ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୦୪ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-କୃଷ୍ଣପକ୍ଷତିଥି-ଦଶମୀ ରାତ୍ରି ଘ୦୪/୧୩ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀନକ୍ଷତ୍ର-ଉତ୍ତରଭାଦ୍ର ରାତ୍ରି ଘ୦୯/୧୫ ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର-ମୀନଯୋଗ-ଆୟୁସ୍ମାନକରଣ- ବିଷ୍ଟିସୌରମାସ-ବୃଷ ୨୧ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୦୪ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୨୯✧═════•❁❀❁•═════✧ଯୋଗିନୀ ଉତ୍ତରେ ରାତ୍ରି ଘ୦୪/୧୩ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେଧନୁ ରାଶିର ଘାତ ଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳ ଓ ବାରବେଳ।- ଦିବା ଘ ୦୮/୨୫ଗତେ ଘ୧୧/୪୪ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା ଘ୧୧/୪୫ ଗତେ ଘ […]

କନ୍ଧମାଳଚକାପାଦରେ ବଜ୍ରପାତ ଜଣେ ମୃତ ଅନ୍ୟ ଜଣେ ଗୁରୁତର,

କନ୍ଧମାଳ (ସୁନୀଲ ପଟ୍ଟନାୟକ)- କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ଅଞ୍ଚଳରେ କାଳବୈଶାଖି ବର୍ଷା ସହ ବଜ୍ରପାତ. ଘଟିଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର. ଆହତ ହୋଇଥିବା ଜଣାପଡିଛି।ମୃତକ ଜଣକ ହେଲେ ଶଙ୍କରାଖୋଲ ବରସାହିର ଚଉଦ ବର୍ଷ ର ନାବାଳକ ତରଣୀ ସେନ କହଁର l ସେ ୧୦ ମ ରେ ପାଠ ପଢ଼ୁଥିଲା। ସେହିପରି ଅନ୍ୟ ଜଣେ ୧୧ ବର୍ଷର ଆକାଶ କହର ଗୁରୁତର ଆହତ ହୋଇ ଛି। ଦୁହେଁ ଘରବାହାରେ ଖେଳୁଥିବା ସମୟରେ […]

ଜଙ୍ଗଲୀ ହାତୀଙ୍କ ଉପଦ୍ରଵ : ଜଙ୍ଗଲକୁ ନ ଯିବା ପାଇଁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ବାଲିଗୁଡା,୦୩/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ପଞ୍ଚାୟତର ମୁକୁଲିଙ୍ଗିଆ ଓ ଲଏରାଜୁ ଅଞ୍ଚଳରେ କେତେକ ଜଙ୍ଗଲୀ ହାତୀ ଆସି ଆତଙ୍କ କରୁଥିବା ଦେଖିବାକୁ ମିଳଛି। ଏହି ହାତୀମାନେ ବୁଲାବୁଲି କରୁଥିବାରୁ ଜଙ୍ଗଲ ଭିତରକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ଘୁମୁସର ବନ ଖଣ୍ଡର ୧୬ଟି ହାତୀ ବୁଧବାର ରାତି ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ଗ୍ରାମ ପଞ୍ଚାୟତ ସ୍ଥିତ ମୁକୁଲିଙ୍ଗିଆ ଓ […]

ବିଦ୍ୟୁତ ତାର ଲାଗି ବାଳକ ର ଅକାଳ ମୃତ୍ୟୁ

ବାଲିଗୁଡା,୦୩/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ପସରଡ଼ି ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି l ତୀରଜ ପାଟମାଝି ନାମକ ଏକ ବାଳକ ସିର୍ଲା ମୁଖ୍ୟ ବଜ଼ାର ର ଦୋକାନ ରୁ କିଛି ଜିନିଷ କିଣିସାରିବା ପରେ ନିଜ ଦାଦା ସହିତ ନିଜ ଗ୍ରାମ ପସରଡ଼ି କୁ ଫେରୁଥିବା ବେଳେ ତଳେ ଭୂମି ତଳେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ l […]

ଗୁଞ୍ଜ ଓ ୱାର୍ଡ ପକ୍ଷରୁ ବାଲିଗୁଡାରେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ କରୋନା କିଟ ବଣ୍ଟନ

ବାଲିଗୁଡ଼ା,୦୩/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଦେଶରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଥିବା ବେଳେ ଜୀବନକୁ ବାଜି ଲଗାଇ ଘରୁ ବାହାରକୁ ଆସି ଖବର ସଂଗ୍ରହ କରୁଥିବା କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ରେ ୩୦ଜଣ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଗୁଞ୍ଜ୍ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସୁରେଶ କୁମାର ଏବଂ ୱାର୍ଡ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ସମ୍ପାଦକ ଆଶୁତୋଷ ସାହୁ ମିଳିତ ଭାବରେ ଦୁଇ ଅନୁଷ୍ଠାନ ପକ୍ଷରୁ କରୋନା କିଟ ପ୍ରଦାନ କରିଛନ୍ତି । ଏହି କୀଟ ବଣ୍ଟନ କାର୍ଯ୍ୟକ୍ରମକୁ […]

ପୁଣି ଫୁଟିଲା ବ୍ରହ୍ମ କମଳ ଫୁଲ,କୋଉଠି

ଆଠଗଡ(ଉଲାପ୍ର)ପୁଣି ଫୁଟିଲା ବ୍ରହ୍ମ କମଳ ଫୁଲ, ଏହି ବ୍ରହ୍ମ କମଳ ଫୁଲ ଫୁଟିଛି ଆଠଗଡ ସହରର ବରିଷ୍ଠ ଆଇନଜୀବୀ, ଗଡଜାତ ପରିକ୍ରମା ର ସଭାପତି,ଆଠଗଡ ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ ଙ୍କ ରଥଗଡା ବାସଭବନରେ, ଗତ କିଛିବର୍ଷ ହେଲା ପ୍ରାଣକୃଷ୍ଣ ଦାଶଙ୍କ ବାସଭବନରେ ଆଷାଢ଼ ମାସରେ ଏହି ବ୍ରହ୍ମ କମଳ ଫୁଲ ବହୁଳ ଭାବେ ଫୁଟିଥାଏ,ହେଲେ ଚଳିତ ବର୍ଷ ଏହି ବ୍ରହ୍ମ କମଳ ଫୁଲ ବୈଶାଖ ମାସ ଓ ଜେଷ୍ଠ ମାସରେ ଫୁଟିବା ଏକ ବିରଳ […]

ବାପାଙ୍କ ପରେ ଚାଲିଗଲେ ମା, ଅନାଥ ହୋଇଗଲା ଝିଅ

ନରସିଂହପୁର-(ଉଲାପ୍ର)ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ଗ୍ରାମର ସ୍ବର୍ଗତ ଗୋଲକ ପ୍ରତିହାରୀ ଙ୍କ ପତ୍ନୀ ଶାନ୍ତିଲତା ପ୍ରତିହାରୀ ଙ୍କର ୪୭ ବର୍ଷ ଙ୍କର ଆଜି ଅକାଳ ବିୟୋଗ ଘଟିଯାଇଛି ଯାହା ଫଳରେ ଅନାଥ ହୋଇଯାଇଛି ୧୦ ବର୍ଷର ଝିଅ ପୂଜାରାଣୀ ପ୍ରତିହାରୀ ଅନାଥ ହୋଇଯାଇଛି।ସୂଚନା ରୁ ପ୍ରକାଶ ଯେ ବାଲିଝରି ଗ୍ରାମର ଗୋଲକ ପ୍ରତିହାରୀ ଙ୍କ ପରିବାର କହିଲେ ପତ୍ନୀ ଶାନ୍ତିଲତା ପୁଅ ଭାଗିରଥି ଏବଂ ଝିଅ ପୂଜା ଙ୍କୁ ନେଇ ଛୋଟିଆ ପରିବାର ପୂର୍ବରୁ ଗୋଲକ ଙ୍କର […]

କାଳ ବିଶାଖିରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ତହସିଲଦାର

ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରଖଜୁରିପଡ଼ା ବ୍ଳକର ଦଳପଡ଼ା ଗ୍ରାମରେ କାଳବୈଶାଖୀ ଲ କ୍ଷତିଗ୍ରସ୍ତ ଗରୀବ ପରିବାରଙ୍କୁ ଭେଟିଲେ ଖଜୁରିପଡ଼ା ତହସିଲଦାର ସ୍ୱପ୍ନିତା ନା ଏକ । ଏନେଇ ଖବର ପାଇବା ମାତ୍ରକେ ତହସିଲଦାର ଶ୍ରୀମତି ନା ଏକ ବର୍ଷା ଛାଡିବା ପରେ ରାତିରେ ଦଳପଡ଼ା ଗ୍ରାମକୁ ଯାଇ କ୍ଷତି ଗ୍ରସ୍ତ ପରିବାର ଙ୍କ ଘରକୁ ଘର ଯାଇ ସୁବିଧା ଅସୁବିଧା କଥା ବୁଝିଥିଲେ।କ୍ଷୟକ୍ଷତି ସଂପର୍କରେ ତୁରନ୍ତ ଆକଳନ କରି ରିପୋର୍ଟ ଦେବା ଲାଗି ଆରଆଇଙ୍କୁ ନିର୍ଦ୍ଦେଶ […]

କରୋନାକାଳର ଦୁଃଖ ସରକାରଙ୍କ ନିର୍ଦ୍ଦେଶ ସତ୍ୱେ ଛାତ୍ରଛାତ୍ରୀଙ୍କୁ ଚାଉଳ କି ଟଙ୍କା ମିଳିନି ‘ ଅର୍ଦ୍ଧାଧିକ ଶିକ୍ଷକଙ୍କ ଦେଖା ମିଳୁନି

ଫୁଲ ବାଣୀ- (ସୁନୀଲ ପଟନାୟକ)କରେ । ନା ମହାମାରୀ ପାଇଁ ସରକା ର ପ୍ରଥମରୁ ଅଷ୍ଟମ ଯାଏ ସ୍କୁଲ ବନ୍ଦ କରିଛନ୍ତି। ଏବେ କରେ। ନା ରଦ୍ଵିତୀୟ ଲହର ପାଇଁ ଗତ ମେ ୫ ରୁ ଲକଡ଼ାଉନ ଘୋଷଣା କରିଛନ୍ତି । ତେବେ ଏହି ସମୟରେ ଶିକ୍ଷକମାନେ ସଦର ମହକୁମା ରେ ରହି ପିଲାଙ୍କ ଆଡ଼ମିଶନ କରିବେ. ମଧ୍ୟାନ୍ନ ଭୋଜନ ବାବଦ ଚାଉଳ ଓ ଟଙ୍କା ପିଲାଙ୍କୁ ପ୍ରଦାନ କରିବେ । ଏଥି ସହ ଘରକୁ ଘର […]

ଗ୍ରାମ୍ୟ ନିର୍ମାଣ ବିଭାଗ ର ଖାମଖିଆଲି କାରବାର

ସୂଚନା ଫଳକ ରେ ସୂଚନା ନାହିଁଫୁଲବାଣୀ- (ସୁନୀଲପଟନାୟକ)ରାଜ୍ୟସରକାର ପ୍ରତି କାର୍ଯ୍ୟରେସ୍ଵଛ ତା ଉପରେ ଗୁରୁତ୍ଵ ଦେଉଛନ୍ତି ।ଆଉ କାର୍ଯ୍ୟ ଆରମ୍ଭ ହେବା ଦିନରୁ ସମସ୍ତଙ୍କ ଅବଗତି ପାଇଁ ଡିସପ୍ଳେ ବୋର୍ଡ ମାରିବା ଲାଗି ସବୁ ବିଭାଗକୁ କଡ଼ା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।ହେଲେ ଫୁଲ ବାଣୀ ଗ୍ରାମ୍ୟ ନିର୍ମାଣ ବିଭାଗ ଡିଭିଜନ ଅଧିନ ଜି ଉଦୟଗିରି ଯନ୍ତ୍ରୀମାନୁନଥିବା ଅଭିଯୋଗ ହେଉଛି । ସରକାରୀ ନିତି ନିୟମକୁ ଫୁ କରି କୁ ଆଡେ ଖୋଲାଖୋଲି ପିସି କାରବାର ଚଳାଇଥିବା […]