ଫୁଲବାଣୀରୁ ଜଣେ ଓ ଜିଲ୍ଲାରୁ ୫୫ନୁତନ କରୋନା ପଜିଟିଭ ଚିହ୍ନଟ
ଫୁଲବାଣୀ- (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ କରେ। ନା ସଂକ୍ରମିତ ଙ୍କ ସଂଖ୍ୟା ୩.୫ ପ୍ରତିଶତ ରହିଛି । ଫଳରେ ୧୭ ପରେ ସରକାର ଅନଲକ ପ୍ରକ୍ରିୟାରେ କିଛି କୋହଳ କରି ପIରନ୍ତି କନ୍ଧମାଳ ଜିଲ୍ଲାରେ ।ଜିଲ୍ଲାରେମଙ୍ଗଳବାର ମୋଟ ୫୫ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ମାତ୍ରଜଣେ କୋରନା ପଜିଟିଭ […]