ଅବହେଳିତ ଅବସ୍ଥାରେ ନରସିଂହପୁର ଇନ୍ଦ୍ର ଭବନ

ନରସିଂହପୁର (ଉଲାପ୍ର)ନରସିଂହପୁର ଅଞ୍ଚଳର ଗଡ଼ଜାତ ସ୍ମାରକୀ ଇନ୍ଦ୍ର ଭବନ ଆଜି ଅବହେଳିତ ହୋଇ ପଡ଼ିଛି । ଯେଁଉ ପର୍ଯ୍ୟଟକ ନରସିଂହପୁର ଆସନ୍ତି ସେମାନେ ଇନ୍ଦ୍ର ଭବନ ଦେଖିବାକୁ ଭୁଲନ୍ତି ନାହିଁ । ପ୍ରାକୃତିକ ପରିବେଶ ସହ ଏକ ସୁରମ୍ୟ ରାସ୍ତା ସମସ୍ତଙ୍କୁ ମନ ମୁଗ୍ଧ କରିଥାଏ । ଏହା ନରସିଂହପୁର ତହସିଲ୍ ଅଧୀନରେ ଥିବା ବେଳେ ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ଏହାର ଆଧୁନିକକରଣ ନିମନ୍ତେ ୪୬ଲକ୍ଷ ଟଙ୍କା ବେୟ ବରଦା ହୋଇଥିଲା । ଠିକାଦାର ଏହାକୁ […]

କନ୍ଧମାଳ:କରୋନା ସଂକ୍ରମିତ ମାଓବାଦୀ ଆତ୍ମ ସମର୍ପଣ କରନ୍ତୁ : ସମସ୍ତ ଚିକିତ୍ସା ଖର୍ଚ୍ଚ ଦାୟିତ୍ୱ ପୋଲିସ ବହନ କରିବ

କନ୍ଧମାଳ,୨୨/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ କେକେବିଏନ୍‌ (କନ୍ଧମାଳ-କୋରାପୁଟ-ବଂଶଧାରା-ନାଗାବଳି) ମାଓ ଡିଭିଜନ୍‌ ସକ୍ରିୟ ରହିଛି। ସଂଗଠନର ଅନେକ ସଦସ୍ୟ କରୋନା ସଂକ୍ରମିତ ଥିବା ଏବଂ ସେମାନଙ୍କ ଦ୍ୱାରା ଗ୍ରାମାଞ୍ଚଳ ଆଦିବାସୀଙ୍କୁ ସଂକ୍ରମିତ କରିବା ଆଶଙ୍କା ମଧ୍ୟ ରହିଛି। ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଉପରେ ରୋକ୍‌ ଲଗାଇବା, ମାଓବାଦୀଙ୍କୁ କରୋନାରୁ ସୁରକ୍ଷା ଦେବା ଓ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ନିବେଦନ କରାଯାଇଛି। ମାଓ ସଂଗଠନରେ […]

ବ୍ରାହ୍ମଣପାଦ ର ହରିଜନ ସାହିରେ ଜଳକଷ୍ଟ, ପ୍ରଶାସନ ଶୁଣୁନି

ଫୁଲ ବାଣୀ- (ସୁନୀଲ ପଟନାୟକ)ସରକାର ସବୁ ଘରକୁ ପାନୀୟ ଜଳ ଯୋଗାଇଦେବା ପାଇଁ ଯୋଜନା କରୁଥିବାବେଳେ ଚକାପାଦ ବ୍ଳକ ବ୍ରାହ୍ମଣପାଦରହରିଜନ ସାହି ବାସିନ୍ଦା ଦୀର୍ଘଦିନ ହେଲା ଜଳଯନ୍ତ୍ରଣା ଭୋଗୁଛନ୍ତି । ହରିଜନ ସାହିରେ୬୦ ଘର ଥିବାବେଳେ ୧୩୫ ଜଣ ଲୋକ ବସବାସ କରୁଛନ୍ତି। ହେଲେ ସାହିରେ ନଳକୁପ ଅଛି କିନ୍ତୁ ଅଚଳ।କେବଳ କୁଅ ଗୋଟିଏ ଅଛି ତା ଉପରେ ସବୁ ଲୋକ ନିର୍ଭର କରନ୍ତି । ପାଇ ପଯୋଗେପାନୀୟ ଜଳ ସ।ହୀକୁ ଯୋଗାଇଦେବାକୁ ଲୋକେ ଦାବୀ କରି […]

ସ୍ମାର୍ଟ ସ୍କୁଲ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ

ବାଲିଗୁଡା,୨୨/୦୫.ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗସ୍ତରେ ଆଜି କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି, ଆସି ବାଲିଗୁଡା ସରକାରୀ ଉଚ୍ଚବାଳିକା ବିଦ୍ୟାଳୟ ପରିସରରେ ଚାଲିଥିବା ୫-ଟି ମାଧ୍ୟମରେ ହେଉଥିବା ସ୍ମାର୍ଟ ସ୍କୁଲ କାର୍ଯ୍ୟର ତଦାରଖ କରିଥିଲେ। କାମ କେମିତି ଚାଲିଛି ଓ ନିର୍ଦ୍ଧାରିତ ଦିନ ମଧ୍ୟରେ ସରିବ କି ନାହିଁ ଆଦି ସବୁ ଉପରେ ପଚାରି ବୁଝିଥିଲେ। ଆସନ୍ତା ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଏହି ସ୍ମାର୍ଟ କ୍ଲାସ୍ ଉଦ୍‌ଘାଟନ କରାଯିବା ପାଇଁ […]

ସାମ୍ବାଦିକଙ୍କୁ ଫୁଲବାଣୀ ଟାଉନ ଥାନାର ସବ-ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ନେଇ ଏସପି ଙ୍କୁ ଦାବିପତ୍ର

ବାଲିଗୁଡ଼ା, କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ର ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ଚଳିତ ମାସ ୧୯ ତାରିଖ ରାତିରେ ଜଣେ କାର୍ଯ୍ୟରତ ୱେବ ମିଡ଼ିଆର ସାମ୍ବାଦିକ ଙ୍କୁ ଗାଳିଗୁଲଜ କରିବା ସହ ସମସ୍ତ ସାମ୍ବାଦିକ ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିବା ନେଇ ଧମକ ଦେବା ଅଡିଓ ଭାଇରାଲ ହେବା ପରେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତା କୁ ନେଇ ଏବେ ସଙ୍କଟ ସୃଷ୍ଟି […]

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୨୨ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-ଶୁକ୍ଳପକ୍ଷତିଥି-ଦଶମୀ ଦିବା ଘ୦୯/୩୫ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀନକ୍ଷତ୍ର-ଉତ୍ତରାଫା ଦିବା ଘ ୦୨/୫୭ ପର୍ଯ୍ୟନ୍ତ ତଦନ୍ତେ ହସ୍ତାଚନ୍ଦ୍ର- କନ୍ୟାଯୋଗ-ବଜ୍ରକରଣ-ଗରସୌରମାସ-ବୃଷ ୦୮ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୩୪ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୪୯✧═════•❁❀❁•═════✧ଯୋଗିନୀ ଉତ୍ତରେ ଦିବା ଘ ୦୯/୩୫ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେବୃଷ ରାଶିର ଘାତ ଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା -ଦିବା ଘ୦୬/୫୦ ମଧ୍ୟେ ଓ ଘ ୦୪/୩୬ଗତେ ଘ୦୬/୧୫ ମଧ୍ୟେବାରବେଳ।- ଦିବା […]

କୋରନା କଟକଣାମାନିଲେନି, ଜରିମାନ । ଆଦାୟ କଲେ ତହସିଲଦାର

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ରେ କୋରନା ର ଦ୍ୱିତୀୟ ଲହର ପ୍ରଭାବ ରେ ଦିନକୁ ଦିନ କୋରନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି |ଏଥିରେ ରୋକ ଲଗାଇବା ପାଇଁ ସରକାର ଲକ ଡାଉନ ୨.୦ ଘୋଷଣା କରିଛନ୍ତି । ଫଳରେବାଲିଗୁଡା ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କୁ କରେ । ନା..କଟକଣା ମାନିବା ନେଇ ବାରମ୍ବାର ସଚେତନ କରାଯାଉ ଥିବା ବେଳେ କେତେକ ଅମାନିଆ ସେ ସବୁକଟକଣାକୁ ସିଧା ସଳଖ ଉଲଂଘନ କରୁଥିବା […]

ମଦୁଆ ପୋଲିସ କନେଷ୍ଟବଳଙ୍କ ଦାଦା ଗିରି : ଡ୍ୟୁଟି ବାହାନାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର: ନାବାଳକକୁ ଚାପୁଡ଼ା ମାଡ଼

ବାଲିଗୁଡା,୨୧/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ମାତାଲ ଅବସ୍ଥାରେ ପୋଲିସ ପୋଷାକରେ ଡ୍ୟୁଟି କରୁଥିବା ଦୁଇ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ। ଡ୍ୟୁଟି ନାଁରେ ଜଣେ ଅସୁସ୍ଥ ବ୍ୟକ୍ତି ଓ ଅନ୍ୟ ଜଣେ ନାବାଳକଙ୍କୁ ଦୁଇ ପୋଲିସ କର୍ମୀ ଦୁର୍ବ୍ୟବହାର କରିବା ସହ ଚାପୁଡ଼ା ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ମଦ୍ୟପ ଦୁଇ କନେଷ୍ଟବଳ ହେଲେ ଜି ଉଦୟଗିରି ଥାନାରେ କାର୍ଯ୍ୟରତ ମନୋରଞ୍ଜନ […]

ଭିନ୍ନକ୍ଷମଙ୍କୁ ଆବାସ ଯୋଜନା ରେ ଘର ମିଳୁନି

ଫୁଲ ବାଣୀ- (ସୁନୀଲ ପଟନାୟକ)ସରକାର ଗରୀବ ଗୁରୁବା ତଥା ଭିନ୍ନ କ୍ଷମମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଗଣା ଘର ଯୋଗାଇଦେଉ ଥିବା କଥା କହୁଛନ୍ତି । ହେଲେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକର ପସରା ପଞ୍ଚାୟତ ର ଲଲିତ ମୋହନ ମଲିକ ଜଣେ ଭିନ୍ନକ୍ଷମ ହୋଇଥଲେ ମଧ୍ୟ ତାଙ୍କୁ ଏଯାଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ବି ମିଳିନି ।ଭଙ୍ଗା ଦଦରା ମାଟି କାନ୍ଥର ନୁଆଁଣିଆ ଚାଳ ଛପର ଘରେ ସ୍ତ୍ରୀ ପିଲା ଛୁଆଙ୍କୁ ଧରି […]

କାର ଓ ଟ୍ରକ ମୁହା ମୁହିଁ, ସାମ୍ବାଦିକ ଓ ପତ୍ନୀ ଗୁରୁତର

ଫୁଲବାଣୀ (ସୁନୀଲ ପଟନାୟକ) ଶୁକ୍ରବାର ଅପରାହ୍ନରେ ବଦଲା ନିକଟରେ ଏକ ଟ୍ରକ କାରକୁ ଧକ୍କା ଦେବା ଫଳରେ କାର ଚାଳକ ଜୀ ଟିଭି ର ସାମ୍ବାଦିକ ସୁନୀଲ ବିଶ୍ଵାଳ ଓ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସାମ୍ବାଦିକ ବିଶ୍ୱାଳ କୌଣସି କାମରେ ଭୁବନେଶ୍ଵର ଯାଇ ଆଜି ଫୁଲ ବାଣୀ କୁ ନିଜ କାରହୋଣ୍ଡା ଆମେ ଜ ରେ ଫେରୁଥିବାବେଳେ ବଦଲା ନିକଟବୁଲାଣି ରେ ଟ୍ରକ ସହ ମୁହାଁ ମୁହିଁ ଦୁର୍ଘଟଣା ଘଟିଥିଲା। ଖବର […]