ସଡ଼କ ଦୁର୍ଘଟଣାରେ ସାମ୍ବାଦିକଙ୍କ ପରଲୋକ

ଫୁଲବାଣୀ- (ସୁନୀଲ ପଟନାୟକ)ଏକ ସଡ଼କ ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଅଞ୍ଚଳର ଜଣେ ସାମ୍ବାଦିକଙ୍କ ପରଲୋକ ଘଟିଛି । . ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ଜଣଙ୍କ ହେଲେ ଆନନ୍ଦ ପ୍ରଧାନ। ଘରଜି ଉଦୟଗିରିର ଦୁଗୁରିପଡି ଅଞ୍ଚଳରୋଆନନ୍ଦ ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ଏକ ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ର ନବୀନ ରଜି.ଉଦୟଗିରି ବ୍ଳକ ପ୍ରତିନିଧିଥିଲେ।ସେ ଗତ ୨୪ରେ ଖବର ସଂଗ୍ରହ ପାଇଁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପ୍ରଥମେ ଜି. ଉଦୟଗିରି ଓ […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୨୬ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଆଷାଢ଼ମାସ-କୃଷ୍ଣପକ୍ଷତିଥି-ଦ୍ଵିତୀୟା ଅପରାହ୍ନ ଘ ୦୫/୫୨ ପର୍ଯ୍ୟନ୍ତ ତଦନ୍ତେ ତୃତୀୟାନକ୍ଷତ୍ର- ଉତ୍ତରାଶାଢା ରାତ୍ରି ଘ ୦୨/୪୫ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣ।ଚନ୍ଦ୍ର- ଧନୁ ଦିବା ଘ ୧୦/୧୨ ପର୍ଯ୍ୟନ୍ତ ତଦନ୍ତେ ମକରଯୋଗ-ଇନ୍ଦ୍ରକରଣ-ତୈତିଳସୌରମାସ-ମିଥୁନ ୧୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୦୬ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୨୯✧═════•❁❀❁•═════✧ଯୋଗିନୀ ଉତ୍ତରେ ଅପରାହ୍ନ ଘ ୦୫/୫୨ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେବୃଷ ,ସିଂହ ଓ କନ୍ୟା ରାଶିର ଘାତବାରଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ ଘ୦୬/୫୩ ମଧ୍ୟେ […]

ବୁଡ୍ରୁ କିଆ ଏଏନଏମ ଦିଦି ଆଉ ନାହଁ।ନ୍ତି କରୋନା ସହ ଲଢି ଶେଷରେ ହାରି ଗଲେ କରୋନାଯୋଦ୍ଧା

ଫୁଲ ବାଣୀ-( ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲା ବୁଡ୍ରୁ କିଆ ଏ ଏନଏମ ଦିଦି ଆଉ ନାହାନ୍ତି ।କରୋ ନା ସହଲଢି ଶେଷରେ ହାରିଗଲ କରୋନାଯୋଦ୍ଧା । କରୋନାଯୋଦ୍ଧା ଜଣଙ୍କ ହେଉଛନ୍ତି କନ୍ଧମାଳ ଜିଲ୍ଲାର ବାରଖମାସି ଏଚସି ଅଧୀନରେ ଥିବା ବୁ ଡୁରୁ କିଆ ସବସେଣ୍ଟରରେ କାର୍ଯ୍ୟରତ ଏ ଏନଏମ ଦିଦି ସରୋଜା ଓଝା।ସରୋଜାଙ୍କ ଶୁକ୍ରବାର ରାତିରେ ଫୁଲ ବାଣୀସ୍ଥିତ କୋଭିଡ ହସ୍ପିଟାଲରେ ପରଲୋକ ହୋଇଛି।ଗତ ୨୭.୫.୨୧ରେ ସରୋଜା କରେ । ନାରେ ସଂକ୍ରମିତ ହୋଇ ଗୁରୁତର […]

ମା ନ।ରାୟଣୀଙ୍କ ଘଟ ଧ।ରି ମହିଳାଙ୍କ ପରଲୋକ :ସହରରେ ଶୋକର ଛାୟା

ଫୁଲ ବାଣୀ- (ସୁନୀଲ ପଟନାୟକ)ଫୁଲ ବାଣୀ ସହରରେ ପ୍ରତି ଦୁଇ ବର୍ଷରେ ଥରେ ମାନାରାୟଣୀ ଯାତ୍ରା ହେଇଥାଏ । ଯାତ୍ରାରେ ନିଷ୍ଠା ଓ ଆନ୍ତରୀକତା ରସହ ମା ନାରାୟଣୀଙ୍କ ଘଟଧାରଣ କରିଆସୁଥିବା ମୁଖ୍ୟ ଘଟଧାରୀ ମହିଳାଦେଶୀ ବେହେରା ଙ୍କ ପତ୍ନୀ ଶ୍ରୀମତୀ ଜେ. ସେନେ ପିଲା ପାତ୍ରଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ବର୍ଷ ପାଖାପାଖିହୋଇଥିଲା। ସେ ଗତ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ ।ତାଙ୍କ ମୃତ୍ୟୁରେ ସହର […]

କୋଭିଡ ନିୟମ ଉଲଘଂନ: ବିନା ସାମାଜିକ ଦୂରତାରେ ବିଧବା ଦିବସ ପାଳନ

ବାଲିଗୁଡ଼ା,୨୫/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ପ୍ରଶାସନ କୋଭିଡ ନିୟମକୁ ଉଲ୍ଲଂଘନ କରି କିଭଳି ଗୋଟିଏ କୋଠରୀ ରେ ବୃଦ୍ଧା ଓ ବିଧବା ମହିଳା ମାନଙ୍କୁ ଏକାଠି ବସାଇ ବୈଠକ କରିବା କୁ ନେଇ ବୁଦ୍ଧିଜୀବି ପ୍ରଶ୍ନ କରିଛନ୍ତି । ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ, ତୁମୁଡ଼ିବନ୍ଧ ସମେତ ବିଭିନ୍ନ ପଞ୍ଚାୟତ ରେ ବିଡ଼ିଓ ରୀନା ପ୍ରଧାନ, ଜିପିଓ ଭୀମସେନ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଘ୍ନେଶ୍ୱର ଦିଗାଲ ମିଳିତ ଭାବେ ଏହି […]

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

~~~~~~~ବୁଗୁଡା ୨୫/୦୬ (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା ଅନ୍ତର୍ଗତ ଶଙ୍କରୁ ଗ୍ରାମର ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ଶଙ୍କରୁ ଗ୍ରାମର ଜଣେ ନାବାଳିକା ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ବିଦ୍ୟାଳୟ ବନ୍ଦ ଯୋଗୁଁ ଘରେ ରହି ପାଠ ପଢୁଥିଲେ। ନାବାଳିକାଙ୍କ ଘରେ ପରିବାରର କେହି ନଥିବାର ସୁଯୋଗ ନେଇ ସେହି ଗ୍ରାମର ଡାକ ଜେନାଙ୍କ […]

କରେ।ନା ଭୟ ବ୍ଳକ କାର୍ଯ୍ୟାଳୟ କୁ ବିଡିଓ ଆସୁନାହ।ନ୍ତି

ଫୁଲ ବାଣୀ-(ପିଏନଏସ) କରେ ।ନାଭୟ ଏବେ ସମସ୍ତଙ୍କୁ ଘାରିଛି । ବ୍ଲକକୁ ବିଡିଓ ଆସୁନାହଁ।ନ୍ତି ଜମା, ଫଳରେ ବିଭିନ୍ନ କାର୍ଯ୍ୟରେ ଗ୍ରାମାଞ୍ଚଳର ଲୋକେ ବ୍ଳକ ଅଫିସ ଆସି ଅପେକ୍ଷା କରି କରି ଫେରୁଛନ୍ତି । ଏ ଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକରୁ।ଦିନେ କି ଦୁଇ ଦିନ ନୁହେଁ ଗଲା ୧୦ ଦିନରୁ ଅଧିକା ହେବ ବିଡିଓବ୍ଳକ ଅଫିସ ଆସିନାହାନ୍ତି । ତେବେ ସରକାରି ବାସ ଭବନରେ ରହି ଜରୁରୀ ଅଫିସ କାମ କିଛି […]

କୋଟଗଡ଼ ଚାଷୀଙ୍କୁ ଜଳସେଚନ ସୁବିଧା , ଚାଷୀଙ୍କ ମୁହଁରେ ହସ ଫୁଟିଲା

ଫୁଲ ବାଣୀ- (ସୁନୀଲ ପଟନାୟକ)ଏଣିକି କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡରକ୍ଷୁଦ୍ର, ନାମ ମାତ୍ର ଗରୀବ ଚାଷୀ ଜଳସେଚନର ସୁବିଧା ପାଇବେ । ଉଠା ଜଳସେଚନ ବିଭାଗ ପକ୍ଷରୁ ଚଳିତବର୍ଷ କୋଟଗଡ଼ ବ୍ଳକ 6ର କୋଟି କୋଟି ଟଙ୍କା ବ୍ୟୟରେ ଗୋଟିଏ କି ଦୁଇଟି ନୁହେଁ ଛଅ ଛଅଟି ପ୍ରକଳ୍ପ ନିର୍ମାଣ ହୋଇଛି, ଫଳରେ ଏହି ଅଞ୍ଚଳର ଶତାଧିକ ଗରୀବ ଚାଷୀଙ୍କ ମୂ ହଁରେ ହସ ଫୁଟିଲ।କେନ୍ଦ୍ର ସରକାରଙ୍କ ରୁ ରୁବାନ […]

ପୋଲିସ ପଞ୍ଚାରେ ୨ନକଲି ମାଓବାଦୀ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସକୁ ପୁଣି ମିଳିଛି ସଫଳତା । ୨ ଜଣ ନକଲି ମାଓବାଦୀ କୁ ଗିରଫ କରିଛି ଦାରିଙ୍ଗବାଡି ପୋଲିସ । ଏହି ଦୁଇ ଜଣ ହେଲେ ସିମନବାଡି ପଞ୍ଚାୟତ ସଲୀବାଡିରମସେଶ ଦିଗଲଓ କୋଟଗଡ଼ପୁରୁ ସୁଡ଼ି ଗ୍ରାମ୍ୟ ଆଣ୍ଡ୍ରିୟ ପ୍ରଧାନ।ସୂଚନା ଯୋଗ୍ୟ ଯେ ଗତ୧୦ତାରିଖ ଦିନ ବିଳମ୍ବିତ ରାତିରେ ଦାରିଙ୍ଗବାଡି ଅଞ୍ଚଳର ମକପାଟା ଗ୍ରାମର ପ୍ରମୋଦ ପ୍ରଧାନ ଓ ଟେପାରିଗ୍ରାମ ରବିଶ୍ଵନାଥ ପ୍ରଧାନ ଙ୍କ ଘରେ ପଶି ନିଜକୁ ମା ଓ […]