ତୁମୁଡିବନ୍ଧ ମଦ ଦୋକାନ ରୁ ଲୁଟ ଘଟଣା ପରେ ଏସଡିପିଓ ଙ୍କ ଷ୍ଟ୍ରିଙ୍ଗ

ଅପରେସନ : ସୌଖିନ ଓ ପ୍ରେମ ପାଇଁ ଡକାୟତି ଯୋଜନା :ଏସଡିପିଓବାଲିଗୁଡା,୨୦/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ସମେତ ବିଭିନ୍ନ ଥାନା ଅଞ୍ଚଳ ସମେତ ୫୯ନଂ.ଜାତୀୟ ରାଜପଥ ଉପରେ ଡକାୟତି କରୁଥିବା ଏକ ଗ୍ୟାଙ୍ଗ ତୁମୁଡ଼ିବନ୍ଧ ସ୍ଥିତ ଏକ ବିଦେଶୀ ମଦ ଦୋକାନ ରୁ ୬ଲକ୍ଷ ଟଙ୍କାର ମଦ ଲୁଟିବା ପରେ ପୁଲିସ ଆରମ୍ଭ କରିଥିଲା ଷ୍ଟ୍ରିଙ୍ଗ ଅପରେସନ । ପୁଲିସ ଜାଣିସାରିଥିଲା କି ଏହି ମଦ ଦୋକାନ ଲୁଟରେ ଯୁବ ଲୁଟେରା ଗ୍ୟାଙ୍ଗ […]

ବାଲିଗୁଡା:ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ କନ୍ଧମାଳ ଶାଖା ତରଫରୁ ଦାବୀ ପତ୍ର ପ୍ରଦାନ

ବାଲିଗୁଡା,୨୦/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):ବୈଷିକ ମହାମାରୀ କରୋନା ହେଉ କି ଯେକୌଣସି ପ୍ରାକୃତିକ ବିପର୍ଯ୍ୟାୟ ହେଉ ମଧ୍ୟବିତ୍ତ ବର୍ଗର ଲୋକେ ସବୁବେଳେ ସରକାରୀ ସହାୟତା ରୁ ବଞ୍ଚିତ ହେଉଛନ୍ତି lସମାଜର ସମ୍ପୂର୍ଣ୍ଣ ଜନସଂଖ୍ୟାର ଏକ ବୃହତ ଅଂଶ ଯାହାକି ପାଖାପାଖି ୪୦% ଲୋକଙ୍କୁ ସରକାର ମଧ୍ୟବିତ୍ତ ବୋଲି କହି ବିଭିନ୍ନ ସରକାରୀ ଯୋଜନାରେ ସେମାନଙ୍କୁ ସାମିଲ ନକରିବା, ସେମାନଙ୍କ ପ୍ରତି ପକ୍ଷପାତିତା କରିବା ଦ୍ୱାରା ଏହି ବର୍ଗର ଲୋକଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେଉଛି ଏହା […]

ପ୍ରମାଣ ପତ୍ର ନ ଥିବା କ୍ୱାକ କ୍ଲିନିକକୁ ସିଲ କଲା ପ୍ରଶାସନ

ବାଲିଗୁଡା,୨୦/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କୋଭିଡ଼ ଭଳି ମହାମାରୀ ସମୟରେ ଦେଖାଦେଇଛି ନକଲି ଡାକ୍ତରଙ୍କ ପ୍ରାଦୃଭାବ ଡାକ୍ତରୀ ପାଠ ନପଢ଼ି କିମ୍ବା ଫାର୍ମାସି ନକରି ଲୋକଙ୍କୁ କରୁଛନ୍ତି ଚିକିତ୍ସା । ଏଭଳି ଭୁଲ୍‌ ଚିକିତ୍ସା ଯୋଗୁଁ ଅନେକ ସମୟରେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଏଭଳି ଏକ କ୍ବାକ କ୍ଲିନିକକୁ ସିଲ କରିଛି ଦାରିଙ୍ଗବାଡ଼ି ପ୍ରଶାସନ । ଦାରିଙ୍ଗବାଡ଼ି ବ୍ଲକ ରୋଡ ପାର୍ଶ୍ଵ ରେ ରହିଥିବା ଏକ କ୍ବାକ କ୍ଲିନିକ ଉପରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ,ଥାନା […]

ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଜୁରୁକୁପୁଡ଼ା ଗ୍ରାମବାସୀ : ନାଳ ଓ ଚୁଆଁ ପାଣି ସାହା ଭରସା

ବାଲିଗୁଡା,୨୦/୦୫(ସଞ୍ଜୟ କୁମାର ପାଣିଗ୍ରାହୀ):କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଗ୍ରାମାଞ୍ଚଳରେ କୋଟି କୋଟି ଟଙ୍କାର ବସୁଧା ଭଳି ବିଭିନ୍ନ ପ୍ରକାର ଜଳପ୍ରକଳ୍ପ ଯୋଜନା ପାଇଁ ଅର୍ଥ ବିନିଯୋଗ କରୁଥିଲେ ମଧ୍ୟ ଏହି ଭଳି ଯୋଜନା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ପଞ୍ଚାୟତର ଜୁରୁକୁପଡା ଗ୍ରାମରେ ପହଂଚି ପାରିନାହିଁ l ଫଳରେ ଜୁରକୁପଡା ଗ୍ରାମବାସୀ ଙ୍କ ବଦଳୁନି ସମସ୍ୟା।ଏହି ସମସ୍ୟା ମଧ୍ୟରେ ବର୍ତ୍ତମାନ ପ୍ରବଳ ଖରା ଯୋଗୁଁ ପାଣି ସମସ୍ୟା ମୁଖ୍ୟ ସମସ୍ୟା […]

ଜଙ୍ଗଲ ମାଫିଆଙ୍କ କବଜାରେ ଭେଜିଆ ସଂରକ୍ଷିତ ଜଙ୍ଗଲ,ହାତୀପଲ ଅସୁରକ୍ଷିତ,ଖାଲରେ ପଡିଲେ ଦୁଇ ଦନ୍ତା ହାତୀ

ତିଗିରିଆ(ଉଲାପ୍ର)ଆଠଗଡ ବନଖଣ୍ଡ ଅନ୍ତର୍ଗତ ଆଠଗଡ ରେଞ୍ଜ ର ନୂଆପାଟଣା ଭେଜିଆ ସଂରକ୍ଷିତ ଜଙ୍ଗଲ ପଶୁପକ୍ଷୀଙ୍କ ପାଇଁ ଅସୁରକ୍ଷିତ, ଦୀର୍ଘବର୍ଷ ହେଲା ଅବି ଭେଜିଆ ଜଙ୍ଗଲରେ ପଥର ମାଫିଆ,ଖଣି ମାଫିଆଙ୍କ ରାଜ ଚାଲିଛି,ପ୍ରତେକ ଦିନ ସଂରକ୍ଷିତ ଜଙ୍ଗଲରୁ ଖଣି ମାଫିଆ ମାନେ ଜଙ୍ଗଲ ତାଡି ଗ୍ରାନାଇଟ ପଥର ରାଜ୍ୟର ବିଭିନ୍ନ ସ୍ଥାନକୁ ଚୋରାଚାଲାଣ କରୁଥିଲେ ମଧ୍ୟ ନାଁ ବନବିଭାଗ ର ନଜର ଅଛି ନା ରାଜସ୍ୱ ବିଭାଗର ନଜର ଅଛି,ତିଗିରିଆରୁ ବିନ୍ଧାଣିମା ଗଲା ବେଳକୁ ରାସ୍ତାରେ ଦେଖାଯାଉଛି ଖଣି […]

ଜଙ୍ଗଲ ମାଫିଆଙ୍କ କବଜାରେ ଭେଜିଆ ସଂରକ୍ଷିତ ଜଙ୍ଗଲ,ହାତୀପଲ ଅସୁରକ୍ଷିତ,ଖାଲରେ ପଡିଲେ ଦୁଇ ଦନ୍ତା ହାତୀ

ତିଗିରିଆ(ଉଲାପ୍ର)ଆଠଗଡ ବନଖଣ୍ଡ ଅନ୍ତର୍ଗତ ଆଠଗଡ ରେଞ୍ଜ ର ନୂଆପାଟଣା ଭେଜିଆ ସଂରକ୍ଷିତ ଜଙ୍ଗଲ ପଶୁପକ୍ଷୀଙ୍କ ପାଇଁ ଅସୁରକ୍ଷିତ, ଦୀର୍ଘବର୍ଷ ହେଲା ଅବି ଭେଜିଆ ଜଙ୍ଗଲରେ ପଥର ମାଫିଆ,ଖଣି ମାଫିଆଙ୍କ ରାଜ ଚାଲିଛି,ପ୍ରତେକ ଦିନ ସଂରକ୍ଷିତ ଜଙ୍ଗଲରୁ ଖଣି ମାଫିଆ ମାନେ ଜଙ୍ଗଲ ତାଡି ଗ୍ରାନାଇଟ ପଥର ରାଜ୍ୟର ବିଭିନ୍ନ ସ୍ଥାନକୁ ଚୋରାଚାଲାଣ କରୁଥିଲେ ମଧ୍ୟ ନାଁ ବନବିଭାଗ ର ନଜର ଅଛି ନା ରାଜସ୍ୱ ବିଭାଗର ନଜର ଅଛି,ତିଗିରିଆରୁ ବିନ୍ଧାଣିମା ଗଲା ବେଳକୁ ରାସ୍ତାରେ ଦେଖାଯାଉଛି ଖଣି […]

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୨୦ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-ଶୁକ୍ଳପକ୍ଷତିଥି-ଅଷ୍ଟମୀ ଦିବା ଘ୧୨/୨୫ ପର୍ଯ୍ୟନ୍ତ ତଦନ୍ତେ ନବମୀନକ୍ଷତ୍ର-ମଘା ଦିବା ଘ ୦୪/୩୭ ପର୍ଯ୍ୟନ୍ତ ତଦନ୍ତେ ପୂର୍ବା ଫାଚନ୍ଦ୍ର- ସିଂହଯୋଗ-ବ୍ୟାହ।ତକରଣ-ବବସୌରମାସ-ବୃଷ ୦୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୦୪ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୩୯✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ଦିବା ଘ ୧୨/୨୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେକର୍କଟ ଓ ମକର ରାଶିର ଘାତ ଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରଅଷ୍ଟମୀ ର ଏକୋଦିଷ୍ଟ ଓ ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା ଓ […]

ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଦ୍ୱାରା ଗଞ୍ଜେଇ ସହ ବୋଲେରୋ

ଜବତ : ଜଣେ ଗିରଫ: ଦୁଇ ଫେରାରବାଲିଗୁଡା,୧୯/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ କୁ ରୋକିବାକୁ ସରକାର ସମଗ୍ର ରାଜ୍ୟରେ ସଟଡାଉନ ଘୋଷଣା କରିଥିଲେ ମଧ୍ୟ ଚୋରା ଗଞ୍ଜେଇ ବେପାରୀ ମାନେ ଏହି ଅଞ୍ଚଳରେ ବେଶ ସକ୍ରିୟ ଥିବାର ସୂଚନା ପାଇ କନ୍ଧମାଳ ଏସ.ପି.ବିନୀତ ଅଗ୍ରୱାଲ, ବାଲିଗୁଡା ଏସ.ଡି.ପି.ଓ.ମନୋଜ କୁମାର ପୂଜାରୀ ଙ୍କୁ ଏଥି ପ୍ରତି ତୀକ୍ଷ୍ଣ ନଜର ରଖିବାକୁ କଡା ନିର୍ଦେଶ ଦେଇଥିଲେ । ଏ ନେଇ ମଙ୍ଗଳବାର ଅପରାହ୍ନରେ ଏକ ବିଶେଷ ସୁତ୍ରରୁ ଖବରପାଇ […]

ଦିତୀୟ ଲକଡାଉନ ରେ ଆକ୍ସନ ମୁଡ ରେ ଆଠଗଡ ପ୍ରଶାସନ ଓ ପୋଲିସ

ଆଠଗଡ(ତ୍ରିଲୋଚନ ବେହେରା)ଦିତୀୟ ଲକଡାଉନ ରେ ଆକ୍ସନ ମୁଡ ରେ ଆଠଗଡ ପ୍ରଶାସନ,ଦିତୀୟ ଲକ ଡାଉନ କୁ ସରକାର କଡାକଡି କରିଥିବା ବେଳେ ଆଜି ଆଠଗଡ ଉପଜିଲାପାଳ ପୋଲିସ ଫୋର୍ସ ନେଇ ସହରରେ ୧୧ ଟା ବାଜିବା ମାତ୍ରେ ଦୋକାନ ବଜାର ବନ୍ଦ କରିବାପାଇଁ ଦୋକାନୀଙ୍କୁ କହିବା ପୂର୍ବରୁ ଧଡାଧଡ ଦୋକାନୀ ମାନେ ଦୋକାନ ବନ୍ଦ କରିଦେବା ଦେଖିବାକୁ ମିଳିଥିଲା,ପ୍ରଥମ ଲକ ଡାଉନ ରେ ଆଠଗଡ ପ୍ରଶାସନ ପୁରା ଢିଲା ପଡିଯିବା ଯୋଗୁ ଆଠଗଡ ସହର ସହିତ ବ୍ଲକ […]

କନ୍ଧମାଳ:ବାଇକ ସହ ଗଞ୍ଜେଇ ଜବତ: ଜଣେ ଗିରଫ

କନ୍ଧମାଳ,୧୯/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଲକ୍ ଡାଉନ୍ ଚାଲିଥିବା ବେଳେ ଜିଲ୍ଲାର ବିଭିନ୍ନ ଛକ ମାନଙ୍କରେ ପୋଲିସ ଚେକିଂ ମଧ୍ୟ କଡ଼ାକଡ଼ି ଚାଲିଛି l ତେବେ ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜାଜେଶପାଙ୍ଗାର ଲଦଡି ଛକ ନିକଟରେ କୌଣସି ସୂତ୍ର ରୁ ଖବର ପାଇଁ ଫିରିଙ୍ଗିଆ ଭାରପ୍ରାପ୍ତ ଥାନା ଅଧିକାରୀ ଦଶରଥ ହେମ୍ବ୍ରମଙ୍କ ନିର୍ଦେଶାନୁଯାୟୀ ଫିରିଙ୍ଗିଆ ପୋଲିସ ର ଏକ ସ୍ୱତନ୍ତ୍ର ଟିମ ପାଟ୍ରୋଲିଂ କରୁଥିବା […]