ଅବକାରୀ ବିଭାଗ ଦ୍ୱାରା ୮0କେଜି ଗଂଜେଇ ସହ କାର ଜବତ , ୨ ଗିରଫ
ଫୁଲବାଣୀ (ସୁନୀଲ ପଟନାୟକ )ଗୁରୁବାର ଫୁଲବାଣୀ ଅବକାରୀବିଭାଗ କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲ ଙ୍କ ନିର୍ଦେଶ କ୍ରମେ ଅବକାରୀ ସବିନିସ୍ପେକଟର ସାଗର ଭୋଇ ଙ୍କ ନେତ୍ତୃତ୍ଵରେ ଅବକାରୀ ସ୍କ୍ୱାଡ଼ ଖଜୁରୀପଡା ନିକଟ ଗାଡିଆପଡା ଠାରେ ଚଢ଼lଉ କରି କାର ସମେତ ୮ 0କେଜି ଗଂଜେଇ ଜବତ କରିଛନ୍ତି lଏ ସମ୍ପର୍କରେ ୨ ଜଣ ଅଭିଯୁକ୍ତ କୁ ଗିରଫ କରିଛି ଅବକାରୀ ବିଭାଗ l ବହୁ ପରିମାଣ ର […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































