ଫୁଲବାଣୀ ସହରରେ ଜାମୁକୋଳିର ଚାହିଦା ବଢୁଛି
ଫୁଲବାଣୀ- (ସୁନୀଲ ପଟନାୟକ) ଏବେ ବାସୁ କୋଳୀ ସିଜନ । ଫଳରେ ଫୁଲ ବାଣୀ ସହରର ଡିଆରଡିଏ ଛକ, ଗୋପବନ୍ଧୁ ଛକ ମାଦିକୁନ୍ଦା ଛକ ଆଦି ବିଭିନ୍ନ ସ୍ଥାନରେ ଏବେ ଜାମୁକୋଳୀ ର ପସରା ମେଲିଛି। ଲୋକେ ମଧ୍ୟ ଏବେ ଜାମୁ କୋଳି କିଣି ନେଉଛନ୍ତି।ଆଗରୁ ଜାମୁକୋଳି ପାଚି ରାସ୍ତାକଡ଼ରେ ପଡ଼ି ନଷ୍ଟ ହେଇଥିଲା । ଗାଇଗୋରୁ ଛେଳି ସବୁ ଖାଉଥିବା ଦେଖିବାକୁ ମିଳୁଥିଲା।ହେଲେ ଏବେ ଜାମୁକୋଳି ସ୍ୱାସ୍ଥ୍ୟ ପ୍ରତି ହିତ କର ଓ ହାର୍ଟ ଲିଭର […]