କୁମ୍ଭାରୀ ରେ ଗୁରୁ ଭଗବାନ ସାହୁ ଙ୍କ ଜୟନ୍ତୀ
~~~~ବରଗଡ଼ ୨୫/୬- ପଶ୍ଚିମ ଓଡିଶାରେ ମଞ୍ଚ ନାଟକର ସୃଷ୍ଟିକର୍ତ୍ତା ଭାଷା,ଲୋକକଳା ସଂସ୍କୃତି, ଶବ୍ଦନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟର ପ୍ରଚାରକ, ଲୋକମହୋତ୍ସବର ଜନକ, କୋଶଳ ନାଟ୍ଯ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ୯୧ ତମ ଜୟନ୍ତୀ ତାଙ୍କ ଜନ୍ମ ସ୍ଥାନ କୁମ୍ଭାରୀ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ କୁମ୍ଭାରୀ ଗାମ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ କେଦାର ମିଶ୍ର ଙ୍କ ସଭାପତିତ୍ବରେ ଜିଲ୍ଲା ସ୍ମୃତି କମିଟୀ ସଂପାଦକ ପ୍ରଦୀପ ଦେବତା, ଭାଗବତ ପଧାନ, ଯୁଗଳ ପ୍ରସାଦ ସିଂ […]