ସହିଦ ଚନ୍ଦ୍ରକାନ୍ତ ପ୍ରଥମଶାଦ୍ଧବାର୍ଷିକୀ , ଆଜିବି ଝୁରି ହେଉଛନ୍ତି ସମସ୍ତେ
ଫୁଲବାଣୀ,-(ସୁନୀଲ ପଟ୍ଟନାୟକ)ଚାହୁଁ ଚାହୁଁ ବର୍ଷେ ବିତିଗଲା। ଏବେ ବି ବିଶ୍ୱାସ ହେଉନି ଯେ, ଚନ୍ଦ୍ରକାନ୍ତ ଆମ ଗହଣରେ ନାହିଁ ବୋଲି । ଠିକ ଗତ ବର୍ଷ ଆଜିର ଦିନରେ ଲଦାଖର ଗଲୱ। ନ ଉପତ୍ୟକାରେ ଡ୍ୟୁଟିରେ ଥିବାବେଳେ ଭାରତ -ଚିନ ସେନା ମଧ୍ୟରେ ମୁହାଁମୁହିରେ ଚନ୍ଦ୍ରକାନ୍ତ ସହିଦ ହୋଇଥିଲେ।ଆଜି ସହିଦ ଚନ୍ଦ୍ରକାନ୍ତଙ୍କ ପ୍ରଥମଶ୍ରାଦ୍ଧବାର୍ଷିକୀ ।ତାଙ୍କ ଗ୍ରାମ ରାଇକିଆ ବ୍ଳକ ଅନ୍ତର୍ଗତ ବିଅର ପାଙ୍ଗା ରେ ଆଜି ଗ୍ରାମବାସୀ ସାଙ୍ଗସାଥୀ ମିଶି କୋଭିଡ଼ ଗାଇଡଲାଇନ ମାନିପାଳନ କରୁଛନ୍ତି ଶ୍ରାଦ୍ଧବାର୍ଷିକ […]