ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରାଉଛି କନ୍ଧମାଳ ଜି ଏନ ଏମ ଟ୍ରେନିଂ
ଫୁଲବାଣୀ ବିଶେଷ କରି ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ଗୁଡ଼ ରି ସାହି ରେ ଥିବା କନ୍ଧମାଳ ଜି ଏନ ଏମ ଟ୍ରେନିଂ ସେଣ୍ଟର lସହର ଠୁ ମାତ୍ର ପନ୍ଦର କିଲୋମିଟର ଦୂରରେ ରହିଛି ଏହାର ନିଜସ୍ୱ ଗୃହ lକମ ମୂଲ୍ୟରେ ଏଠାରେ ଛାତ୍ରୀ ମାନଙ୍କୁ ଟ୍ରେନିଂ ନେବାର ସୁଯୋଗମିଳୁଛି l ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୧ ୨ ବର୍ଷ ଧରି […]