ଫୁଟୁ କୁଲି ଛତୁ ଭାରି ସୁଆଦିଆ
(ସୁନୀଲ ପଟନାୟକ)ନା ଫୁଟୁ କୁଲି ଛତୁ । ଦେଖି ବାକୁ ମାଟି ରଙ୍ଗ ଆଉ ଗୋଲଗୋଲ । ମାଟି ଭିତରୁ ଖୋଳି ବାହାର କର। ଯାଉଥିବାରୁ ଉପରରଙ୍ଗ ମାଟିଆ ଦେଖାଯାଏ । ସଫାକରିଲେ ଧଳା । ତେବେ ଖୋଳପା କୁଫଟାଇଲେ ଭିତରୁ ଅସିଲି ଛତୁ ବାହାରିଥାଏ। ଏହାକୁ ତରକାରୀ, କିମ୍ବା କଷା, ନଚେତ ପିଆଜ କଞ୍ଚାଲଙ୍କାପକାଇ ଭାଜିଲେ ଭାରି ସୁଆଦିଆ ଲାଗେ। ଯିଏ ଥରେ ଏହାର ସ୍ଵାଦ ଚାଖିଛି ସେ ସହଜରେ ଭୁଲିପାରିବନି।ବର୍ଷା ଦିନ ଆରମ୍ଭରେହିଁ ଏହି […]