ସଂଘବଦ୍ଧ ଭାବେ ଯୁବକକୁ ପିଟିପିଟି ହତ୍ୟା, ୩ ଅଟକ
ଫୁଲ ବାଣୀ_(ସୁନୀଲ ପଟନାୟକ)ମଙ୍ଗଳବାର ବିଳମ୍ବିତ ରାତିରେ ଖଜୁରୀପଡା ଥାନା ଅନ୍ତର୍ଗତ କାଣ୍ଡ । ବାଡି ଗ୍ରାମରେ ଜଣେ ଯୁବକକୁ ଆଉ କିଛି ଯୁବକ ସଂଘବଦ୍ଧ ଭାବେ ପିଟି ପିଟି ଅତି ନୃଶ ସଂଭାବେ ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ଦଳପଡ଼ା ଗ୍ରାମ ର ସୁଜିତ ସାହାଣୀ।ସକାଳୁ ଖବର ପାଇ ଖଜୁରୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସଙ୍ଗେସଙ୍ଗେ ଘଟଣାର ତଦନ୍ତ କରୁଛି ।ଏ ସଂପର୍କରେ ଖଜୁରୀପଡ଼ାପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା […]