ବିବାହ ଭୋଜି ଆୟୋଜନ ମହଙ୍ଗା ପଡିଲା :କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ୨୦ ହଜାର ଟଙ୍କା ଜରିମାନା ଆଦାୟ

ବାଲିଗୁଡା,୨୭/୫.( ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତ ବଡ଼ିପଦର ଗାହାଡାଡି ସାହିରେ ଏକ ବିବାହ ଭୋଜିକୁ ପ୍ରଶାସନ ପକ୍ଷରୁ ଗୁରୁବାର ବନ୍ଦ କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଆୟୋଜକଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଭୋଜି ଆୟୋଜକ କିରଣ କୁମାର ପ୍ରଧାନ ବୁଧବାର ୨୦ ରୁ୨୫ ଜଣଙ୍କୁ ବିବାହ ଉତ୍ସବକୁ ଡାକିବେ ବୋଲି ପୋଲିସଠାରୁ ଅନୁମତି ନେଇଥିଲେ। ବିବାହ ପରେ ଗୁରୁବାର ସେ ଘର ନିକଟରେ ମାତ୍ର […]

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୨୮ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଜ୍ୟେଷ୍ଠମାସ-କୃଷ୍ଣପକ୍ଷତିଥି-ଦ୍ଵିତୀୟା ଦିବା ଘ୦୯/୨୮ ପର୍ଯ୍ୟନ୍ତ ତଦନ୍ତେ ତୃତୀୟାନକ୍ଷତ୍ର-ମୂଳା ରାତ୍ରି ଘ୦୮/୨୭ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷ।ଢାଚନ୍ଦ୍ର- ଧନୁଯୋଗ-ସାଧ୍ୟକରଣ-ଗରସୌରମାସ-ବୃଷ ୧୪ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୪୯✧═════•❁❀❁•═════✧ଯୋଗିନୀ ଉତ୍ତରେ ଦିବା ଘ୦୯/୨୮ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେବିଛା,ଧନୁ ଓ ମୀନ ରାଶିର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା ଓ ବାରବେଳ।- ଦିବା ଘ ୦୮/୨୬ଗତେ ଘ୧୧/୪୦ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା ଘ୧୧/୪୧ ଗତେ ଘ୦୨/୦୧ ମଧ୍ୟେ ଓ ରାତ୍ରି ଘ୦୮/୪୪ଗତେ […]

ଦୁର୍ଗମ ଅଞ୍ଚଳବାସୀଙ୍କୁ କରୋନା ସଚେତନ ସହ ପିଡିଏସ ବାଣ୍ଟିଲେ ରାଇକିଆ ବିଡିଓ

ଫୁଲବାଣୀ- (ସୁନୀଲ ପଟନାୟକ)ମହାମାରୀ କରୋନାର ଦ୍ୱିତୀୟଲହରୀଘାତକ ସାଜିଥିବାରୁ ଦୁର୍ଗମ ଅଞ୍ଚଳରଲୋକମାନଙ୍କୁ କରେ । ନା ସଂପର୍କରେ ଜନସଚେତନ ସୃଷ୍ଟି କରିବା ସହ ସେମାନଙ୍କ ଗାଁରେ ପହଞ୍ଚି ଘରକୁ ଘର ବୁଲି ପିଡିଏସ ରାସନ ପ୍ରଦାନ କରୁଛନ୍ତି ରାଇକିଆ ବ୍ଳକ ବିଡିଓ ପ୍ରବୀଣ କୁମାରବାଣୁଆକରେ । ନା ମହାମାରି ଲୋକଙ୍କ ଜୀବନଜିବୀ କାକୁ ପ୍ରଭାବୀତ କରିଛି । ଲୋକେ ସମସ୍ୟ ମଧ୍ୟରେ ରହୁଛନ୍ତି । ଫଳରେ ଲୋକଙ୍କୁ ସଚେତନ କରିବା ସହ । ସେମାନଙ୍କର ଅଭାବ ଅସୁବିଧା ମଧ୍ୟ […]

ଗାଁ ଗାଁ ବୁଲି ରାଜସ୍ଵ ସେବା ଯୋଗାଉଛନ୍ତି ତହସିଲଦାର

ଫୁଲବାଣୀ-( ସୁନୀଲ ପଟନାୟକ) କରୋ । ନା ମହାମାରୀ କୁ ରୋକ ଲଗାଇବା ପାଇଁ ସରକାର ମେ ୫ତାରିଖରୁ ଲକଡାଉନ ଜାରୀ କରିଛନ୍ତି। ଫଳରେ ଗାଡି ମଟର ଚଳାଚଳ ବନ୍ଦ ରହିଛି। ଏପଟେ କରୋନା ସଂକ୍ରମଣ ପାଇଁ କାର୍ଯ୍ୟାଳୟଗୁଡିକ ରେ ମଧ୍ୟ ସାଧାରଣ ଲୋକଙ୍କ ପ୍ରବେଶ କୁ ବାରଣ କରାଯାଇଛି । ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ହାତ ପାଆନ୍ତାରେ ରାଜସ୍ଵ ସେବା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। […]

ଲକ୍ଷାଧିକ ଟଙ୍କାର ଶାଳ ଓ ପିଆଶାଳ ପଟା ଜବତ କଲା ବନ ବିଭାଗ

ଫୁଲବାଣୀ -(ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନ ବିଭାଗକୁ ସଫଳତା ମିଳିଛି l ଏକ ବୋଲେ ରୋ ପିକପ ସହ 120ଖଣ୍ଡ ଶାଳ ଓ ପିଆଶାଳ ପଟ୍ଟା ଜବତ କରିଛି l ଗତ କାଲି ବିଳମ୍ବିତ ରାତିରେ ବାଲିଗୁଡ଼ା ରେଞ୍ଜ ପୋଖରୀ ବନ୍ଧ ସେକ୍ସନ ଅଞ୍ଚଳ ରୁ ପଡ଼ୋଶୀ ବଲାଙ୍ଗୀର ଜିଲ୍ଲାକୁ ପଟ୍ଟା ଚାଲାଣକରା ଯାଉଥିବା ଖବର ପାଇ ରେଞ୍ଜର ଉଦିତ ପ୍ରଧାନ ଓ ଏସି ଏଫ ରୁଦ୍ର ପ୍ରସାଦ ରଥ ଙ୍କ ନେତୃତ୍ବ […]

କରେ।ନା ସଂକ୍ରମଣକୁ ରୋକିବା ପାଇଁ ବିଧାୟକ ଓ ବିଡିଓ ଙ୍କ ପ୍ରୟାସ

ଫୁଲବାଣୀ- (ସୁନୀଲ ପଟନାୟକ) ବିଳମ୍ବରେ ହେଲେ ବି କରୋନାର ଦ୍ୱିତୀୟ ସଂକ୍ରମଣକୁ ସଚେତନତା ମାଧ୍ୟମରେ ରୋକିବା ଲାଗି ବିଡିଓ ଆରମ୍ଭ କରିଛନ୍ତି ଏଥିରେ ହାତ ବଢ଼ାଇ ଆଗକୁ ଆସିଛିନ୍ତି ବିଧାୟକ,l ଏଭଳି କାର୍ଯ୍ୟ ଦେଖିବାକୁ ମିଳିଛିକନ୍ଧମାଳ ଜିଲ୍ଲା କନୁଆଗାଁ ବ୍ଳକରୋକନୁଆଁ ଗା ବିଡିଓ ଶରତ ଚନ୍ଦ୍ରପାତ୍ର ଉ-ତ୍ସର୍ଗୀକୃତ ମନୋଭାବ ରଖି ନିଜ ବ୍ଲକ ଅଞ୍ଚଳର ସମସ୍ତ ଲୋକମାନେ ଯେପରି ଘରେ ରହିବେ ଆଉ ସୁସ୍ଥ ରହିବେ । ଆବଶ୍ୟକ ପଡିଲେ ଘରୁ ବାହାରିଲେ ସର୍ବଦା ମୁହଁରେ ଡ଼ବଲ […]

ସାମ୍ବାଦିକଙ୍କ ପ୍ରତି ପୁଲିସ ର ଦୁର୍ବ୍ୟବହାର ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ସହ ଥାନା ଓ ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯିବା ପାଇଁ ନିଷ୍ପତି

ବାଲିଗୁଡ଼ା,୨୭/ ୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତାକୁ ନେଇ ସଙ୍କଟ ସୃଷ୍ଟି ହେଉଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘର ସଭାପତି ସନ୍ତୋଷ କୁମାର ଦାଶ ଙ୍କ ଆବାହକତ୍ୱ ରେ ବାଲିଗୁଡ଼ା ସ୍ଥିତ ଗାୟତ୍ରୀ ମନ୍ଦିର କଲ୍ୟାଣ ମଣ୍ଡପ ରେ ଜିଲ୍ଲାର ବିଭିନ୍ନ ବ୍ଲକ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ […]

ଆଜିର ରାଶିଫଳ

୨୭ ମଇ ୨୦୨୧ ✧═════•❁❀❁•═════✧🌹ମେଷ🌷👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।✧═════•❁❀❁•═════✧🌹ବୃଷ🌷👉ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ […]

ବୈଶାଖ ମାସରେ ଫୁଟିଲା ବ୍ରହ୍ମ କମଳ ଫୁଲ,କୋଉଠି ଦେଖନ୍ତୁ

ଆଠଗଡ(ଉଲାପ୍ର)ବୈଶାଖ ମାସରେ ଫୁଟିଲା ବ୍ରହ୍ମ କମଳ,ତା ପୁଣି ୟାସ ବାତ୍ୟା ସମୟରେ, ଏହି ବ୍ରହ୍ମ କମଳ ଫୁଲ ଫୁଟିଛି ଆଠଗଡ ସହରର ବରିଷ୍ଠ ଆଇନଜୀବୀ, ଗଡଜାତ ପରିକ୍ରମା ର ସଭାପତି,ଆଠଗଡ ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ ଙ୍କ ରଥଗଡା ବାସଭବନରେ, ଗତ କ8କିଛିବର୍ଷ ହେଲା ପ୍ରାଣକୃଷ୍ଣ ଦାଶଙ୍କ ବାସଭବନରେ ଆଷାଢ଼ ମାସରେ ଏହି ବ୍ରହ୍ମ କମଳ ଫୁଲ ବହୁଳ ଭାବେ ଫୁଟିଥାଏ,ହେଲେ ଚଳିତ ବର୍ଷ ଏହି ବ୍ରହ୍ମ କମଳ ଫୁଲ ବୈଶାଖ ମାସରେ ଫୁଟିବା ଏକ […]

ଯୁବ ବିଜେଡ଼ି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲିଗୁଡା,୨୬/ ୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଯୁବ ବିଜେଡ଼ି ପକ୍ଷରୁ ଯୁବ ନେତା ଚିନ୍ମୟ ସାହୁ ଏବଂ ଅଶ୍ୱିନ ସାହୁ ଙ୍କ ନେତୃତ୍ୱରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତାଭାବ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଯୁବ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଚିନ୍ମୟ ସାହୁ ଏବଂ ଯୁବ ନେତା ଅଶ୍ୱିନ ସାହୁ ଙ୍କ ନେତୃତ୍ୱରେ ତୁମୁଡ଼ିବନ୍ଧ […]