ବାଲିଗୁଡାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ବାଲିଗୁଡା,୦୫/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ର ନୂତନ ଅଧିକାରୀ ଭାବେ ବାବା ଶଙ୍କର ସରାଫ ଦାୟିତ୍ୱ ଗ୍ରହଣ କରିଛନ୍ତି l ଏଥି ପୂର୍ଵରୁ ସେ ତୁମୁଡିବନ୍ଧ ଥାନା ର ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ l ଏଠାରେ ଯୋଗ ଦେବା ପରେ କୋଭିଡ ମୁକାବିଲା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏଥିରେ ପୋଲିସ ର ଭୂମିକା ଗୁୁରୁତ୍ବପୂର୍ଣ୍ଣ ରହିଛି । ଏ ଦିଗରେ ଶୃଙ୍ଖଳା ର ସହ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୦୫ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-କୃଷ୍ଣପକ୍ଷତିଥି-ଏକାଦଶୀନକ୍ଷତ୍ର-ରେବତୀ ରାତ୍ରି ଘ୧୨/୫୭ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀଚନ୍ଦ୍ର-ମୀନ ରାତ୍ରି ଘ୧୨/୫୭ ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗ- ସୌଭାଗ୍ୟକରଣ- ବବସୌରମାସ-ବୃଷ ୨୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୦/୪୪ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୪୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେଧନୁ ରାଶିର ଘାତ ଚନ୍ଦ୍ରବୃଷ, ସିଂହ ଓ କନ୍ୟା ରାଶିର ଘାତବାରଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳ ବେଳ।-ଦିବା ଘ୦୬/୫୦ ମଧ୍ୟେ ଓ ଘ ୦୪/୪୧ଗତେ ଘ୦୬/୨୦ ମଧ୍ୟେବାରବେଳ।- ଦିବା ଘ ୦୧/୨୫ଗତେ ଘ୦୩/୦୪ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା […]

ଅଜା ଘରକୁ ବୁଲି ଆସିଥିଲେ : ଗାଧୋଇବା ବେଳେ ବନ୍ଧରେ ବୁଡି ହୋଇ ଦୁଇ ଭାଇଙ୍କ ମୃତ୍ୟୁ

ବାଲିଗୁଡା,୦୪/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଗୁଟିଙ୍ଗିଆ ପଞ୍ଚାୟତ ମଲିକ ପଡ଼ି ଗ୍ରାମରେ ଆଜି ଏକ ଅଘଟଣ ଘଟିଛି। ଉକ୍ତ ମଲିକ ପଡ଼ି ଗ୍ରାମକୁ ଟିକାବାଲି ଥାନା ବାଲିଗାଡା ଗ୍ରାମର ମଦନ ମୋହନ ପ୍ରଧାନଙ୍କ ଦୁଇ ପୁଅ ମିହିର କାନ୍ତ ପ୍ରଧାନ(୧୫) ଓ ସାନ ଭାଇ କାମାକ୍ଷା ପ୍ରଧାନ (୧୩) ଅଜାଙ୍କ ଘରକୁ ବୁଲି ଆସିଥିଲେ । ହେଲେ ଶୁକ୍ରବାର ସକାଳେ ବନ୍ଧକୁ ସାଙ୍ଗ ସାଥି […]

ଦୁର୍ବୁତ୍ତ ନିଆଁ ଲଗାଇ ଦେଲେ ୩ଲକ୍ଷ ଟଙ୍କାର କେନ୍ଦୁପତ୍ର ପୋଡିଗଲା

.ଫୁଲବାଣୀ- (ସୁନୀଲ ପଟନାୟକ)ଏବେ କେନ୍ଦୁପତ୍ର ସିଜନ ଚାଲିଥିବାରୁ ବିଭାଗ ପକ୍ଷରୁ କେନ୍ଦୁପତ୍ର ସଂଗ୍ରହ କରାଯାଉଥିବାବେଳେ କେହି ଦୁର୍ବୁର୍ତ୍ତ ଫଡ଼ିରେ ନିଆଁ ଲଗାଇ ଦେବା ଫଳରେ ଫଡିରେ ଥିବାସବୁ କେନ୍ଦୁପତ୍ର ପୋଡି ପାଉଁଶ ହୋଇଯାଇଛି ।ଏଭଳି ଘଟଣା ଘଟିଛି ଫୁଲବାଣୀ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଗୋଛାପଡ଼ାରେ ରେ ଜଂ ଅଧିନସ୍ଥ ପାହି ରାଜ ଫଡିରେ।.ଖବର ପାଇ କେନ୍ଦୁପତ୍ର ଡିଏଫଓ ପତିତପାବନ ପରିଡା ଶୁକ୍ରବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି। ଏନେଇ ଗୋଛାପଡ଼ା ଥାନାରେ ଏତେଲା ଦେଇଛି ବିଭାଗ।ଏହି […]

ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ି ଗଲେ ଦୁଇ ଭାଇ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ମଲ୍ଲିକ ପଡ଼ାରେ ଆଜି ଏକ ଅଭାବନୀୟ ଘଟBଣା ଘଟିଛି । ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଦୁଇ ଭାଇଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତ୍ୟୁ ଖବର ଜାଣିବାପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲାlଗେରିଦିକିଆ ଗାଁର ମଦନ ମୋହନ ପ୍ରଧାନଙ୍କ ପନ୍ଦର ବର୍ଷର ପୁଅ ମିହିର କାନ୍ତ ପ୍ରଧାନ ଓ ବାର ବର୍ଷର ପୁଅ କାମ ।କ୍ଷା ପ୍ରଧାନ ଗୁଟିଙ୍ଗିଆର ମଲ୍ଲିକ ପଡିର ସଂପର୍କୀୟଙ୍କ […]

ଅର୍ଥ ସାଜିଛି ବାଧକ l ଦୁଇ ବର୍ଷ ହେଲା ବିଛଣା ରେ ପଡି ରହିଛନ୍ତି ଉଗ୍ରେସନ

ଫୁଲବାଣୀ _(ସୁନୀଲପଟନାୟକ)କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏସବୁ ଯୋଜନା କେବଳ କାଗଜ କଲମରେ ଚାଲିଛି। ଗ୍ରାମାଞ୍ଚଳର ଗରୀବ ଗୁରୁବାଙ୍କ ପାଖରେ ପହଞ୍ଚିପାରୁନି ଯୋଜନା, Iଯାହାର କି ଜ୍ଵଳନ୍ତ ନମୁନା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଳକରେ । ଟିକା ବାଲି ବ୍ଲକ ଅନ୍ତର୍ଗତ ଇଁଝର ଗ୍ରାମ ପଞ୍ଚାୟତ ମାଲଭୁଇଁ ଗାଁ ର ଉଗ୍ରେଶନ ମଲ୍ଲିକ (୫୫)ଙ୍କ ଜଙ୍ଘ ରେ ଏକ ଘା ହୋଇଥିଲା […]

ଫୁଲବାଣୀରୁ ୫ଓ ଜିଲ୍ଲାରୁ ୫୨ନୁତନ କରୋନାପଜିଟିଭ ଚିହ୍ନଟ,

ଫୁଲବାଣୀ-( ସୁନୀଲ ପଟନାୟକ) ଶୁକ୍ରବାର କନ୍ଧମାଳ ଜିଲ୍ଲାରେ ମୋଟ ୫୨ଜଣ କରେ। ନା ପଜିଟିଭ ରୋଗୀଚିହ୍ନଟ ହୋଇଛନ୍ତି ।.ଶୁକ୍ରବାର ଫୁଲବାଣୀ ସହରରୁ ୫ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୧୩ଜଣ ଚିହ୍ନଟ ହୋଇଛନ୍ତି ।ଆଜି ଫୁଲ ବାଣୀ ସହରରୁ ଚିହ୍ନଟ ପଜିଟିଭ ଆକ୍ରାନ୍ତ ୫ଜଣଙ୍କ ମଧ୍ୟରୁ ଓଲଡ ଏଲଆଇସି କଲୋନୀ, ପିଅନପଡ଼ା,କେନ୍ଦୁପଦର ,ଆରଟି ଓ ଫୁଲବାଣୀ, ଗୋପାଳ ସାହିଅଞ୍ଚଳରୁ ଜଣେ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେହିପରି ଶୁକ୍ରବାର ବାଲିଗୁଡ଼ାରୁ ଜ6ଣ ଚିହ୍ନଟ […]

ମଲିକପୋଡି ଜଙ୍ଗଲ ରେ ହାତୀପଲ ବୁଲୁଛନ୍ତି , ଭୟରେ ଗ୍ରାମବାସୀ,

ଫୁଲ ବାଣୀ-କନ୍ଧମାଳ ଜିଲ୍ଲା ମାଲିକ ପୋଡି ଜଙ୍ଗଲରେ ଏବେ ୧୫ ଟି କିଆ ହାତୀପଲ ବୁଲୁ ଥି ବା ଗ୍ରାମବାସୀ ଦେଖିବନବିଭାଗକୁ ଖବର ଦେବାପରେ ଜିଉ ଦୟଗିରି ବନବିଭାଗ କର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇ ମାଇକ ଯୋଗେ ପ୍ରଚାର କରିବା ସହ ହାତୀପଲକୁ ଘଉଡ଼ାଇବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି ।ହାତୀ ପଲ ଜଙ୍ଗଲରେ ବୁଲ୍ଲ ଥିବା ଦେଖି ଗ୍ରାମ ବାସୀମାନେ ଭୟଭିତ ହୋଇପଡିଛନ୍ତି । ଏ ସବୁ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଜିଉଦୟଗିରି ବନବିଭାଗ ରେ […]

କରେ।ନାରେ ପ୍ରାଥମିକ ଶିକ୍ଷକ କବିରାଜ ଙ୍କ ମୃତ୍ୟୁ

ଫୁଲବାଣୀ-(ସୁନୀଲପଟନ।ୟକ) କରେ । ନାରେ କନ୍ଧମାଳ ଜିଲ୍ଲାରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି।ଶୁକ୍ରବାରଚକାପାଦ ବ୍ଲକ ର ଏଲ ବପଲମେଣ୍ଡି ପଞ୍ଚାୟତର ପାନାବାଡି ଗ୍ରାମର କବିରାଜ କହରଙ୍କ କରନା ରେ ଫୁଲବାଣୀ କୋଭିଡ ହସ୍ପିଟାଲ ରେ ମୃତ୍ୟୁ ଘଟିଛି । କବିରାଜ ଗତ ମାସ ୧୩ ତାରିଖ ଠାରୁ କୋଭିଡ ଆକ୍ରାନ୍ତ ହୋଇ ଚିକିସ୍ଥିତ ହେଉ ଥିଲେ. Iସେ ଚକାପାଦ ବ୍ଲକ ନନ୍ଦିନୀ ଉପ୍ରା ସ୍କୁଲ ରେ ଶିକ୍ଷକ ଥିଲେ. ତାଙ୍କର ସ୍ତ୍ରୀ ଓ ଗୋଟେ 7 […]

ଭେକ୍ସିନ ଗାଡି ଦୁର୍ଘଟଣାଗ୍ରସ୍ତ , ଡ୍ରାଇଭର ଗୁରୁତର

ଫୁଲବାଣୀ- (ସୁନୀଲ ପଟ ନାୟକ)- ଆଜି ଫୁଲ ବାଣୀ ସଦର ମହକୁମାଡାକ୍ତରଖାନାର ଆର ଟି ପି ସି ଆର ଗାଡି ରାରସାମ୍ୟ ହରାଇ ଓ ଲ ଟୀ ଯିବା ଫଳରେଡ୍ରl ଇ ଭର ଗୁରୁତର ଆହତ ହୋଇଥିବା ଖବର ମିଳିଛି । ଆହତ ଡ୍ରାଇଭର ଜଣଙ୍କ ହେଲେ ରାଜକିଶୋର ବେହେରା ବୋଲି ଜଣାପଡିଛିସୂଚନାଯୋଗ୍ୟଯେ,ଖଜୁରୀପଡା ଥାନା ଅନ୍ତର୍ଗତ ସମର ଡେଗା ବୁଲାଣି ରେ ଗାଡିଟିଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଯାଇଥିଲା ।ଗୁରୁତର ଅବସ୍ଥାରେ ଡ୍ରାଇଭର, ରାଜକିଶୋର […]