ବାରମ୍ଵାର ଦାବୀ ସତ୍ତ୍ଵେ ଶୁଣୁନି ପ୍ରଶାସନ ହାତୀମୁଣ୍ଡା- ମେରା ମାହା ରାସ୍ତା ମରାମତି କେବେ ?

ଫୁଲବାଣୀ- (ସୁନୀଲ ପଟନାୟକ) ବାରମ୍ଵାର ଦାବୀ କଲେ ମଧ୍ୟ ଶୁଣୁ ନି ପ୍ରଶାସନ।ଆଗକୁ ବର୍ଷାଦିନ। ରାସ୍ତା ଅବସ୍ଥା ଅଧିକା ଖରାପ ହେବ। ଯିବାଆସିବା ମୁସ୍କିଲ ହୋଇ ଯିବ । ମରାମତି କରିବାଲାଗି ଯନ୍ତ୍ରୀଙ୍କୁ କହି କହି ଥକିଗଲେଣି ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ହାତି ମୁଣ୍ଡ । – ମେରା ମାହା ଗ୍ରାମବାସୀଙ୍କଠାରୁ । ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ୯୦ ଭାଗ ପିଚୁ ଉଠିଗୁଡି ବାହାରି ଗଲାଣି। […]

ବିଭିନ୍ନ ଦୁର୍ଗମ ଗ୍ରାମକୁ ଗମନାଗମନ ବ୍ୟବସ୍ଥା

ଫୁଲବାଣି- (ସୁନୀଲ ପଟନାୟକ)ଦିନ ଥିଲା କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମଗୁଡିକୁ ଭଲ ରାସ୍ତାଟିଏ ନଥିଲା, ଗାଡି ମଟର କଥା ଛାଡ଼, ପାଦରେ ଚାଲି କି ଯିବା ସମ୍ଭବ ହେଉନଥିଲା। ଲୋକେ ମାଇଲ ମାଇଲ ବାଟ ସୁଉଚ୍ଚ ପାହାଡ ପର୍ବତଡେଇଂ ପଞ୍ଚାୟତକୁ ଚାଉଳ ଆଣିବା ପାଇଁ ଯାଉଥିଲେ।ବଡିଭୋରରୁ ଯାଇ ସଞ୍ଜ ନଇବାବେଳେଚାଉଳ ମୁଣ୍ଡରେ ଧରି ଆଣିବା ବେଳେ ବାଟରେ ଗୋଡ଼ଖସି ପଡି ଅ।ହତ ବି ହେଉଥିଲେ। ଆଉ ବେଳେ ବେଳେ ବନ୍ୟଯନ୍ତୁଙ୍କ ଆକ୍ରମଣର ବିଶୀକାର ହେଉଥିଲେ। […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୧୮ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-ଶୁକ୍ଳପକ୍ଷତିଥି-ଅଷ୍ଟମୀ ରାତ୍ରି ଘ ୦୮/୪୯ ପର୍ଯ୍ୟନ୍ତ ତଦନ୍ତେ ନବମୀନକ୍ଷତ୍ର- ଉତ୍ତରା ଫାଃ ରାତ୍ରି ଘ ୧୦/୨୧ ପର୍ଯ୍ୟନ୍ତ ତଦନ୍ତେ ହସ୍ତାଚନ୍ଦ୍ର-କନ୍ୟାଯୋଗ- ଅଶ୍ରୁକକରଣ-ବିଷ୍ଟିସୌରମାସ-ମିଥୁନ ୦୪ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୫୯✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ରାତ୍ରି ଘ ୦୮/୪୯ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେବୃଷ ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ ୦୮/୩୦ଗତେ ଘ୧୧/୫୦ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା […]

କନ୍ଧମାଳରେ ବିନା ଲାଇସେନ୍ସରେ ଚାଲିଛି ଅନେକ ମେଡିସିନ ଦୋକାନ, ୪ଦୋକାନ ସିଲ, ବାକି କେବେ ?

ଫୁଲବାଣୀ- (ସୁନୀଲ ପଟନାୟକ) ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ସରକାରୀ ନିତି ନିୟମକୁ ଉଲଙ୍ଘନ କରି ଗ୍ରାମ। ଞ୍ଚଳ ଗୁଡିକରେ ବିନା ଲାଇସେନ୍ସରେ ଚାଲିଛି ଅନେକ ମେଡିସିନ ଦୋକାନ । ସେମାନେ ମନଇଛ। ଏକ୍ସପାଇର ଡେଟ ମେଡିସିନ, ଓ ନିମ୍ନମାନର ଅନାମଧେୟ ଡୁପ୍ଲିକେଟ ମେଡିସିନ ଆଦି ଚଢ଼ା ଦରରେ ରୋଗୀ ଙ୍କୁ ବିକ୍ରି କରୁଥିବା ଅଭିଯୋଗ ହେଉଛି । ନା ସେମାନେ ଫର୍ମାସିଷ୍ଟ ନିଜେ ପଢିଛନ୍ତି ନା କୌଣସି ଫର୍ମାସିଷ୍ଟ ଙ୍କୁ ନିଯୁକ୍ତି ଦେଇଛନ୍ତି । ୟା […]

ବାଲିଗୁଡା: ଫାର୍ମାସିଷ୍ଟଙ୍କ ୬ଦଫା ଦାବୀ ନେଇ କଳବ୍ୟାଜ୍ ପରିଧାନ : କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ

ବାଲିଗୁଡ଼ା,୧୭/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମେତ ୬୪ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୫୧ଜଣ ଫାର୍ମାସିଷ୍ଟ ମାନେ ସେମାନଙ୍କ ବିଭିନ୍ନ ଦାବୀକୁ ତୁରନ୍ତ ପୂରଣ ନେଇ କଳା ବ୍ୟାଚ ପରିଧାନ କରିଥିବା ଜଣାପଡିଛି l ଉକ୍ତଦାବୀ ଗୁଡିକ ମଧ୍ୟରେ କ୍ୟାଡ଼ର ପୂର୍ଣ୍ଣ ଗଠନ, ପଦୋନ୍ନତି, ଅସ୍ଥାୟୀ ଫାର୍ମାସିଷ୍ଟ ଙ୍କୁ ସ୍ଥାୟୀ କରିବା, ଅନ ଲାଇନ କାର୍ଯ୍ୟ ପାଇଁ ଡିଇଓ ନିଯୁକ୍ତି, ଖାଲି ପଡିଥିବା ପଦବୀ ପୂରଣ, ଦରମା ଅସଙ୍ଗତି ଏଭଳି ୬ଦଫା ଦାବୀ […]

କନ୍ଧମାଳ : ଆୱାର୍ଡ ପକ୍ଷରୁ ଚାଷୀ ମାନଙ୍କୁ କଳଧାନ ବିହନ ବଣ୍ଟନ

କନ୍ଧମାଳ,୧୭/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):ବିଜ୍ଞାନ ଭିର୍ତ୍ତିକ ପ୍ରମାଣ ସିଦ୍ଧ ସ୍ୱାସ୍ଥ୍ୟରେ ହିତକ ଜନକ କଳଧାନ ଚାଉଳରେ ପୃଷ୍ଟି ସାର ଭରିରହିଥିବା ଯୋଗୁଁ ବର୍ତ୍ତମାନର କରୋନା କାଳରେ କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ‘ ଆୱାର୍ଡ ‘ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରି ଚଳିତ ଖରିଫ ଋତୁରେ ଏହି କଳା ଧାନ ଚାଷ ର ବହୁଳ ପ୍ରସାର ନିମନ୍ତେ ପ୍ରଥମ ଥର ନିମନ୍ତେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ତର୍ଗାବାଲି ଅଞ୍ଚଳର ଚାଷୀମାନଙ୍କୁ ମାଗଣାରେ ଅନୁଷ୍ଠାନର […]

ତୁମୁଡିବନ୍ଧଠାରେ ଯୁବ ବିଜେଡିର ସାନିଟାଇଜ କାର୍ଯ୍ୟକ୍ରମ

ଫୁଲବାଣୀ- (ସୁନୀଲ ପଟନାୟକ) କରୋନା ମହାମାରି ର ଦ୍ଵିତୀୟ ଲହର କୁ ଚେକ ଦେବାଲାଗି ଯୁବ ବିଜେଡି ଆଗେଇ ଆସିଛି ।ଗୁରୁବାର ତୁମୁଡିବନ୍ଧ ଠାରେ ଯୁବ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଚିନ୍ମୟ ସାହୁ ଏବଂ ଯୁବ ନେତା ଅଶ୍ୱିନ ସାହୁଙ୍କ ଦ୍ୱାରା ସାନିଟାଈଜେସନ କାର୍ଯ୍ୟକ୍ରମ ସହ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣୀ କହ୍ନର ଯୋଗଦେଇଥିଲେ। ଯୁବ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଚିନ୍ମୟ ସାହୁ, ଯୁବ […]

ଆବାସ ଯୋଜନା କାହାପାଇଁ? ପ୍ରଦ୍ୟୁମ୍ନଙ୍କୁ ଘର ମିଳୁନି, ଝାଟିମାଟି କୁଡିଆରେ ମୁଣ୍ଡ ଗୁଞ୍ଜୁଛୁନ୍ତି ୭ପ୍ରାଣୀ କୁଟୁମ୍ବ

ଫୁଲ ବାଣୀ- (ସୁନୀଲ ପଟନାୟକ)ସରକାର ଗରୀବ ବାସ ହିନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ,ବିଜୁ ପକ୍କା ଘର, ମୋକୁଡିଆ ଆଦି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହି ସବୁ ଯୋଜନାରେ ମାଗଣ ।ରେ ବାସଗୃହ ଯୋଗାଇ ଦେଉଥିବା କହୁଛନ୍ତି ।ହେଲେ ଏ ସବୁ ଯୋଜନା ପ୍ରକୃତ ହିତାଧିକାରିଙ୍କ ପାଖରେ ପହଞ୍ଚିପାରୁନଥିବା ଦେଖିବାକୁ ମିଳିଛି । ଏ ଭଳି ଅଭିଯୋଗ ଆସି ଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଆଡ଼ା ସିପଡ଼ା ପଞ୍ଚାୟତର ବିଦୁଖୋଲ ଗ୍ରାମ […]

ଅଦ୍ୟ ଜୁନ ମାସ ୧୭ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-ଶୁକ୍ଳପକ୍ଷତିଥି-ସପ୍ତମୀ ରାତ୍ରି ଘ ୧୦/୦୧ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀନକ୍ଷତ୍ର- ପୂର୍ବା ଫାଃ ରାତ୍ରି ଘ ୧୦/୫୧ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରା ଫାଃଚନ୍ଦ୍ର-ସିଂହ ରାତ୍ରି ଘ ୦୪/୪୩ ପର୍ଯ୍ୟନ୍ତ ତଦନ୍ତେ କନ୍ୟାଯୋଗ-ବଜ୍ରକରଣ-ଗରସୌରମାସ-ମିଥୁନ ୦୩ ଦିନଅଦ୍ୟ ବସୁମତୀ ସ୍ନାନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୦୪ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୪୯✧═════•❁❀❁•═════✧ଯୋଗିନୀ ବାୟବ୍ୟେ ରାତ୍ରି ଘ ୧୦/୦୧ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେକର୍କଟ ଓ ମକର ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରସପ୍ତମୀ ର ଏକୋଦିଷ୍ଟ […]

ମାନବିକତା ଭୁଲିଗଲା ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ ସାମ୍ବାଦିକ ଙ୍କ ହସ୍ତକ୍ଷେପ ପରେ ଅସହାୟ ବୃଦ୍ଧ ଙ୍କୁ ଚିକିତ୍ସା ସୁବିଧା ମିଳିଲା

:ବାଲିଗୁଡା,୧୬/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ସମୟରେ ସମସ୍ତେ ସମସ୍ତଙ୍କୁ କେଉଁଠି ନା କେଉଁଠି ସାହଯ୍ୟ କରୁଥିବା ବେଳେ ସ୍ଥାନୀୟ ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ ମାନବିକତା କିଭଳି ଭୁଲିଯାଆନ୍ତି ତାହାର ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ତୁମୁଡିବନ୍ଧ ରେ।ଯାହାକୁ ନେଇ ତିବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଘଟଣା ରୁ ପ୍ରକାଶ ଯେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଡଡ଼ଙ୍ଗ ଗ୍ରାମ ପାଖେ ଥିବା ଏକ ବ୍ରିଜ଼ ନିକଟରେ ଏକ ଅଜଣା ବୃଦ୍ଧ ବ୍ୟକ୍ତି ଚାଲି ଚାଲି […]