ପାରାଦୀପରୁ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ୍ : ପାଣିପାଗ ବିଭାଗର ପୂର୍ବାନୁମାନ ୨୬ ସନ୍ଧ୍ୟାରେ ଛୁଇଁବ ସ୍ଥଳଭାଗ
ପବନର ବେଗ ରହିପାରେ ଘଂଟା ପ୍ରତିବେଗ ୧୫୫ ରୁ ୧୬୫ କିଲୋମିଟର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ’ ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁପାରେ । ୨୬ ତାରିଖ ସନ୍ଧ୍ୟା ବାତ୍ୟା ପାରାଦୀପ ଓ ସାଗରଦ୍ବୀପ ମଧ୍ୟ ଭାଗରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା । ଭାତତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ତଳଭାଗ ଛୁଇଁବା ବେଳକୁ ଏହାର ପ୍ରଭାବରେ ଘଂଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । […]