ୍ରିକ ପରୀକ୍ଷାରେ ବରଗଡ଼ ଜିଲ୍ଲାର ପାସ୍ ହାର ୯୬%

ବରଗଡ଼:-୨୬/୬ ଗତକାଲି ପ୍ରକାଶ ପାଇଥିବା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ବରଗଡ଼ ଜିଲ୍ଲା ର ପାସ୍ ହାର ଶତକଡ଼ା ୯୬.୯୬ ରହିଛି। ସେଥିମଧ୍ୟରୁ ଏ ୧ ଗ୍ରେଡ ରେ ୮୪ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ଏ ୨ ଗ୍ରେଡ ରେ ୬୬୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଚଳିତ ବର୍ଷ ଜିଲ୍ଲାର ୩୨୦ ଟି ହାଇସ୍କୁଲରୁ ୧୯,୩୨୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ୧୮,୬୩୪ ଜଣ ପାସ୍ କରିଛନ୍ତି। କୈ।ତହିଁ ହାଇସ୍କୁଲ ର ରିଜଲଟ ଶୂନ୍ୟ […]

କରୋନା ଟିକାକୁ ନେଇ ଟଣା ଓଟରା

ସାରା ଦେଶରେ କରୋନା ମହାମାରୀ ତାର କାୟାବିସ୍ତାରା କରୁଥିବା ବେଳେ ଉଭୟ କେନ୍ଦ୍ରରେ ଥିବା ମୋଦୀ ସରକାର ଏବଂ ରାଜ୍ୟ ରେ ଥିବା ନବୀନ ସରକାର ଜନସାଧାରଣଙ୍କୁ ବଞ୍ଚାଇବା ଛାଡ଼ି ଫଟୋ ରାଜନୀତି କରିବାରେ ବ୍ୟସ୍ତ ଅଛନ୍ତି । ସେହି ପରି ଭାବେ ମୋଦି ଏବଂ ନବୀନ ସରକାର ଟୀକାକରଣ କେନ୍ଦ୍ର , ଟୀକାକରଣ ସାର୍ଟିଫିକେଟ ରେ ନିଜର କେମିତି ଫଟୋ ଲାଗିବ ତାର ବ୍ୟବସ୍ଥା କରୁଛନ୍ତି । ଏବେ ପର୍ଯ୍ୟନ୍ତ ଭାରତ ବର୍ଷ ର ୪୦ […]

କରୋନାରେ ଦେହାନ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଗାର୍ଡ ଅଫ ଅନର ଦ୍ୱାରା ସମ୍ବର୍ଦ୍ଧିତ

କନ୍ଧମାଳ,୨୬/୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବୁଦୃକିଆ ପଞ୍ଚାୟତ ଗ୍ରାମ ମହିଳା ସ୍ୱାସ୍ଥ୍ୟ କର୍ମୀ ସରୋଜିନୀ ଓଝା ଏକ ମାସ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପ୍ରଥମେ ବଡ଼ଗାଁ କୋଭିଡ୍‌ ସେଣ୍ଟର୍‌ରେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ । ଶୁକ୍ରବାର ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଶନିବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ […]

କାର ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ଗୁରୁତର ଆହାତ

ବାଲିଗୁଡା,୨୬/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର ସହ ମୋଟର ସାଇକଲ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ଓ ଏକ ଟିମ୍ ପହଞ୍ଚି ଗୁରୁତର ଆହାତ ହୋଇଥିବା ଯୁବକଙ୍କୁ ଅଗ୍ନିଶମ ବାହିନକୁ ଡ଼କାଇ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ […]

ଦୀର୍ଘ ଦିନ ହେଲା ରାସ୍ତା ମରାମତି ହୋଇନାହିଁ :୧୪ରୁ ଉର୍ଦ୍ଧ ଗ୍ରାମବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା

ବାଲିଗୁଡା,୨୬/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଓ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳ ର ବିକାଶର ଏକ ନଗ୍ନ ରୂପ ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେଲା ରାସ୍ତା ମରାମତି କାର୍ଯ୍ୟ ହୋଇନାହିଁ । ଏଥି ଯୋଗୁଁ ୧୪ ରୁ ଉର୍ଦ୍ଧ ଗ୍ରାମବାସୀଙ୍କ ଜୀବନରେଖା କୁହାଯାଉଥିବା ଏହି କଦର୍ଯ୍ୟ ରାସ୍ତାରେ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ବୋଧେ ବିଭାଗୀୟ କର୍ତ୍ତୃପକ୍ଷ ଏହି ରାସ୍ତା ନିର୍ମାଣ ପରେ […]

ନୟାଗଡ ସାମ୍ବାଦିକ ଆକ୍ରମଣ ଘଟଣା ରେ କନ୍ଧମାଳ ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନ ର ନିନ୍ଦା

ଫୁଲବାଣୀ -(ସୁନୀଲ ପଟନାୟକ )ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ନୟାଗଡ ର news 7ର ପ୍ରତିନିଧି ବୈଦ୍ୟ ଭୁଷଣ ମହାପାତ୍ର ଓ ଧରିତ୍ରୀ ଖବର କାଗଜ ର ପ୍ରତିନିଧି ଲୋକ ନାଥ ମିଶ୍ର ଙ୍କୁ ଅବକାରୀ ବିଭାଗ ର ସବ ଇନ୍ସ ପେକଟର ଉଭୟଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ lଏ ନେଇ ଆକ୍ରମଣ ର ଶିକାର ହୋଇଥିବା ଗଣ ମାଧ୍ୟମ ପ୍ରତିନିଧି ଥାନାରେ ଏତେଲା ଦେଇଛନ୍ତି lକର୍ତବ୍ୟ ରତ ଗଣ ମାଧ୍ୟମ ପ୍ରତିନିଧି […]

କରୋନା ସଚେତନ ପାଇଁରାଜ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ସେଲ ସଭାପତି ମୁନା ଖାଁ କନ୍ଧମାଳରେ

ଫୁଲବାଣୀ- (ସୁନୀଲ ପଟନାୟକ)କରେ । ନା ମହାମାରୀ ସଂପର୍କରେ ଲୋକଙ୍କୁ ସଚେତନ କରିବା ସହ ମାସ୍କ ବାଣ୍ଟିବା ପାଇଁ ରାଜ୍ୟସଭା ସାଂସଦ ତଥା ରାଜ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ସେ ଲ।ସଭାପତି ମୁନା ଖାଁ ଶନିବାର କନ୍ଧମାଳ ଗସ୍ତରେ ଆସିଛନ୍ତି ।ସ୍ଥାନୀୟ ସର୍କିଟ ହାଉସ ଠାରେ ରାଜ୍ୟସଭା ସାଂସଦ ପହଞ୍ଚିବା ପରେ ଜିଲ୍ଲା ମାଇନ ରଟି ସେଲସଭାପତି ଜୟାନନ୍ଦ ନା ଏକ, ସାଧାରଣ ସଂପାଦକ ଇମାନୁଏଲରଥ,ରୀଜ୍ୟ ସଂପାଦକ ମହମଦ ୟାସିନ, ପେଞ୍ଜିସାହିୱ।ର୍ଡସଭାପତି ସୁଶାନ୍ତ ମୁଖୀ, ପ୍ରତ।ପମୁଖୀ। ବିମଳନାଏକ, ପ୍ରମୁଖ […]

ନୁଆସାହି ରେ ଦୁଇ ଶହ ଡୋଜ଼ ଟୀକା କରଣ

ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲା ର ବାଲିଗୁଡା ଏନଏସି ନୁଆସାହି ସ୍ଥିତ ଅଙ୍ଗନବାଡି କେନ୍ଦ୍ର ଠାରେ ଶନିବାର ଦୁଇ ଶହ ଜଣ ଙ୍କୁ କରୋନା ଟୀକା କରଣ କରାଯାଇଛି | ବାରଖମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱତନ୍ତ୍ର ଟୀକା କରଣ କାର୍ଯ୍ୟ ନୁଆସାହି ର ପାଞ୍ଚ ନମ୍ବର ୱାର୍ଡ ର ଅଙ୍ଗନବାଡି କେନ୍ଦ୍ର ରେ ଟୀକା ଦିଆ ଯାଇଛି |ଏଥିରେ ବାରଖମା ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ମହେନ୍ଦ୍ରନାଥ ପ୍ରଧାନ, ଆୟୁଷ ଏମଓ, ମହିଳା ସ୍ୱାସ୍ଥ୍ୟ […]