ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ସୁରକ୍ଷା ଥଳି ପ୍ରଦାନ

ବାଲିଗୁଡ଼ା,୧୨/୦୬(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାହାରା ପକ୍ଷରୁ କ.ନୂଆଗାଁ ବ୍ଲକ ସଭାଗୃହ ଠାରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁରକ୍ଷା ଥଳି ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସାହାରା ସମ୍ପାଦକ ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତା କରି କରୋନା ସମୟରେ ଆମ ଅଞ୍ଚଳରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟର ଅଧିକ ସମ୍ଭାବନା ଥିବାରୁ ପ୍ରଶାସନ ନିକଟରେ ପହଞ୍ଚାଇବା ପାଇଁ ଅଧିକ ଧ୍ୟାନ ଦେବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ […]

ନରସିଂହପୁରରେ କିନ୍ନର ସଙ୍ଘ ପକ୍ଷରୁ ସହାୟତା ବଣ୍ଟନ

ଚମ୍ପେଶ୍ୱର(ବିପିନ ବିହାରୀ ପଣ୍ଡା) ବଡମ୍ବା ନରସିଂପୁର କିନର ସଂଘ ପକ୍ଷରୁ ନରସିଂହପୁର ସ୍ଥାନୀୟ ପାଇକପାଟଣା ପଞ୍ଚାୟତ ରେ ଟାଟା ଷ୍ଟିଲ ର ସହଯୋଗ ରେ ୩୦ ପରିବାର ଙ୍କୁ ଆଜି ଖାଦ୍ୟ ପ୍ୟାକେଜ ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ରାଜ୍ୟ କିନ୍ନର ସଂଘର ସଭାପତି ମୀରା ପରିଡା ଯୋଗଦେଇଥିଲେ। ପୂର୍ବରୁ ମଧ୍ୟ ଆର୍ଥିକ ଅନଗ୍ରସର କିଛି ପରିବାର ଙ୍କୁ ନରସିଂହପୁର କିନ୍ନର ସଙ୍ଘ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ଆଗାମୀ ଦିନ […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୧୨ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-ଶୁକ୍ଳପକ୍ଷତିଥି-ଦ୍ଵିତୀୟା ରାତ୍ରି ଘ ୦୮/୦୨ ପର୍ଯ୍ୟନ୍ତ ତଦନ୍ତେ ତୃତୀୟାନକ୍ଷତ୍ର- ଆର୍ଦ୍ର। ଅପରାହ୍ନ ଘ ୦୫/୨୩ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁଚନ୍ଦ୍ର-ମିଥୁନଯୋଗ- ଗଣ୍ଡକରଣ- ବ।ଳବସୌରମାସ-ବୃଷ ୨୯ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୪୨ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୫୯✧═════•❁❀❁•═════✧ଯୋଗିନୀ ଉତ୍ତରେ ରାତ୍ରି ଘ ୦୮/୦୨ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେକନ୍ୟା ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୬/୫୦ ମଧ୍ୟେ ଓ ଘ ୦୪/୪୩ଗତେ ଘ୦୬/୨୨ […]

ସ୍ବେଚ୍ଛାସେବୀ ଅନୁଷ୍ଠାନ ୱାର୍ଡ ପକ୍ଷରୁ ସାମ୍ବାଦିକ ଓ ହକରଙ୍କୁ କରୋନା କୀଟ ପ୍ରଦାନ

ବାଲିଗୁଡ଼ା,୧୧/୬(ସଞ୍ଜୟ କୁମାର ପାଣିଗ୍ରାହୀ).କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ଗଣମାଧ୍ୟମ ପ୍ରତିନିଧି ଓ ହକର ମାନଙ୍କୁ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ୱାର୍ଡ ପକ୍ଷରୁ କରୋନା କୀଟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ କୌଶିକ ମାଝୀ ଉପସ୍ଥିତ ରହି ସାମ୍ବାଦିକ ଓ ହକରଙ୍କୁ କରୋନା କୀଟ ପ୍ରଦାନ କରିବା ସହ ଏହି କରୋନା ମହାମାରୀ ସମୟରେ ଏହି କିଟି […]

ତୈଳଦର ବୃଦ୍ଧି ପ୍ରତିବାଦରେ ଆଠଗଡ କଂଗ୍ରେସ ଦଳ ତରଫରୁ ତେଲଟାଙ୍କି ଆଗରେ ବିକ୍ଷୋଭ

ଆଠଗଡ(ଉଲାପ୍ର)କେନ୍ଦ୍ର ସରକାର ବାରମ୍ବାର ତୈଳଦର ବୃଦ୍ଧି କରିବା ପରେ ଏବେ ତୈଳଦର ଶହେ ଟଙ୍କାରେ ପହଁଚିଲାଣି, ଯାହାକି ସାଧାରଣ ଲୋକଙ୍କୁ ବହୁ ବାଧିଛି, ତୈଳଦର ବୃଦ୍ଧିର ପ୍ରତିବାଦ କରି ଆଠଗଡ ଯୁବ କଂଗ୍ରେସ ଦଳ ତରଫରୁ ସ୍ତାନୀୟ ରାଧାଗୋବିନ୍ଦପୁର ତେଲଟାଙ୍କି ଆଗରେ କଂଗ୍ରେସ କର୍ମୀମାନେ ଚାରିଘଣ୍ଟା ଧରି ବିକ୍ଷୋଭ ଲଟିଥିଲେ,ଆଠଗଡ ଯୁବ କଂଗ୍ରେସ ସଭାପତି ବିକ୍ରମ ରାୟ ସାମନ୍ତଙ୍କ ନେତୃତ୍ୱରେ କଂଗ୍ରେସ ଦଳର ସୁଦର୍ଶନ ସାହୁ,ମନାନ ଅହମଦ ଖାଁ, ବାବୁଲି ପ୍ରଧାନ ପ୍ରମୁଖ ନେତାମାନେ ତେଲଟାଙ୍କି ଆଗରେ […]

କନ୍ଧମାଳ କଳା ବିକାଶ କେନ୍ଦ୍ରର ସହ ଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବିଶ୍ଵ ମହାମାରୀ କରୋନାର କରାଳ ଛାୟାରେ ସମସ୍ତେ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ଦେଢ଼ ବର୍ଷ ହେବ ଲକ୍ ଡାଉନ୍ ସଟ ଡାଉନ୍ ରେ ଜୀବନ ଜୀବିକା ବିପନ୍ନ ହୋଇପଡିଛି l ଏହାରି ଭିତରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କଳାକାର l ମୁଁହରେ ରଙ୍ଗ ମାରି ମନୋରଞ୍ଜନ ର ଖୋରାକ ଯୋଗାଇବା ସହିତ ସମାଜକୁ ଦିଗ ଦର୍ଶନ ଓ ସଚେତନତା ର ବାର୍ତ୍ତା ପ୍ରେରଣ କରୁଥିବା କଳାକାର ଙ୍କ ଘରେ ଚୁଲି […]

ପ୍ରବଳ ଝଡ ବର୍ଷାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ , ସଦର ମହକୁମା ରେ ରହି – ସତର୍କ ଦୃଷ୍ଟି ରଖିବାକୁ କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଫୁଲ ବାଣୀ- (ସୁନୀଲ ପଟନୀୟକ) ୧୦ ରୁ ୧୪ ଯାଏ ପାଣିପାଗ ନିର୍ଦ୍ଦେଶକଙ୍କ ସୁଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରାରେ ବର୍ଷା ପବନ ସହ ବଜ୍ରପାତ , ଆଶଙ୍କା ଥିବା ରୁ ୧୪ ତାରିଖ ଯାଏ ଜିଲ୍ଲାର ବାଲିଗୁଡା ଓ ଫୁଲ ବାଣୀ ଉପଜିଲ୍ଲାପାଳ, ସମସ୍ତ ତହସିଲଦାର, ବିଡିଓ । ସିଡିପି ଓ.ଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଛଛୁଟି ବାତିଲ କରିଛନ୍ତି । ସମସ୍ତେ ନିଜ ନିଜନିଜର ସଦର ମହକୁମାରେ ଉପସ୍ଥିତ […]

କରେ।ନା ମହାମାରି ସମୟରେ ସହାୟତାର ହାତ ବଢାଇଲା କନ୍ଧମାଳ କଳାବିକାଶ କେନ୍ଦ୍ର

ଫୁଲ ବାଣୀ- (ସୁନୀଲ ପଟନାୟକ)ବିଶ୍ଵ ମହାମାରୀ କରୋନାର କରାଳ ଛlୟରେ ସମସ୍ତେ ପ୍ରଭାବିତ ହୋଇଥିବା ବେଳେ ଦୀର୍ଘ ତେଢ଼ ବର୍ଷ ହେବ ଲକ୍ ଡାଉନ୍ ସଟ ଡାଉନ୍ ରେ ସମସ୍ତଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିଛି। ଏହାରି ଭିତରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କଳାକାର lମୁଁହ ରେ ରଙ୍ଗ ମାରି ମ6ନ।ରଞ୍ଜନ ର ଖୋରାକ ଯୋଗାଇ ବା ସହିତ ସମାଜକୁ ଦିଗ ଦର୍ଶନ ଓ ସଚେତନତା ର ବାର୍ତ୍ତା ଦେଉଥିବା କଳାକାର ଏବେ ଦୁର୍ବିସହ ଜୀବନ […]

ଲକଡ଼ାଉନ ସମୟରେ ଚମ୍ପେୟତ ଆଦିବାସୀ ଙ୍କୁ ଜୀବିକା ଯୋଗାଇଛି

ଫୁଲ ବାଣୀ-( ସୁନୀଲ ପଟନାୟକ)ଏବେ ଆମ୍ବ ସିଜନ । ଏବର୍ଷ କନ୍ଧମାଳ ଜିଲ୍ଲା ରେ ଆମ୍ବ ମଧ୍ୟ ଭଲ ଆସିଛି । ରାସ୍ତାକଡ ଆମ୍ବଗଛ ଠୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଥିବା ଆମ୍ବଗଛଗୁଡିକରେ ଭରପୁର ଆମ୍ବ ଆସିଛି ।ଫଳରେ ଆଦିବାସୀ ମହିଳାମାନେ ନିଜେ ଆମ୍ବ ଖାଇବା ସହ କଞ୍ଚା ଆମ୍ବ ରେ ଆମ୍ବୁଲ ଓ ପାଚିଲା ଆମ୍ବ ବଜାରରେ ବିକ୍ରି କରିବା ସହ ଅଧିକ ସଂଖ୍ୟକ ଆମ୍ବ ଆସିଥିବାରୁ ଚମ୍ପେୟତପ୍ରସ୍ତୁତ କରିଥାନ୍ତି। ଚମ୍ପେୟତ କିଲେ। ବଜାରରେ ୮୦ରୁ […]

କରୋନା ମହାମାରୀ ରେ ବାଉଁଶ କାରିଗର ଜିବିକା ହରାଇଲେ

ଫୁଲବାଣୀ-( ସୁନୀଲ ପଟନାୟକ) କରୋନା ମହାମାରୀ ରେ ବାଉଁଶ କାରିଗରମାନଙ୍କ ଜୀବିକା ଛଡ଼ାଇ ନେଇଛି । ଉତ୍ପାଦିତ ସାମଗ୍ରୀ ବିକ୍ରି ହୋଇପାରୁନି।କଣ କରିବେ କେମିତି ଚଳିବେ ସେ ଚିନ୍ତାରେ କ।ରି ଗର। ଗତବର୍ଷ କରୋ ନା. ସଂକ୍ରମଣ ର ପ୍ରଥମ ଲ ହରକୁ ବ୍ରେକ୍ ଦେବା ପାଇଁ ଦୀର୍ଘମାସ ଧରିଲକ ଡାଉନ ସଟ ଡାଉନ ଜାରି ରଖିଥିଲେ। ଫଳରେ ବାଉଁଶ କାରିଗରମାନେ କ୍ଷତିଗ୍ରସ୍ତ ହୋଇଥିଲେ । ପରେ କରେ। ନା ସଂକ୍ରମଣ କିଛିଟା ହ୍ରାସ ପାଇବାପରେ ଦୋକାନବଜାର […]