ମନରେଗା ଯୋଜନା ଫେଲ : ଲକ୍ଷାଧିକ ଟଙ୍କାର ଆମ୍ବ ଓ ଲିଚୁ ଗଛ ଗଲା କୁଆଡେ ? ତଦନ୍ତ ଦାବି

ବାଲିଗୁଡା,୬/୬.(ସଞ୍ଜୟ କୁମାର ପାଣିଗ୍ରାହୀ):ଜନସାଧାରଣ ଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି କରିବା ପାଇଁ ସରକାର ମନରେଗା ଯୋଜନାରେ ଉନ୍ନତ କିସମ ଫଳ ବଗିଚାକରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି । ହେଲେ ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଳା ତଥା ଦୁର୍ନୀତିପୂର୍ଣ୍ଣ ମନୋଭାବ କାରଣରୁ ଫଳ ଚାଷ ଯୋଜନା ଜିଲ୍ଲାରେ ଏତେଟା ସଫଳତା ହାସଲ ହୋଇ ପାରୁନଥିବା ଦେଖାଯାଉଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର […]

୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କର କରୋନା ଟୀକା କରଣ ଆରମ୍ଭ

କନ୍ଧମାଳ,୦୬/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରାଞ୍ଚଳରେ ଚଳିତ ମାସ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କର କୋଭିଡ଼ ଟୀକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪୦୦୦ ହିତାଧିକାରୀଙ୍କ ପାଇଁ ଏହା ଉପଲବ୍ଧ ହେବ। ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବିଜୁ କଲ୍ୟାଣ ମଣ୍ଡପ ଓ ବିପି ଆଇ ଟି କଲେଜରେ ଏହି ଟୀକାକରଣ କରାଯିବ। ଇଚ୍ଛୁକ ହିତାଧିକାରୀ ମାନେ କୋ-ୱାଇନ ପୋର୍ଟାଲ କିମ୍ବା ଆରୋଗ୍ୟସେତୁ ଆପ୍ ମାଧ୍ୟମରେ […]

ସରକାରି ସହାୟତା ଅପେକ୍ଷାରେ ପଲିଥିନ ତଳେ ଅଗ୍ନି ବିପନ୍ନ

ଫୁଲ ବାଣୀ- (ସୁନୀଲ ପଟନାୟକ) ସରକାରି ସହାୟତା କିଛି ମିଳିନି । ଘରପୋଡିଯିବା ପରେ ଏବେ ବେସାହାରା ହୋଇ ଗଛ ମୁଳେ ପଲିଥିନ ତଳେ ଦୁଇଟି ଅଗ୍ନି ବିପନ୍ନ ପରିବାର ରହୁଛନ୍ତି । ଆଗକୁ ଦିନ କେଇଟା ପରେ ବର୍ଷାଦିନ । ଏଭଳି ପରିସ୍ଥିତିରେ ଭାଗ୍ୟକୁ ଆଦରୀପଡି ରହିଛନ୍ତି ବାଲିଗୁଡା ବ୍ଳକ କୁଟିକିଆ ପଞ୍ଚାୟତର ସିଟୁ ବାଡି ଗ୍ରାମର ଦିଗି ମଲିକ ଓ ବିନୋଦ ମଲିକଙ୍କ ପରିବାର।ନିଆଁର ଆଁରେ ଯାହା ଥିଲା ସବୁକିଛି ପୋଡିଯାଇଛି । ଖାଇବାକୁ […]

ଆଗକୁ ବର୍ଷାଦିନ, ପୋଲ ହେବ କେବେ ? ମଟର ଟ୍ଯୂବ ଭରସା

ଫୁଲବାଣୀ- (ସୁନୀଲ ପଟନାୟକ)ଆଗକୁ ବର୍ଷା ଆସିବ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ୫ଟି ଗ୍ରାମର ଲୋକେ ବର୍ଷା ଦିନେ ମଟର ଟ୍ଯୂବରେ ଉଚ୍ଛୁଳାନଦୀ ପାରି ହୋଇଯିବାଆସିବା କରିବେ । ସରକାରୀ ମୋଟରଲଞ୍ଚ କିମ୍ବା ଡଙ୍ଗା ବ୍ୟବସ୍ଥା ମଧ୍ୟ ନାହିଁ।ପୋଲ ଟିଏ ନିର୍ମାଣ କରିବାପାଇଁ ଗ୍ରାମବାସୀ ଦୀର୍ଘବର୍ଷ ହେଲାଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁନି। ଫଳରେ ପ୍ରତିବର୍ଷ ବର୍ଷ ।ଆସିଲେ ଏମାନଙ୍କ ଦୁଃଖ ବଢିଯାଏ । ଜୀବନକୁ ବାଜି ଲଗାଇ ଏହି ଗ୍ରାମର ଲୋକମାନେ […]

ଗରୀବଙ୍କୁ ରାସନ ବଣ୍ଟନ କଲେ କନ୍ଧମାଳ ଓୟୁଜେ ପ୍ରତିନିଧି

ଫୁଲବାଣୀ- (ସୁନୀଲ ପଟନାୟକ) ମହାମାରୀ କରୋନାର ଦ୍ୱିତୀୟ ଲହରକୁ ରୋକ ଲଗାଇବା ପାଇଁ ସରକାର ଗତ ମେ ୫ ରୁ ଲକଡ଼ାଉନ ଘେ।ଷଣା କରିଛନ୍ତି ।ଫଳରେ ଗରୀବ ଲୋକମାନଙ୍କ ଜୀବନଜିବିକା ପ୍ରଭାବୀତ ହୋଇଛି ଫଳରେ ଏହାକୁ ଦୃଷ୍ଟିରେ ରଖିଓ ୟୂଜେ କନ୍ଧମାଳ ଶାଖା ପକ୍ଷରୁ ଖଜୁରୀପଡ଼ା ବ୍ଳକର ଅପହଞ୍ଚ ଇଲାକା କୁନ୍ଦା , ଦାରେ ଜୁ,ମୁଣ୍ଡା ବାଡି ଆଦି ଗ୍ରାମକୁ ଯାଇ ସେଠାରେ ବସବାସ କରୁଥିବା୬୨ଜଣ ପରୀବାର କୁ ରାସନ ସାମଗ୍ରୀ ସମେତ ସାବୁନ , ମାସ୍କ, […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୦୬ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-କୃଷ୍ଣପକ୍ଷତିଥି-ଏକାଦଶୀ ପ୍ରାତଃ ଘ ୦୬/୨୭ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀନକ୍ଷତ୍ର-ଅଶ୍ଵିନୀ ରାତ୍ରି ଘ୦୩/୧୭ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜାଚନ୍ଦ୍ର-ମେଷଯୋଗ- ଶୋଭନକରଣ- ବ।ଳବସୌରମାସ-ବୃଷ ୨୩ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୧୪ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୧୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ପ୍ରାତଃ ଘ ୦୬/୨୭ ପର୍ଯ୍ୟନ୍ତ ତଦନ୍ତେ ନୈଋତେମେଷ ରାଶିର ଘାତଚନ୍ଦ୍ରମେଷ ରାଶିର ଘାତବାରଦ୍ୱ।ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ ୧୦/୦୫ଗତେ ଘ୦୧/୨୨ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା ଘ୦୬/୪୫ ଗତେ ଘ […]

ୟୁଥ୍ ଅଫ କନ୍ଧମାଳ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

କନ୍ଧମାଳ,୦୬/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ୟୁଥ୍ ଅଫ କନ୍ଧମାଳ ତରଫରୁ କନ୍ଧମାଳ ଜିଲ୍ଲା ଇ-ପାଠାଗାର ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି l ଏଥିରେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ, , ନିଃଶ୍ୱାସ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ଅଞ୍ଜଳି ପ୍ରିୟା ସିଂ ଯୋଗ ଦେଇ ଯଦି ଭାରତ ରେ ପ୍ରତ୍ୟେକ ଲୋକ ଅତି କମ୍ ରେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି […]

ସ୍ଵେଛା ସେବୀ ସଂସ୍ଥା ଜନ ବିକାଶପକ୍ଷରୁ କରୋନା ସଚେତନତା

ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲା କ. ନୂଆଗାଁ ଠାରେ ଥିବା ସ୍ଵେଛା ସେବୀ ସଂଗଠନ ଜନ ବିକାଶ ଓ ସରକାରୀ ଅଧିକାରୀ ମାନଙ୍କ ମିଳିତ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ସମେତ କ, ନୂଆଗାଁ ବ୍ଲକ ର ବିଭିନ୍ନ ଗ୍ରାମ ମାନଙ୍କରେ କୁଇ ଗୀତ ଓ ପ୍ରଚାର ମାଧ୍ୟମରେ ଲୋକମାନଙ୍କୁ ସଚେତନ ବାର୍ତା ଦେବାସହିତ 45 ବର୍ଷ ରୁ ଉର୍ଦ୍ଧ୍ବ ବାପା,ମା ମାନଙ୍କୁ କରୋନା ଟୀକା ନେବା ପାଇଁ ବୁଝାଇ ଟୀକା ଦିଆଯାଉଛି lଏଭଳି […]

ବିଶ୍ଵ ପରିବେଶ ଦିବସ ଅବସରରେ ଜଙ୍ଗଲ ବିଭାଗର ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ- (ସୁନୀଲ ପଟନାୟକ)ଆଜି ବିଶ୍ଵ ପରିବେଶ ଦିବସ । ଏହି ଅବସରରେ ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ପକ୍ଷରୁ ଡିଏଫ ଓ ଲକ୍ଷ୍ମୀନାରାୟଣ ବେହେରାଙ୍କ ନିର୍ଦ୍ଦେଶରେ ସମସ୍ତ ରେ ଜଂଅଧୀନରେ ପରିବେଶ ସୁରକ୍ଷ। ସଂପର୍କରେ ସଚେତନ କରିବା ସହ ବୃକ୍ଷରୋପଣ କରାଯିବା ସହ ସମସ୍ତେ ଗଛ ଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।ଏହି ଅବସରରେ ରାଇକିଆ ବନବିଭାଗରେ ଜଂପକ୍ଷରୁ ବିଜୟ ହାଇସ୍କୁଲ ପରିସରରେ ରେ ଜଂ ଅଫିସର ସୁନୀଲ ସାହୁଙ୍କ ନେତୃତ୍ଵରେ ବୃକ୍ଷରୋପଣ କାର୍ଯ୍ୟକ୍ରମ […]

ବିଶ୍ଵ ପରିବେଶ ଦିବସ ଅବସରରେ ଫୁଲବାଣି ଜଙ୍ଗଲ ବିଭାଗ ପକ୍ଷରୁ ସଚେତନତା

.ଫୁଲବାଣୀ- (ସୁନୀଲ ପଟନାୟକ)ଆଜି ବିଶ୍ଵ ପରିବେଶ ଦିବସ । ଏହି ଅବସରରେ ଫୁଲବାଣୀ ଜଙ୍ଗଲ ବିଭାଗ ରେ ଜଂ ଅନ୍ତର୍ଗତ ବଇଡ଼ା ଗ୍ରାମଠାରେ ଏକ ସଚେତନତା ସଦ୍ଭା ଅନୁଷ୍ଠିତ ହୋଇଥିଲା।ଏହି ସଚେତନତା କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗ ଏସିଏଫ ବିକେପଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ଫୁଲବାଣୀ ରେ ଜଂର ସଚ୍ଚିଦାନନ୍ଦ ସେଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ। ଏଥିସହ ସମସ୍ତେ ଗଛ ଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ଆହ୍ୱାନ […]