କୁଟିଆ ଆଦିମ ଜନଜାତି ଙ୍କୁ ସାହାରା ପକ୍ଷରୁ କରୋନା ସଚେତନତା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧଙ୍କୁ କରୋନା କବଳରୁ ସୁରକ୍ଷା ପାଇଁ ଜରୁରୀ ହୋଇ ପଡ଼ିଛି। ପ୍ରଥମ ଓ ଦ୍ୱିତୀୟ ଲହର ରେ ଆଦିମ ଜନଜାତି କୁଟିଆ କନ୍ଧ ଙ୍କୁ କରୋନା ଛୁଇଁ ପାରିନଥିବା ବେଳେ କିଭଳି ୪୫ ବର୍ଷ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ସମସ୍ତେ କିଭଳି ଟୀକା ନେଇ ସୁରକ୍ଷିତ ରହିପାରିବେ ସେ ସମ୍ପର୍କରେ ସାହାରା […]