ଶିକ୍ଷା ଏମିତି ଏକ ଅସ୍ତ୍ର ଯାହାକୁ ପ୍ରୟୋଗ କରି ସାରା ବିଶ୍ବ କୁ ପରିବର୍ତ୍ତନ କରାଯାଇପାରେ : ଅଂଶୁମାନ ପ୍ରିୟ ଦର୍ଶନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଦେଶ ମହାମାରୀ କରୋନା ରେ କବଳିତ ଥିବାରୁ ସବୁ କିଛି ଠପ ହୋଇ ଯାଇଛି l ସେଥି ମଧ୍ୟରୁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ଯାଇଛି କହିଲେ ଅତି୍ୟୁକ୍ତି ହେବ ନାହିଁ l ଏ ସବୁକୁ ଆଖି ଆଗରେ ରଖି ୟୁଥ ଅଫ କନ୍ଧମାଳ ଆରମ୍ଭ କରିଛି ଏକ ନିଆରା ପ୍ରୟାସ l ପ୍ରଥମେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସୁଦ୍ରୁକୁମ୍ପା ପଞ୍ଚାୟତରେ ଥିବା ଆଡିମୁଣ୍ଡା, ଚୁଚୁରୁଡ଼ା, ଯାର୍ଗିଶୋରୁ ଏହି […]

ନିଷ୍ଠା ଓ ଆକାର ଫାଉଣ୍ଡେସନ ତରଫରୁ ରାସନ୍ ସାମଗ୍ରୀ ବଣ୍ଟନ

ବରଗଡ଼,କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଲକଡାଉନ ପାଇଁ ତରଫରୁ ରାସନ୍ ସାମଗ୍ରୀ ବଣ୍ଟନଲୋକଙ୍କ କାମ ଧନ୍ଦା ପୁରା ବନ୍ଦ ହୋଇଯାଇଛି। ନିଷ୍ଠା ପରିବାର ଓ ଆକାର ଫାଉଣ୍ଡେସନ ର ମିଳିତ ଉଦ୍ୟମ ରେ ଆଜି ଗାଇସିଲେଟ ବ୍ଲକ ର ଭୁତି ବାହାଲ,ସର୍ଗି ପାଲି,ନାଥ ପାଲି,କନ୍ଦାଗାଡ,ଟେଂଗନାପାଲି, ଭାଂଗମୁଣ୍ଡା,ଜଡା ମୁଡା,ଜାମୁଠ ବାହାଲ, କୁ ଯାଇ ୧୧୦ପାକେଟ୍ ଶୁଖା ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା।ଅନେକ ଦିବ୍ୟାଂଗ ମାନଙ୍କୁ ମଧ୍ଯ ରାସନ ସାମଗ୍ରୀ ଦିଆଯାଇଥିଲା। ଏଥିରେ ନିଷ୍ଠାର […]

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ ଓ କୋର୍ଟ ଚାଲାଣ

କନ୍ଧମାଳ,୧୩/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ କରୁଥିବା ଅଭିଯୋଗରେ ଗୋଛାପଡା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ନାମ ଲାଙ୍ଗୁସା କହଁର (୪୮) ଓ ତାର ଘର ଫିରିଙ୍ଗିଆ ବ୍ଲକ କୋଏରମାଣ୍ଡୁ ପଞ୍ଚାୟତ ଅନ୍ତର୍ଗତ ଡୁବାସାରୁ ଗ୍ରାମ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ ସେ ଏହି ଅଞ୍ଚଳରେ ଥିବା ମାଓବାଦୀଙ୍କୁ ରାସନ ସାମଗ୍ରୀ,ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଯୋଗାଇ ଦେଉଥିଲା । […]

ସାହୁ କାର ଙ୍କ ଶେ।ଷଣ ର ଶୀକାର ଶାଳ ମଞ୍ଜି ସଂଗ୍ରହକାରୀଙ୍କୁ ପାରିଶ୍ରମିକ ମିଳୁନଥିବା ଅଭିଯୋଗ

ଫୁଲବାଣି- (ସୁନୀଲ ପଟନାୟକ) ଲକ୍ ଡାଉନ ସମୟରେ ଏ ବର୍ଷ ଆଦିବାସୀମାନେଶାଳ ମଞ୍ଜି ସଂଗ୍ରହ କରି ଥିଲେ।କି ପିଲା କି ବୁଢା ସମସ୍ତେ ଲକ୍ ଡାଉନ ଯୋଗୁଁ ଘରେ ରହିଥିବା ଯୋଗୁ ଶାଳ ମଞ୍ଜି ସଂଗ୍ରହ କରି ଦିପଇସା ଯେପରି ମିଳିବ ସେଥିପାଇଁ ସମସ୍ତେ ଶାଳ ମଞ୍ଜି ସଂଗ୍ରହ କଲେ । ହେଲେ ଉପଯୁକ୍ତ ପାରିଶ୍ରମିକ ପାଉ ନ ଥିବା କହିଛନ୍ତି ।ସାହୁକାର ମାନଙ୍କ ଶେଷଣ ର ଶିକାର ହେଉଥିବା ଅଭିଯୋଗ କରି ଛନ୍ତି ସଂଗ୍ରହକାରୀ । […]

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କନ୍ଧମାଳ,୧୩/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଏକ ନାବାଳିକାକୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ଖଜୁରୀପଡ଼ା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ପ୍ରକାଶ ଯେ, ଖଜୁରୀପଡା ଥାନା ଅଞ୍ଚଳର ଜଣେ ନାବାଳିକାର ବାପା ଗତ ୫ ତାରିଖ ଦିନ ତାଙ୍କର ଝିଅ ଘରୁ କେଉଁଆଡେ ଚାଲିଯାଇଥିବା ନେଇ ଅଭିଯୋଗ କରିଥିଲେ l ପରେ ପରେ ନାବାଳିକା ଜଣକ ନିଜ ଘରକୁ ଫୋନ କରି […]

ଇଞ୍ଜେକ୍ସନ ନ ମିଳିବାରୁ ସାପ କାମୁଡାରେ ୮ ବର୍ଷର ଶିଶୁର ମୃତ୍ୟୁ :ତଦନ୍ତ ଦାବୀ

ବାଲିଗୁଡା,୧୨/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଅଧିନସ୍ଥ ରଣଗାଁରେ ଏକ ଦୁଃଖଦ ଘଟଣା ଘଟିଛି I ବିଳମ୍ବିତ ରାତ୍ରିରେ ସାପ କାମୁଡ଼ାରେ ୮ ବର୍ଷର ଶିଶୁର ମୃତ୍ୟୁ ଘଟି ଥିବା ସୂଚନା ମିଳିଛି I ମୃତ ନାବାଳକ ଜଣକ ହେଲେ ସୁମନ ଗଣ୍ଡାଙ୍କ ପୁଅ ଆଜାଦ ଗଣ୍ଡା I ମୃତ୍ୟୁ ଶିଶୁର ମାଁଙ୍କ କହିବା ଅନୁଯାୟୀ ରାତି ଶୋଇଥିବା ବେଳେ ବିଳମ୍ବିତ ରାତ୍ରୀ ସମୟ ୧୨ ଟାରୁ ଗୋଟାଏ ମଧ୍ୟରେ […]

ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ସଭାପତିଙ୍କ ବିୟୋଗରେ ଶୋକ ସଭା

ବାଲିଗୁଡ଼ା,୧୨/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ପାର୍ଥବ ନାୟକ ଙ୍କ ବିୟୋଗ ରେ ସଂଘ ପକ୍ଷରୁ ବାଲିଗୁଡ଼ା ସ୍ଥିତ ମା ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି l ସ୍ୱର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା l ଚଳିତ ମାସ ତିନି ତାରିଖ ଦିନ ସ୍ୱର୍ଗତ ନାୟକ ମୃତ୍ୟୁ ବରଣ କରିଥିଲେ […]

ନରସିଂହପୁର ରେ ଜଳିଗଲା ଛତୁ ଫାର୍ମ

ନରସିଂହପୁର (ଉଲାପ୍ର)ନରସିଂହପୁର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗାଲିସିଗାଡ଼ିଆ ଗ୍ରାମର ପବିତ୍ର ମୋହନ ପଣ୍ଡା ଙ୍କର ଛତୁ ଫାର୍ମ ଓ ଛତୁ ପ୍ରସ୍ତୁତ ପାଇଁ ରଖା ଯାଇଥିବା 45 ହଜାର ନଡ଼ା ଗଦା ଗତକାଲି ଜଳିଯାଇଛି। ପ୍ରାୟ ଏକ ଲକ୍ଷ ଟଙ୍କା କ୍ଷତି ହୋଇଥିଲା ପବିତ୍ର ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ର ପ୍ରକୃତ ଆକଳନ କରି କ୍ଷତି ପୁରାଣ ଯୋଗାଇ ଦେବାକୁ ସେ ଦାବୀ କରିଛନ୍ତି।

ଖବରର ପଛେପଛେ ଉଦୟ ଲାବଣ୍ୟ, ନ୍ୟାୟ ମିଳିଲା କାଁହୁ ଓ ଉଲ ସାମଲଙ୍କୁ, ପାଇଲେ ବାର୍ଦ୍ଧକ୍ୟ ଭତ୍ତା

ଉଦୟ ଲାବଣ୍ୟ ସମ୍ବାଦପତ୍ର ଓ ୱେବ ଚାନେଲ ପାଇଁ ଆଜି ଖୁସିର ଦିନଟିଏ, ଦୀର୍ଘ ଚାରିମାସ କସରତ କରିବା ପରେ ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ର ବଳିପୁର ଗ୍ରାମର କାଁହୁ ସାମଲ ଓ ଉଲ ସାମଲକୁ ଆମେ ନ୍ୟାୟ ପ୍ରଦାନ କରିପାରିଛୁ,ଉଭୟଙ୍କର ବୟସ ପାଖାପାଖି ୬୫ ଓ ୬୨,ଉଭୟଙ୍କର ବୟସ ହୋଇଥିଲେ ମଧ୍ୟ ଦୁହେଁ ବାର୍ଦ୍ଧକ୍ୟ ଭତ୍ତା ପାଉନଥିଲେ, ତା ପୁଣି ରାଜନୈତିକ କାରଣ ଯୋଗୁ,ଏହି ମଉସା ,ମାଉସୀ ଦୁହେଁ କଟକ ଜିଲାପାଳ ଙ୍କୁ ଦେଖା […]