ରଥ ନିର୍ମାଣ ବାବଦରେ ବିଧାୟକଙ୍କ ଚିଠି ବଢାଇଲା ବିବାଦ । ନୀଳଗିରି ବିଧାୟକଙ୍କ ନାଁରେ ଏତଲା, ନିଜକୁ ଜଗତଗୁରୁ ଭାବୁଛନ୍ତି କି ବୋଲି ପ୍ରଶ୍ନ କଲା ଜଗନ୍ନାଥ ସେନା ।

ବିଧାୟକଙ୍କ ଚିଠି ବଢାଇଲା ବିବାଦ । ବାଲେଶ୍ୱର ନୀଳଗିରିରେ ଚଳିତବର୍ଷ ରଥଯାତ୍ରା ନେଇ ଜିଲ୍ଲାପାଳଙ୍କୁ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକଙ୍କ ଚିଠି, ବିବାଦ ଘେରକୁ ଟାଣିନେଇଛି । କୋଭିଡ୍ ସମୟରେ ରଥ ନିର୍ମାଣରେ ଅଯଥା ଖର୍ଚ୍ଚ ନକରାଯାଉ ବୋଲି ସେ ନିଜ ଚିଠିରେ ଉଲ୍ଲେଖ କରିଥିଲେ । ତେବେ ମହାପ୍ରଭୁଙ୍କ ରଥଯାତ୍ରା ନେଇ ଖର୍ଚ୍ଚକୁ ଅଯଥା ବୋଲି କହିବା, ଅତ୍ୟନ୍ତ ଅଶୋଭନୀୟ ଏବଂ ଏହା ଜଗନ୍ନାଥପ୍ରେମୀଙ୍କ ଭାବାବେଗ ପ୍ରତି କୁଠାରଘାତ ବୋଲି ଅଭିଯୋଗ ହୋଇଛି । ସେପଟେ […]

ଜୀବଙ୍କ ଜିନ୍ ବଦଳାଉଛି ଚୀନ୍ : ଚୀନ ବିରୁଦ୍ଧରେ ସାମ୍ବାଦିକ ଜେସପର୍ ବେକରଙ୍କର ଦାବି

ଚାଇନା ଉପରେ ସାରା ବିଶ୍ୱର ନଜର । ଯଦି ପଚାରିବେ କାହିଁକି ? ତାହାଲେ ତାର ଅନେକ କାରଣ ରହିଛି । ଆଉ ସବୁଠୁ ବଡ କାରଣ ହେଉଛି ବର୍ତ୍ତମାନର ମହାମାରୀ । ଯାହା ଚାଇନାର ଉହାନ୍ ଲ୍ୟାବରୁ ଆସିଥିବାର ଅନେକ ସୂତ୍ରରୁ ପ୍ରମାଣ ହେଉଛି । ବ୍ରିଟେନ ଓ ଆମେରିକାର ଗୋଇନ୍ଦା ସଂସ୍ଥା ବି ଚୀନ୍ ର ଏହି ଖତରନାକ୍ ଲ୍ୟାବ ର ସତକୁ ସାମ୍ନାକୁ ଆଣିବା ପ୍ରୟାସରେ ଲାଗିପଡିଛନ୍ତି । କିନ୍ତୁ ଏସବୁ ଭିତରେ […]

ଦେଶବାସୀଙ୍କୁ ଧର୍ମେନ୍ଦ୍ରଙ୍କ ଝଟକା, କହିଲେ କମିବନି ପେଟ୍ରୋଲ ଦର

ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଦିନୁକ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ଏମିତିକି ଭାରତର କିଛି ସହରରେ ପେଟ୍ରୋଲ୍ ଦର ଲି. ପ୍ରତି ୧୦୦ ଟଙ୍କା ଟପିଛି । ବଢୁଥିବା ତୖେଳ ଦରକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ। ଏଭଳି ସମୟରେ ପେଟ୍ରୋଲ୍ ଓ ଡିଜେଲ୍ ଦରରୁ ନିସ୍ତାର ମିଳିବ ନାହିଁ ବୋଲି କହିଛନ୍ତି ପେଟ୍ରାେଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୁଜୁରାଟରେ କେନ୍ଦ୍ର ମନ୍ତ୍ରୀଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଜବାବ ଦେବାକୁ ଯାଇ […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୦୮ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-କୃଷ୍ଣପକ୍ଷତିଥି-ତ୍ରୟୋଦଶୀ ଦିବା ଘ ୧୧/୨୯ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀନକ୍ଷତ୍ର-ଦ୍ଵିଜା ଦିବା ଘ ୦୬/୨୨ ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାଚନ୍ଦ୍ର-ମେଷ ଦିବା ଘ ୦୧/୦୭ ପର୍ଯ୍ୟନ୍ତ ତଦନ୍ତେ ବୃଷଯୋଗ- ଅତିଗଣ୍ଡକରଣ- ବାଣିଜ୍ୟସୌରମାସ-ବୃଷ ୨୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୫୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଦିବା ଘ ୧୧/୨୯ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେମେଷ ରାଶିର ଘାତଚନ୍ଦ୍ରମକର ରାଶିର ଘାତବାରଚତୁର୍ଦ୍ଦଶୀ ର ପାର୍ବଣ ଶ୍ରାଦ୍ଧ✧═════•❁❀❁•═══ବାରବେଳ। -ଦିବା ଘ ୦୬/୪୬ଗତେ ଘ୦୮/୨୭ ମଧ୍ୟେକାଳବେଳ।- ଦିବା […]

ଚିନ୍ତାରେ ସାବିତ୍ରୀ, କିପରି ପୂଜା ପାଇବେ ସତ୍ୟବାନ, ଗୋଟିଏ ଦିନରେ ସୂର୍ଯ୍ୟପରାଗ ଓ ସାବିତ୍ରୀ ପର୍ବ

ବାଲିଗୁଡା,୦୭/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ଜୁନ ୧୦ ତାରିଖରେ ସାବିତ୍ରୀ ବ୍ରତ ସହିତ ସୂର୍ଯ୍ୟପରାଗ ପଡୁଛି । ଏହି ଚିନ୍ତାରେ ଏବେ ଅଛନ୍ତି ସାବିତ୍ରୀମାନେ । ଅନ୍ୟପଟେ ଲକଡାଉନ ଲାଗି ଚୁଡ଼ି ଓ ଲୁଗାଦୋକାନ ବନ୍ଦ । ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି ବହୁତ ଖାସ । ହିନ୍ଦୁ ଧର୍ମରେ ଏହାକୁ ସାବିତ୍ରୀ ବ୍ରତ କୁହାଯାଏ । ଏହି ଦିନକୁ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରାଯାଏ । ଏଥର ଜୁନ ୧୦ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟ […]

କରେ।ନା ମହାମାରି ସମୟରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛି ମାରୁତିସେନା

ଫୁଲବାଣୀ- (ସୁନୀଲ ପଟ୍ଟନାୟକ) କରେ। ନା ମହାମାରି ସମୟରେ ବନ୍ଧୁବର୍ଗ , ଆତ୍ମୀୟ ସଜନ,ସମସ୍ତେ ପରକରି ଦେଉଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ସହାୟତାର ହାତ ବଢ଼ାଇମାନବିକତାର ପରିଚୟ ଦେଇଛନ୍ତି ଫୁଲବାଣୀ ସହରର ମାରୁତିସେନା, I ତାଙ୍କ ପ୍ରତି ଫୁଲବାଣୀ ସମେତ ଜିଲ୍ଲାବାସୀଙ୍କ ବିଶ୍ୱାସ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।କମ ଦିନ ହେଲା ନୂତନ ଭାବେ ଗଢିଉଠିଥିବା ମାରୁତିସେନା ନାମକ ଏକ ସଂଗଠନ କରେ । ନା ମହାମାରୀ ଠୁ କିପରି ଦୂରେଇ ରହିବେ […]

ଜନ୍ମ ଦିନ ଭୋଜି ହେଲା କାଳ, ଡ୍ୟାମରେ ବୁଡ଼ି ଯୁବକ ମୃତ

ଫୁଲବାଣୀ- (ସୁନୀଲ ପଟନାୟକ)ଜନ୍ମଦିନ ଭୋଜି ହେଲା କାଳ l ଲକଡାଉନ ସତ୍ତ୍ଵେ ସାଙ୍ଗସାଥିଙ୍କ ମେଳରେ ଜନ୍ମ ଦିନ ମନାଇବା ଲାଗି ବାଲିଗୁଡ଼ା ନିକଟସ୍ଥ ପେନା କେତ। ଡ୍ୟାମ କୁ ଯାଇଥିଲେ ରୁ ପେଶ ପାତ୍ର।ତେବେ ଡ୍ୟାମକୁ ଗାଧେଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ିଯିବା ଫଳରେ ରୁ ପେଶ ମୃତ୍ୟୁବରଣ କରିଥିଲେ । ଏହି ଖବର ଜଣାପଡିବା ପରେ ବାଲିଗୁଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ରୁପେଶବାଲିଗୁଡ଼ାର ଜଣେ ଜଣାଶୁଣା ବ୍ୟବସାୟୀ ରବି ପାତ୍ରଙ୍କ ପୁଅ ବୋଲି […]

୧୮ରୁ ୪୪ ବର୍ଷ ଯୁବକଙ୍କୁ ଟିକାକରଣ ଆରମ୍ଭ

ଫୁଲ ବାଣୀ- (ସୁନୀଲ ପଟନାୟକ)ଆଜି ଫୁଲ ବାଣୀ ସହର ରେ ୧୮ ରୁ ୪୪ ବର୍ଷ ମଧ୍ୟରେ ଥିବା ଯୁବକ ଯୁବତୀମାନଙ୍କୁ କରେ। ନାର ପ୍ରଥମ ପ୍ରର୍ଯ୍ୟାୟ ଟିକା ଦାନ ଆରମ୍ଭ ହୋଇଛିକେନ୍ଦ୍ର ସରକାରଙ୍କ ତରଫରୁ ଏହା ସମସ୍ତଙ୍କୁ ମାଗଣାରେ ଉପଲବ୍ଧ କରାଯାଉଛି । ଫୁଲବାଣୀ ସହରର ସରକାରୀ ଡାକ୍ତରଖାନା ପରିସର, ବିଜୁ କଲ୍ୟାଣ ମଣ୍ଡପ ଓ ଵିପିଆଇଟି କଲେଜ ପରିସରର ଏପରି ୩ଟି ସ୍ଥାନରେ ଟିକା କରଣ କରାଯାଇଥିଲା।ଏହି ଟିକା କରଣ ସମୟରେ ସାଧାରଣ ଲୋକଙ୍କ […]

ଡାକ୍ତର କୀର୍ତ୍ତନ ଗୌଡ଼ଙ୍କ ଦେହାନ୍ତ

ବୁଗୁଡା, (ଉଲାପ୍ର) ବୁଗୁଡା ଏନଏସି ଅନ୍ତର୍ଗତ ଏକ ନମ୍ବର ୱାର୍ଡ ଗୋଳାମୁଣ୍ଡୁଳା ଗ୍ରାମର ଜଣାଶୁଣା ଡାକ୍ତର କୀର୍ତ୍ତନ ଗୌଡ଼ ଜୁନ ୬ ତାରିଖ ସନ୍ଧ୍ୟା ସାଢ଼େ ଛଅଟା ସମୟରେ ବୁଗୁଡା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସ୍ବର୍ଗତ ଡାକ୍ତର ଶ୍ରୀ ଗୌଡ଼ କରୋନା ସଂକ୍ରମଣ ହୋଇ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସା ହୋଇ ସୁସ୍ଥ ହୋଇ ଫେରିଥିଲେ। ଗତକାଲି ସନ୍ଧ୍ୟାରେ ଶ୍ବାସକ୍ରିୟାରେ ଅସୁବିଧା ଅନୁଭବ କରିବାରୁ ବୁଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। […]

ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର

~~~~~~~ବୁଗୁଡା ୦୬/୦୬ (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମ ବାଘୁଆ କେନାଲ ନିକଟରେ ଜୁନ ୬ ତାରିଖ ଦିନ ଏକ ଅଜଣା ଚାରିଚକିଆ ଗାଡି ଧକ୍କାରେ ଜଣେ ଯୁବ ବାଇକ ଚାଳକ ଗୁରୁତର ଆହତ ହୋଇ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ଓଡ଼ି ୦୭ କେ ୩୨୬୬ ହୋଣ୍ଡ ସାଇନ ବାଇକରେ ପୋଲସରା ଥାନା ଅନ୍ତର୍ଗତ ମଧୂପଲ୍ଲୀ ଗ୍ରାମ ପଞ୍ଚାୟତ, ଜିଲୁଣ୍ଡା ଗ୍ରାମର ୨୭ ବର୍ଷ ବୟସ୍କ ନରେନ୍ଦ୍ର […]