ବେଆଇନ କ୍ଲିନିକ୍ ସିଲ କଲେ ବାଲିଗୁଡା ତହସିଲଦାର
ଫୁଲବାଣୀ -(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ରେ ନକଲି ଡାକ୍ତର ଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି, ବିନା ଡାକ୍ତରୀ ପାଠ ଓ ବିନା ପଞ୍ଜିକରଣ ରେ ଗାଁ ଗହଳିରେ ଛତୁ ଫୁଟିଲା ଭଳି ବେ ଆଇନ୍ କ୍ଲିନିକ୍ସବୁ ଚାଲିଛି । ମହାମାରୀ କରୋନାର ସୁଯୋଗ ନେଇ ଜ୍ଜର ଥଣ୍ଡା କାଶ ରୋଗରେପୀଡିତ ଲୋକଙ୍କୁ କୋଭିଡ ଟେଷ୍ଟ ପାଇଁ ନ ପଠାଇ ନିଜେ କ ଔଷଧ ଇଞ୍ଜେକ୍ସନ ଦେଇ ଚିକିତ୍ସା କରୁଛନ୍ତି l ବାଟାଗୁଡ଼ା ରେ […]