୮୭୨ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନର ଶୁଭାରମ୍ଭ କଲା “ଇଣ୍ଡିଆ”

ବୁଗୁଡା ୧୬/୦୬/୨୧ ଅଜିମ୍ ପ୍ରେମ୍ ଜୀ ଫାଉଣ୍ଡେସନ ସହାୟତାରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଇଣ୍ଡିଆ ପକ୍ଷରୁ ବୁଗୁଡା ଓ ପୋଲସରା ବ୍ଲକ ଅନ୍ତର୍ଗତ ୨୦ ଟି ଗ୍ରାମର ୮୭୨ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ବୁଗୁଡା ବ୍ଲକର ଗୋଲିଆ ପଞ୍ଚାୟତରେ ଜୁନ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଶୁଖିଲା ଖାଦ୍ୟ ଭାବେ ପ୍ରତ୍ୟେକ ପରିବାର କୁ ଚୁଡା, ଚିନି, ଦୁଗ୍ଧ ଗୁଣ୍ଡ, ଚାହା ଗୁଣ୍ଡ, ସୁଜି, ଜାଇ, ତେଲ, […]

ପୋଲିସ ପଞ୍ଝାରେ ୪ଜଣ ନକଲି ମାଓବାଦୀ : ଟଙ୍କା ଓ ସୁନା ସହ ବିଭିନ୍ନ ମାରଣାସ୍ତ୍ର ଜବତ

ବାଲିଗୁଡ଼ା,୧୬/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ୍‌ ପଞ୍ଝାରେ ୪ଜଣ ଫେକ୍‌ ମାଓବାଦୀ ବୁଧବାର ଧରାପଡିଛନ୍ତି । ପ୍ରକାଶ ଯେ, ଚଳିତ ମାସ ୧୦ତାରିଖ ରାତିରେ ନିଜକୁ ମାଓବାଦୀର ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ୱନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇ ଟଙ୍କା, ସୁନା ଡାଲି, ଚାଉଳ ଲୁଟି ନେଇଥିଲେ ୬ଜଣ ଦୁର୍ବୃତ୍ତ । ଘଟଣାକୁ ନେଇ ଦୁଇ ପରିବାର […]

ନାବାଳିକାଙ୍କୁ ଦୁଷ୍କ୍ମର୍ମ ,ଅଭିଯୁକ୍ତ ଗିରଫ

ଫୁଲବାଣୀ (-ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ସୁଲୁମାହା ରେ ଅଭାବନୀୟ ଘଟଣାଦେଖିବାକୁ ମିଳିଛି l ଜଣେ ନାବାଳିକାଙ୍କୁ ବଳପୂର୍ବକ ଦୁଷ୍କର୍ମ କରି ବା ଅଭିଯୋଗ ରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣକରିଛି lମିଳିଥିବା ସୂଚନା ଅନୁଯାୟୀ ବାର ତାରିଖ ରାତି ପ୍ରାୟ ଆଠଟା ବେଳେ ନାବାଳିକା ଜଣକ ପରିସ୍ରା କରିବାକୁ ବାହାରକୁ ଆସିଥିଲା ସେହି ସମୟରେ ସେହି ଗାଁ ର ବିନୟ ଛଟିଆ ( ୨୦) ନାମକ […]

ଚାଷୀଙ୍କୁ ସହଯୋଗର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ ଓ ଓରମାସ ,ଫୁଲବାଣୀରେ ଓରମାସ ପକ୍ଷରୁ ଆମ୍ବ ପସରା

ଫୁଲବାଣୀ-(ସୁନୀଲପଟନାୟକ)କ ନ୍ଧମାଳ ଜିଲ୍ଲା ର ଆମ୍ବଚାଷୀମାନଙ୍କ ବଗିଚାର ଉତ୍ପାଦିତ ଭଳିକି ଭଳିକି ମିଠା ରସାଳ ଆମ୍ବର ପସରା ମେଲିଛି ଫୁଲବାଣୀ ସହରରେ । ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ସହାୟତାରେ ଗତ ୧୪ ତାରିଖରୁ ଫୁଲବାଣୀ ସହର ରଗୋପବନ୍ଧୁ ମାର୍ଗରେ ଖୋଲିଛି ଓଏହି ଆମ୍ବ ପସରା ଆସନ୍ତା ୨୩ ଯାଏ ଦୀର୍ଘ ୧୦ଦିନ ଯାଏ ଚାଲିବା ।ଏଠାରେ କମ ମୁଲ୍ୟରେ ଦଶାରୀ, ଆମ୍ରପଲି, ସୁନ୍ଦରି , ବାଇଗଣ ପଲାଇ,ଆଖୁରସ , କଲମୀ ଆଦି ଭଳିକି ଭଳି […]

ମାଧୁରିମୁଣ୍ଡା ପ୍ରକଳ୍ପ କାର୍ଯ୍ୟ ରେ ଅନିୟମିତତା ଅଭିଯୋଗ

ଫୁଲବାଣୀ- (ସୁନୀଲ ପଟନାୟକ) ସରକାର ଚାଷ ଜମିକୁ ଖରିଫ ଓ ରବି ଋତୁରେ ଜଳ ସେଚନ ସୁବିଧା ଯୋଗା ଇ ଦେବା ଲାଗି କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଛିନ୍ତି ।ହେଲେ ଏ ସବୁ ଅନୁଦାନ ଅର୍ଥର ସଦ ଉପଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେତେକ ସ୍ଥାନରେ ନିର୍ମିତ ପ୍ରକଳ୍ପଗୁଡିକ ନିମ୍ନମାନର ହେଉଥିବା ଯୋଗୁଁ ପାଣି ପାଉନାହଁ।ନ୍ତି ଚାଷୀ। ଆଉ କେଉଠି ନିର୍ମାଣର କମ ଦିନ ମଧ୍ୟରେ ପ୍ରକଳ୍ପ ଭାଙ୍ଗିଯାଉଥିବା ଅଭିଯୋଗ ହେଉଛି ।ସେହିପରି […]

ବାଲିଗୁଡା: ହୃଦଘାତରେ ଓଡ଼ିଆ ସେନା ଜବାନଙ୍କ ମୃତ୍ୟୁ : ଜବାନଙ୍କ ନିଜ ଗାଁ ସ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ

ବାଲିଗୁଡା,୧୫/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର ପେଟାପାଙ୍ଗା ପଞ୍ଚାୟତର ବାଗାରାମା ଗ୍ରାମର ସଞ୍ଜୟ କୁମାର ପ୍ରଧାନ (୩୫) ଜମ୍ମୁ-କାଶ୍ମୀର ର କୁପୁଆଡ଼ା ଜିଲ୍ଲାର କିନ୍ନଗାଁର ଭାରତ-ପାକିସ୍ତାନ ସୀମା ରେ ସୁଉଚ୍ଚ ପର୍ବତ ଉପରେ ପାଟ୍ରୋଲିଂ କରୁଥିବା ସମୟରେ ଅମ୍ଳଜାନ ଅଭାବ ଯୋଗୁଁ ଶ୍ଵାସ ରୁଦ୍ଧ ହୋଇ ହୃଦଘାତରେ ରବିବାର ମୃତ୍ୟୁ ବରଣ କରିଛନ୍ତି l ତାଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ବାଗାରାମା ଗ୍ରାମରେ ଶୋକର ଛାୟା ଖେଳିବା […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୧୬ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-ଶୁକ୍ଳପକ୍ଷତିଥି-ଷଷ୍ଠୀ ରାତ୍ରି ଘ ୧୦/୩୭ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀନକ୍ଷତ୍ର- ମଘା ରାତ୍ରି ଘ ୧୦/୪୬ ପର୍ଯ୍ୟନ୍ତ ତଦନ୍ତେ ପୂର୍ବା ଫାଃଚନ୍ଦ୍ର-ସିଂହଯୋଗ-ହର୍ଷଣକରଣ-କୌଲବସୌରମାସ-ମିଥୁନ ୦୨ ଦିନଅଦ୍ୟ ଶେଷରଜ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୦୪ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୩୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ରାତ୍ରି ଘ ୧୦/୩୭ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେକର୍କଟ ରାଶିର ଘାତବାରଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ ୦୮/୨୬ଗତେ ଘ୧୦/୦୮ ମଧ୍ୟେବାରବେଳ।- ଦିବା ଘ ୧୧/୫୦ଗତେ ଘ୦୧/୨୭ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା ଘ୦୭/୩୬ […]

ନିଷ୍ଠା ସ୍ବେଚ୍ଛାସେବୀ ସଂଗଠନର ୧୨ତମ ପ୍ରତିଷ୍ଠା ଦିବସ ପାଳିତ

ବରଗଡ଼:-୧୫/୬ସୋମବାର ଦିନ ବରଗଡ ଜିଲ୍ଲାର ଅଗ୍ରଣି ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ସ୍ବେଚ୍ଛାସେବୀ ସଂଗଠନର ୧୨ତମ ପ୍ରତିଷ୍ଠା ଦିବସ ତଥା ବିଶ୍ଵ ରକ୍ତ ଦାତା ଦିବସ ନିରାଡମ୍ବର ଭାବରେ ଖଣ୍ଡହଥା ଆନ୍ଧ୍ର କେମ୍ଫ ସ୍ଥିତ ନିଷ୍ଠା ଭବନରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଅବସରରେ ନିଷ୍ଠା ପରିବାର ର ସ୍ଥାୟୀ ଲୋଗୋ ତଥା ସୁଶ୍ରୀ ତ୍ରୀପୁରା ଶୁହୁଲା […]

ସହିଦ ସଞ୍ଜୟଙ୍କ ଶେଷକୃତ୍ୟ ସଂପନ୍ନ ଝୁରୁଛି ଗାଁ ମାଟି

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଳକର ବାରା ଗାମା ଗ୍ରାମରେ ଆଜି ସହିଦ ସଜଂୟ ଙ୍କ ପ୍ରାର୍ଥୀ ବ ଶରୀର ପହଞ୍ଚିବା ପରେ କାନ୍ଦବୋବାଳି ରେ ଗାଁ ଦାଣ୍ଡ ଫାଟି ପଡିଥିଲା। ସମସ୍ତଙ୍କ ଆଖିରେ ଲୁହ । ସଂଜୟ ବିହାରରେଜି ମେଣ୍ଟରେ ଯୋଗଦେଇ ଜାମ୍ମୁକାଶ୍ମୀର ର ଶ୍ରୀନଗରର ଏକ ପାର୍ବତ୍ୟ ଅଞ୍ଚଳରେ ଡ୍ୟୁଟି ସମୟରେ ହୃଦଘାତରେ ମୃତ୍ୟୁ ଘଟିଥିଲା। ମରଶରୀର ପହଞ୍ଚିବାପରେ ଗ୍ରାମବାସୀ ଅନ୍ତିମ ଦର୍ଶନ କରିବାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକ।ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା […]