ମୋବାଇଲ ଫାଟିଗଲା ଅଳ୍ପ କେ ବର୍ତ୍ତିଲେ ଛାତ୍ର

ଫୁଲ ବାଣୀ_(ସୁନୀଲପଟନାୟକ)ଅନ୍ଲାଇନ କ୍ଲାସ ସରିବାପରେ ଫାଟିଗଲା ମୋବାଇଲ। ତେବେ ଅଳ୍ପକେ ବର୍ତ୍ତୀ ଯାଇ ଛନ୍ତି ଫୁଲବାଣୀ ପବ୍ଲିକ ସ୍କୁଲରେ ପାଠ ପଡୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ସାତ୍ୱିକ ପଟନାୟକ । ସା ତ୍ଵିକ ସବୁଦିନ ପରି ଆଜି ମଧ୍ୟ ସକାଳୁ ଅନଲାଇନରେ.ପାଠ ପଢୁଥିଲେ । ତେବେ କ୍ଲାସ ସରିବାପରେ ମୋବାଇଲକୁ ରଖି ଦୁରରେ ବସି ହୋମ ୱ। ର୍କ କରୁଥିଲେ। ତେବେ ମୋବାଇଲଟି ହଠାତ ଫାଟିଯାଇଥିଲା। ଫଳରେ ଶବ୍ଦ ଶୁଣି ଘର ଲୋକେ ଦଉଡି ଆସିଥିଲେ। ତେବେ […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୧୯ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-ଶୁକ୍ଳପକ୍ଷତିଥି-ନବମୀ ରାତ୍ରି ଘ ୦୭/୦୦ ପର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର- ହସ୍ତା ରାତ୍ରି ଘ ୦୯/୧୮ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରାଚନ୍ଦ୍ର-କନ୍ୟାଯୋଗ- ବାରୀୟ।ନ୍କରଣ-ବ।ଳବସୌରମାସ-ମିଥୁନ ୦୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୨ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୦୯✧═════•❁❀❁•═════✧ଯୋଗିନୀ ପୂର୍ବେ ରାତ୍ରି ଘ ୦୭/୦୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେବୃଷ ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ ଘ୦୬/୫୦ମଧ୍ୟେ ଓ ୦୪/୪୫ଗତେ ଘ୦୬/୨୫ମଧ୍ୟେବାରବେଳ।- ଦିବା ଘ […]

ଟାଟା ଟ୍ରଷ୍ଟ ତରଫରୁ ପ୍ରଦତ୍ତ ବିଶୁଦ୍ଧ ପାନୀୟ ଜଳ ଓ ଚାଷପୋଯୋଗୀ ପ୍ରକଳ୍ପ ଉଦଘାଟିତ

ବାଲିଗୁଡା,୧୮/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କୋଟଗଡ ବ୍ଲକ ଅନ୍ତର୍ଗତ ନୀଲୀଗୁଡାରେ ଟାଟା ଟ୍ରଷ୍ଟ ତରଫରୁ ପାହାଡ଼ ଝରରୁ ପହଁଚିଲା ବିଶୁଦ୍ଧ ପାନୀୟ ଜଳ ଓ ଚାଷପୋଯୋଗୀ ପ୍ରକଳ୍ପ ଏହା କୋଟଗଡ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ନୀଲୀଗୁଡା ର ଲୋକେ ଉତ୍ସାହିତ ହୋଇ ଲୋକ କଳା ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ର ବଜାଇ ଅତିଥି ଙ୍କୁ ସ୍ୱାଗତ କରିଥିଲେ l ଏଥିରେ […]

ନିଷ୍ଠା ପରିବାର ମହିଳା ଶାଖା,ଆକାର ଫାଉଣ୍ଡେସନ ର ମିଳିତ ଉଦ୍ୟମ ରେ ରାସନ ସାମଗ୍ରୀ ବଣ୍ଟନ

ବରଗଡ଼:-୧୮୵୬କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଲକଡାଉନ ପାଇଁ ଲୋକଙ୍କ କାମ ଧନ୍ଦା ପୁରା ବନ୍ଦ ହୋଇଯାଇଛି। ଆଜି ନିଷ୍ଠା ପରିବାର ର ମହିଳା ଶାଖା ଓ ଆକାର ଫାଉଣ୍ଡେସନ ର ମିଳିତ ଉଦ୍ୟମ ରେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା, ଅଡଗାଁ, ସହଁରାପାଲି, ବରମକେଲା,ନୂଆଁଗଡ, ବିଶ୍ବାଳ ଟିକ୍ରା କୁ ଯାଇ ଶୁଖା ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏଥିରେ ନିଷ୍ଠା ମହିଳା ଶାଖାର ସଂଯୋଜକ ତ୍ରିପୁରା ସୁହୁଲା, ସଦସ୍ଯା ସୁତପା […]

ଧାନ ବିକ୍ରି ଦାବି ରେ ଚାଷୀ ମାନେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା ଦେଲେ

ବରଗଡ଼:- ଭେଡେନ ବ୍ଲକ ଅନ୍ତର୍ଗତ ସାଲେପାଲି ଗାଁ ର ଶତାଧିକ ଚାଷୀ ଆଜି ଧାନ ବିକ୍ରି ଦାବି ରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ। ଚାଷୀ ମାନଙ୍କ ପାଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଟୋକନ ମଧ୍ୟ ରହିଛି, କିନ୍ତୁ ମିଲର୍ସ ମାନେ ଧାନ ସଂଗ୍ରହ କରୁନାହାନ୍ତି। ଫଳରେ ଉକ୍ତ ବଜାର ପ୍ରାଙ୍ଗଣରେ ପ୍ରାୟ ଦଶ ହଜାର ରୁ ଅଧିକ ବସ୍ତା ଧାନ ବିକ୍ରି ନ ହୋଇ ପଡି ରହିଛି। ଅପରପକ୍ଷରେ […]

ବାଲିଗୁଡା ଉପଖଣ୍ଡ ବିଦ୍ୟୁତର ଅବ୍ୟବସ୍ଥା ସମ୍ପର୍କରେ ବିଜେପିର ଏକ ପ୍ରତିନିଧି ଦଳ ବିଦ୍ୟୁତ ଅଧିକାରୀଙ୍କ ସହ ଆଲୋଚନାଲ

ବାଲିଗୁଡା,୧୮/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଆଜକୁ ଦୀର୍ଘ ଦିନ ହେଲା ବିଦ୍ୟୁତ କାଟ ସହ ଲୋ-ଭୋଲଟେଜ ଭଳି ବିଭିନ୍ନ ସମସ୍ୟା ଉପୁଜିଥିଲେ ମଧ୍ୟ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ କୌଣସି ପ୍ରକାରେ ସମାଧାନ କରିପାରୁ ନଥିବା ଯୋଗୁଁ ଜନସାଧାରଣଙ୍କ ପକ୍ଷରୁ ବାଧ୍ୟ ହୋଇ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ବାଲିଗୁଡା ବିଜେପିର ଏକ ପ୍ରତିନିଧି ଟିମ ବାଲିଗୁଡା ବିଜୁଳି ବିଭାଗ କାର୍ଯ୍ୟାଳୟ ଠାରେ ପହଁଚି ବାଲିଗୁଡା ଅଞ୍ଚଳରେ ହେଉଥିବା ବାରମ୍ବାର […]

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନୀଙ୍କ ପେଟରେ ଯନ୍ତ୍ରଣା ହେବା ଯୋଗୁଁ ଭୁବନେଶ୍ୱର ସ୍ଥାନାନ୍ତରିତ

କନ୍ଧମାଳ,୧୮/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାସ୍ଥିତ ଚାରିପଡ଼ା ଗ୍ରାମର ଅନନ୍ୟ ପ୍ରତିଭା ତଥା ଲୋକକବି, ଆଦିବାସୀ ସଂସ୍କାରକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନୀ (ଟାଡ଼ିସରୁ ବାଇ) ଫୁଲବାଣୀ ଜିଲ୍ଲା କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ।ତାଙ୍କ କୋଭିଡ୍‌ ନମୁନା ଗତ ୧୪ ତାରିଖରେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତାଙ୍କୁ ନିଜ ବାସଭବନରେ ସଙ୍ଗରୋଧରେ ରଖାଯାଇ ସ୍ୱାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କ ଦ୍ବାରା ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ହୋଇଥିଲା। ସେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ତୁରନ୍ତ […]

ଫୁଲବାଣୀରୁ ୭,ଜିଲ୍ଲାରୁ ୩୪ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।ଜିଲ୍ଲାରେ ଶୁକ୍ର ବାର ମୋଟ ୩୪ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ୭ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ଫୁଲବାଣୀ ସାହିରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ ମୋ ଚିସାହି, କଲେଜ ଛକ, ଭେଟେ ନାରି ଅଫିସ, ବ୍ରାହ୍ମଣ ସାହି, […]

ଲାଇନପଡ଼ା କଂପ୍ୟୁଟର ଦୋକାନରେ କଳା କନା ବୁଲାଇଲେ ଦୁର୍ବୁର୍ତ୍ତ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତଲାଇନପଡା ଓମ ମୋବାଇଲ ଦୋକାନ ଗୁରୁବାର ମଧ୍ୟରାତ୍ରିରେ ଦୁର୍ବର୍ତ୍ତମାନେ ତାଲା ଭାଙ୍ଗି କଳା କନା ବୁଲାଇ ଦେଇଛନ୍ତି । ଦୋକାନ ରେ ଥିବା ୨ ଟି କମ୍ପୁଟର, ଗୋଟେ ଜେରକ୍ସ ମେସିନ, ସି ସି ଟିଭି କ୍ୟାମେରା, ମୋବାଇଲ, ଆଉ ନଗଦଟଙ୍କା ଲୁଟି ନେଇ ପଳାଇଛନ୍ତି ଦୁର୍ବୁର୍ତ୍ତ ମାନେ । ଏନେଇ ଦୋକାନ ମାଲିକ ଲାଇନପଡା ଫାଣ୍ଡି ରେ ଏତେଲା ଦେବାପରେ ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଆଚାର୍ଯ୍ୟ […]

କରେ। ନା ମାଡ,୬ଟି ବସର ମାଲିକ ବିକୁଛନ୍ତି ଫଳ ପନି ପରିବା

ଫୁଲବାଣୀ -(ସୁନୀଲ ପଟନାୟକ )କ ରୋନା ମହାମାରି ପ୍ରଭାବ ରେ ସମସ୍ତେ ପ୍ରଭାବିତ । ଛୋଟ ଛୋଟ ଉଠା ଦୋକାନୀ ଠୁ ଆରମ୍ଭ କରି ବସ ମାଲିକ ଯାଏ କେହି ମଧ୍ୟ ଏଥିରୁ ବର୍ତ୍ତୀ ପାରିନାହ।ନ୍ତି। ସମସ୍ତଙ୍କ ଜୀବନ ଜିବିକା ପ୍ରଭାବିତ ହୋଇଛନ୍ତି । ପରିବାର ଚଳାଇବା ପାଇଁ ଫୁଲ ବାଣୀର୬ଟି ବସର ମାଲିକ କିଭଳି ରାସ୍ତାକଡରେ ବସି ଫଳ ପନି ପରିବା ବିକୁଛନ୍ତି ।ପଞ୍ଚାନନ ସ।ହୁ। ଘର ଚକାପାଦ ବ୍ଳକର ଆରାବକା। ଦିନ ଥିଲା ପଞ୍ଚାନନ […]